banner
Breaking

୯୬ ରନର ବିଜୟ ଲକ୍ଷ ନେଇ ଓହ୍ଲାଇଲା ଟିମ୍ ଇଣ୍ଡିଆ

0

ନୂଆଦିଲ୍ଲୀ,୩ /୮(ଓଡ଼ିଆ ନ୍ୟୁଜ) ଫ୍ଲୋରିଡାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଭାରତ ଆଗରେ ୯୬ ରନର ବିଜୟ ଲକ୍ଷ୍ୟ ରଖିଛି । ନିର୍ଦ୍ଧାରିତ ଓଭରରେ ୱେଷ୍ଟଇଣ୍ଡିଜର ୯ ୱିକେଟ୍ ହରାଇ ୯୫ ରନ୍ କରିଛି । ନବଦୀପ ସାଇନିଙ୍କୁ ସର୍ବାଧିକ ୩ଟି ୱିକେଟ ସଫଳତା ମିଳିଛି । ୯୬ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଲା ଟିମ୍ ।

Khansweb Solution Bhubaneswar

Leave A Reply

Your email address will not be published.