banner
Breaking
Monthly Archives

August 2019

ବଦଳିଲା ପ୍ୟାରେଡ ସ୍ଥାନ, ଭାଗନେବେ ନାହିଁ ସ୍କୁଲ ପିଲା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟସ୍ତରୀୟ ପ୍ୟାରେଡ଼ସ୍ଥଳ ବଦଳିଲା । ଏଣିକି ଲୋୟର ପିଏମଜିରେ ବଦଳରେ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହେବ । ସୁରକ୍ଷା ଦୃଷ୍ଟିରୁ ସ୍ଥାନ ପରିବର୍ତନ କରାଯାଇଥିବା ଜଣାପଡିଛି । ଦୀର୍ଘଦିନ ହେଲା ଲୋୟର ପିଏମଜି ତଥା…
Read More...

କେନ୍ଦ୍ର ପଣ୍ୟାଗାର ନିଗମ ସ୍ଥାନାନ୍ତିକରଣକୁ ବିଜେଡିର ବିରୋଧ

ଭୁବନେଶ୍ୱର, ୦୫/୦୮ କେନ୍ଦ୍ର ପଣ୍ୟାଗାର ନିଗମ ସ୍ଥାନାନ୍ତରକୁ ବିରୋଧ କରି ଭୁବନେଶ୍ୱର ବିଜୁ ଜନତା ଦଳ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ୍ରେ ଥିବା କେନ୍ଦ୍ରୀୟ ପଣ୍ୟାଗାର ନିଗମ କାର୍ଯ୍ୟାଳୟକୁ ଭୁବନେଶ୍ୱରରୁ…
Read More...

ଦୁନିଆ ଦେଖିଲା ୫୬ ଇଞ୍ଚ ଛାତିର କରାମତି

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ବାବାରେ କି ସାହସ, କି ଦେଶଭକ୍ତି,କି ପ୍ରତିଶ୍ରୁତି, କି ଛାତି !ଭାରତ ନୁହେଁ ସାରା ପୃଥିବୀକୁ ଦେଖେଇ ଦେଲେ ନରେନ୍ଦ୍ର ମୋଦି ୫୬ ଇଞ୍ଚିଆ ଛାତି। ନିର୍ବାଚନ ସମୟରେ ଯେଉଁ ୫୬ ଇଞ୍ଚ ଛାତିକୁ ନେଇ ବିରୋଧୀ ପରିହାସ କରୁଥିଲେ ସେମାନେ ଆଜି ଭିତରେ ଭିତରେ ଭାବୁଛନ୍ତି…
Read More...

ଉଠିଲା ୩୭୦, ରାଜ୍ୟ ସଭାରେ ହଟ୍ଟଗୋଳ, ଅମିତ ଶାହାଙ୍କ ବିବୃତି

ନୂଆଦିଲ୍ଲୀ,୫ ।୮: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସାରିବା ପରେ ରାଜ୍ୟସଭାରେ ବିବୃତ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପାଇଁ ସଂକଳ୍ପ ଆଗତ କରିଛନ୍ତି ଶାହା । ଏହା ସହ ଜମ୍ମୁ-କାଶ୍ମୀର ବିଭାଜନ ନେଇ ସରକାର…
Read More...

ଆଜି ଦିନ କେମିତି କଟିବ

ମେଷ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଆଶ୍ୱସ୍ତି ଲାଭ। ଉନ୍ନତ ଚିନ୍ତା,ନିରଳସ ଉଦ୍ୟମ,ଆନ୍ତରିକତାପୂର୍ଣ୍ଣ କାର୍ଯ୍ୟ ଓ ମନ ବୁଝିଲା ଭଳି କଥା କହି ପ୍ରଶଂସିତ ହେବେ। ଶିକ୍ଷାକ୍ଷେତ୍ରରେ ସୁନାମ,ପିଲାଙ୍କ ସଫଳତା,ପ୍ରେମ ସମ୍ପର୍କ,ଉନ୍ନତମାନର ଆଲୋଚନା,ପାରିବାରିକ ସଦ୍ଭାବ , ଶିଳ୍ପ,…
Read More...

ଲୋକଙ୍କ ମନ ଜିଣିଲେ ଉତ୍ତର ବିଧାୟକ

ଭୁବନେଶ୍ବର,( ଓଡ଼ିଆ ନ୍ୟୁଜ ) :  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଲୋକଙ୍କ ସହିତ ରୁହ ଲୋକଙ୍କ ପାଇଁ କାମକର ଯାହାକୁ କରି ଦେଖାଇଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ।ନିର୍ବାଚନ ପୂର୍ବରୁ ନେତାମାନେ ସାଧାରଣ ଗରିବ ଗୁରୁବା ଲୋକଙ୍କ ଘରେ ଭୋଜନ କରିବା ଆଳରେ ଭୋଟ୍ ଭୀକ୍ଷା…
Read More...

କୁନ୍ଦୁଲି ଘଟଣା ମିଛ ଓ ରହସ୍ୟମୟ – କମିଶନ

ଭୁବନେଶ୍ୱର,୩ ।୮(ଓଡ଼ିଆ ନ୍ୟୁଜ): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଆଜି ଗୃହରେ ଉପସ୍ଥାପନ ହେବା ପରେ ଏହି ଘଟଣାକୁ ମିଛ ବୋଲି କହିଛନ୍ତି କମିଶନ । କମିଶନ କହିଛନ୍ତି ଯେ, ‘କୁନ୍ଦୁଲି ଝିଅ ମିଛ ଅଭିଯୋଗ କରିଥିଲା । କେଉଁ କାରଣରୁ ମିଛ ଅଭିଯୋଗ କରିଥିଲା ତାହା ଏବେବି ରହସ୍ୟ ହୋଇ…
Read More...

୯୬ ରନର ବିଜୟ ଲକ୍ଷ ନେଇ ଓହ୍ଲାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ,୩ /୮(ଓଡ଼ିଆ ନ୍ୟୁଜ) ଫ୍ଲୋରିଡାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଭାରତ ଆଗରେ ୯୬ ରନର ବିଜୟ ଲକ୍ଷ୍ୟ ରଖିଛି । ନିର୍ଦ୍ଧାରିତ ଓଭରରେ ୱେଷ୍ଟଇଣ୍ଡିଜର ୯ ୱିକେଟ୍ ହରାଇ ୯୫…
Read More...

ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ। ନିଯୁକ୍ତି ପାଇବେ ୨୦୦୦ ଡାକ୍ତର

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ)  ରାଜ୍ୟ ସରକାର ୨ହଜାର ଏଲଟିଆରଏମଓ ଡାକ୍ତରୀ ପଦବୀ ସୃଷ୍ଟି କରିଛନ୍ତି। ଏହି ଡାକ୍ତରମାନେ ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଭାବେ କାର୍ୟ୍ୟ କରିବେ। ରାଜ୍ୟ ସରକାର ଆଜି ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଲିଖିତ ଭାବେ ଅବଗତ…
Read More...

ଆଇ ଏ ଏସ୍ ସ୍ରରରେ ଅଦଳଵଦଳ

ଭୁବନେଶ୍ୱର,୩ ।୮(ଓଡ଼ିଆ ନ୍ୟୁଜ): ଆଇଏଏସ୍ ସ୍ତରରେ ଆଜି ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନିରଞ୍ଜନ ସାହୁଙ୍କୁ ଶ୍ରମ କମିଶନର କରିବା ସହ ସଂଗ୍ରାମଜିତ୍ ନାୟକଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ସୁଶାନ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର…
Read More...