banner
Breaking

ଦୁନିଆ ଦେଖିଲା ୫୬ ଇଞ୍ଚ ଛାତିର କରାମତି

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ବାବାରେ କି ସାହସ, କି ଦେଶଭକ୍ତି,କି ପ୍ରତିଶ୍ରୁତି, କି ଛାତି !ଭାରତ ନୁହେଁ ସାରା ପୃଥିବୀକୁ ଦେଖେଇ ଦେଲେ ନରେନ୍ଦ୍ର ମୋଦି ୫୬ ଇଞ୍ଚିଆ ଛାତି। ନିର୍ବାଚନ ସମୟରେ ଯେଉଁ ୫୬ ଇଞ୍ଚ ଛାତିକୁ ନେଇ ବିରୋଧୀ ପରିହାସ କରୁଥିଲେ ସେମାନେ ଆଜି ଭିତରେ ଭିତରେ ଭାବୁଛନ୍ତି ମୋଦିଙ୍କ୫୬ ପ୍ଳସ ଶାହାଙ୍କ ୫୬ ମିଶି ୧୧୨ ଇଞ୍ଚ ଛାତି କଥା । ୭୦ ବର୍ଷର କୁତ୍ସିତ ରାଜନୀତିକୁ ଭାଙ୍ଗି ଚୁରମାର କରିଛନ୍ତି।

ଭାରତୀୟ ସମ୍ବିଧାନରେ ଜମ୍ମୁ କାଶ୍ମୀର କୁ ମିଳିଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଉଛେଦ କରାଯାଇଛି । ଜମ୍ମୁ ଓ କାଶ୍ମୀର ବର୍ତମାନ କେନ୍ଦ୍ର ଶାସିତ ଅଂଚଳ ରହିବ। ପ୍ରମୁଖ ୩୫ଏ ସମ୍ପୂର୍ଣ ଉଛେଦ। ସମ୍ବିଧାନର ୩୭୦ ଧାରା ରେ ଥିବା ଗୋଟିଏ ଅନୁଛେଦ ଛାଡି ସବୁ କୁ ଉଛେଦ କଲା କେନ୍ଦ୍ର ସରକାର। ଆଜି ଏଭଳି ଘୋଷଣା କରିଛନ୍ତି ଗୃହ ମନ୍ତ୍ରୀ। ସେ କହିଛନ୍ତି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ନୂଆ ନିୟମ ଲାଘୁ ହେବ। ଏହି ଘୋଷଣା ପରେ ସଂସଦ ଗୃହରେ କଂଗ୍ରେସ, ଆପ ଓ ଆନ୍ୟ ବିରୋଧୀ ଦଳ ଜୋର ଦାର ବିରୋଧ ପ୍ରଦର୍ଶନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.