banner
Breaking
Monthly Archives

November 2019

ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି।

ଭୁବନେଶ୍ୱର, ୭ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ସରକନ୍ତରାରେ ଗୁଳିମାଡ ହୋଇଛି । ବାପ-ପୁଅଙ୍କ ଉପରରେ ଗୁଳିମାଡ଼ କରି…
Read More...

ଅଟୋ ଚାଳକଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଇଲେ ପୋଲିସ କମିଶନର-ସୁଧାଶୁ° ଷଡ଼ଙ୍ଗୀ

ଭୁବନେଶ୍ୱର, ୭/୧୧(ଓଡ଼ିଆ ନ୍ୟୁଜ) ଅଟୋ ମହାସଂଘ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସମସ୍ତ ଅଟୋଚାଳକମାନଙ୍କୁ ଶୃଙ୍ଖଳିତ ହୋଇ ଗାଡି ଚଳାଇବା, ରାସ୍ତାରେ ଥିବା ଲେନର ବାମପଟେ…
Read More...

ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିବ ଆବାସ ଘର-ପ୍ରତାପ ଜେନା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପ୍ରାୟ ୫ ଲକ୍ଷ ଗୃହର ଆବଶ୍ୟକତା ରହିଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ରେ ମାତ୍ର ଏକ ଲକ୍ଷ ୨୭ ହଜାରଙ୍କୁ ଘର ମିଳିଛି । ତେଣୁ ଅବଶିଷ୍ଟ ଗୃହ ଆବଶ୍ୟକତା ପୂରଣ…
Read More...

କଟକ ମେଡ଼ିକାଲ ହେବ ଏମ୍ସ ପ୍ଲସ ମଡେଲ। ମୁଖ୍ୟମନ୍ତ୍ରୀଙ୍କ ୧୦୦୦ କୋଟି ଘୋଷଣା।

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏସ୍‌ସିବିକୁ ଏମ୍ସ…
Read More...

ବିଶ୍ବ ଚାହିଦାକୁ ପୁରଣ କରିବ ଓଡିଶା କ୍ରୋମିୟମ-ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଅନ୍ତର୍ଜାତୀୟ କ୍ରୋମିୟମ ବିକାଶ ସଂଘ ପକ୍ଷରୁ ‘କ୍ରୋମିୟମ ୨୦୧୯’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।  ଓଡିଶାରେ ଗଚ୍ଛିତ ଅମାପ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ ଭୂମିକା ନେବ…
Read More...

ଓଡିଶାରେ ବାତ୍ୟାର ପ୍ରଭାବ ପଡିବ ନାହିଁ। ବୁଲବୁଲ ଅଧିକ ସମୟ ସମୁଦ୍ରରେ ବୁଲିବ-ମୁହାଁଇବ ଉତ୍ତର ଓଡ଼ିଶା-…

ଭୁବନେଶ୍ୱର  : ଆଣ୍ଡାମାନ ସାଗରରେ ତୀବ୍ର ଅବପାତର ରୂପ ନେଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ସାମୁଦ୍ରିକ ବାତ୍ୟା ଏବଂ ପରବର୍ତ୍ତୀ ୨୪ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ‘ବୁଲବୁଲ୍’ ଭାବେ ନାମିତ ଏହି ବାତ୍ୟା କେଉଁ ଦିଗରେ ମୁହାଁଇବ ଏବଂ କେଉଁଠି ସ୍ଥଳଭାଗ ସ୍ପର୍ଶକରିବ…
Read More...

ଖୁଚୁରା ପଇସା ନନେଲେ ୭ ବର୍ଷ ଜେଲ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଖୁଚୁରା ପାଇଁ ଦୋକାନୀଙ୍କ ସହିତ ଗ୍ରାହକ ମାନଙ୍କର ଯୁକ୍ତିତର୍କ ହେଉଥିଲା । ଅଧିକାଂଶ ଦୋକାନୀ ଖୁଚୁରା ନେଉନଥିବା ଅଭିଯୋଗ ଆସିବା ପରେ ରିଜର୍ଭ ବ୍ୟାଙ୍କ ଘଟଣାକୁ ଗମ୍ଭିରତାର ନେଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ବଜାରରେ ପ୍ରଚଳିତ ଥିବା ସବୁ ପ୍ରକାର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ମନକଥା ମନରେ ରଖି କାମ ହାସଲ କରିବାକୁ ଚେଷ୍ଟା କଲେ କେତେକାଂଶରେ ଉପକୃତ ହେବେ। ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର…
Read More...

ସ୍ମାର୍ଟସିଟିରେ ଆସୁଛି ଗୋଳିଆ ଗନ୍ଧଯୁକ୍ତ ପାଣି। ପିଏଚଡି ଅଫିସ ଘେରିଲେ ବସ୍ତିବାସିନ୍ଦା।

ଭୁବନେଶ୍ୱର,୬/୧୧(ଓଡ଼ିଆ ନ୍ୟୁଜ): ସ୍ମାର୍ଟ ସିଟରେ ବାହାରୁଛି ସ୍ମାର୍ଟ ପିଇବା ପାଣି,କେତେବେଳେ ହଳଦିଆ ତ କେତେବେଳେ କାଳିଆ ପୁଣି ଯାହାଠୁ ବାହାରୁଛି ମହମହ ଗନ୍ଧ। ପିଇଲେ ହେଉଛି କାଛୁ,କୁଣ୍ଡିଆ। ଦିନେ କି ଦୁଇଦିନ ନୁହେଁ ମାସ ମାସ ଧରି ପିଇବା ପାଣୀରେ ମିଶୁଛି ସୋରେଜ ପାଣି। ଯାହାଫଳରେ…
Read More...

ଯେଉଁ ଡିଜାଇନ ଖୋଜିବେ ତାହା ପାଇବେ। ତନିପ୍କର ଓ୍ବେଡି° ଅଫର-ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ଯାଏ ରିହାତି

ଭୁବନେଶ୍ୱର,୬।୧୧(ଓଡ଼ିଆ ନ୍ୟୁଜ) ଦେଶର ଏକମାତ୍ର ଭରସାଯୋଗ୍ୟ ଟାଇଟନର ପ୍ରମାଣନ ଏବଂ ଟାଟା ଗ୍ରୁପର ବିଶ୍ବାସର ପ୍ରତିଫଳନ ହେଉଛି ତନିସ୍କ। ଗ୍ରାହକଙ୍କୁ ଗହଣା ଉପରେ ଶୁଦ୍ଧତା ଯୋଗାଇ ଦେବାରେ ଏହି ଅନୁଷ୍ଠାନ ବହୁ ଆଗରେ। ଉଭୟ ୨୨କ୍ୟାରେଟ ୧୮ କ୍ୟାରେଟ ସୁନା ଗହଣରେ ସମସ୍ତଙ୍କୁ ପଛରେ ପକାଇ…
Read More...