banner
Breaking
Browsing Category

Uncategorized

ସମ୍ ଅଲଟିମେଟ ହସ୍ପିଟାଲ ଲୋକାର୍ପିତ।

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ) : ଭୁବନେଶ୍ୱରଠାରେ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‍ ସମ୍‍ ଅଲ୍‍ଟିମେଟ୍‍ ମେଡିକେୟାର୍‍ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା ଏବଂ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା…
Read More...

ଆର୍‌ ଆଇ ଇ, ଏନ୍‌ସିଆର୍‌ଟି ଭୁବନେଶ୍ୱର ପକ୍ଷରୁ ଏକବିଂଶ ଶତାବ୍ଦୀର ଶିକ୍ଷା ସମ୍ପର୍କିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ରିଜୋନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ (ଆର୍‌ଆଇଇି), ଭୁବନେଶ୍ୱର ପକ୍ଷରୁ ନେସ୍‌ନାଲ୍ କାଉନ୍‌ସିଲ୍ ଫର୍ ଏଜୁକେସନ୍ ଆଣ୍ଡ୍ ରିର୍ସଚ୍ଚ୍ ଟ୍ରେନିଙ୍ଗ୍ (ଏନ୍‌ସିଇଆର୍‌ଟି), ନୂଆଦିଲ୍ଲୀ, ୟୁନାଇଟେଡ୍ ନେସନ୍ସ୍ ଚିଲ୍‌ଡ୍ରେନ୍‌ସ ଫଣ୍ଡ୍ (ୟୁନିସେଫ୍‌) ଏବଂ କମନ୍‌ୱେଲଥ୍ ଏଜୁକେସନ୍…
Read More...

୩୧୫ ବିଦ୍ୟାଳୟରେ ୧୦ରୁ କମ୍ ପିଲା। ୯୦ଟି ବିଦ୍ୟାଳୟର ଶ୍ରେଣୀ ଗୃହ ନାହିଁ।

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ। ପିଲାମାନେ ବାହାରେ ବସି ପାଠ ପଢ଼ୁଛନ୍ତି। ୧୧୫ ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ। ୩୧୫ ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍‌ ପିଲା ପାଠ ପଢ଼ୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…
Read More...

ମାଟ୍ରିକ ପରୀକ୍ଷାରେ ଲାଗିଲା କଟକଣା। ଊଲଙ୍ଘନ କଲେ ଜେଲ

ଭୁବନେଶ୍ବର,୧୬/୨(ଓଡ଼ିଆ ନ୍ୟୁଜ) : ରବିବାର ଲୋକସେବା ଭବନରୁ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଭିଡିଓ କନଫରେନ୍ସିଂ ଯୋଗେ ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ମାଟ୍ରିକ ପରୀକ୍ଷା ସୁପରିଚାଳନା ଓ ମୋବାଇଲ ବ୍ୟବହାର ଉପରେ କଡା ଆଭିମୁଖ୍ୟ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ସଚିବ…
Read More...

ଆରମ୍ଭ ହେଲା ସିବିଏସ୍ଇ ପରୀକ୍ଷା।

ଭୁବନେଶ୍‍ବର, ୧୫/୨ (ଓଡ଼ିଆ ନ୍ୟୁଜ) : ଆଜି ଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ପ୍ରାୟ ୧୨ ଲକ୍ଷରୁ ଅଧିକ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଫେବୃଆରୀ ୧୫ ରୁ…
Read More...

ଅଟୋରୁ ପଡି ମହିଳା ଗୁରୁତର।

ଭୁବନେଶ୍ୱର,୧୪/୨(ଓଡ଼ିଆ ନ୍ୟୁଜ): ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ରାସ୍ତାରେ ଅଟୋରେ ଯାଉଥିବା ବେଳେ ଅଟୋରୁ ଖସିପଡି ଗୁରୁତର ଆହତ ହୋଇଛନ୍ତି ମହିଳା। ବର୍ତ୍ତମାନ ସୁଧା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ ଆଚାର୍ଯ୍ୟ ବିହାର ଛକରୁ ଏକ ପାସେଞ୍ଜର ଅଟୋରେ ଚଣ୍ଡିଖୋଲ…
Read More...

ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ମୁଲତବୀ।

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶୁକ୍ରବାର ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରାରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସରକାରଙ୍କ ଲୋକଭୀମୁଖି ଯୋଜନା ସମ୍ବନ୍ଧରେ ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଗୃହ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର…
Read More...

ମମତା ହତ୍ୟାକାଣ୍ଡର ପର୍ଦ୍ଧାଫାଶ।

ପିପିଲି,୯/୨(ବ୍ୟୁରୋ) : ବହୁଚର୍ଚ୍ଚିତ ମମତା ଭୋଇ(୨୯) ହତ୍ୟାକାଣ୍ଡ ଘଟଣାରେ ପିପିଲି ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତ ମମତାଙ୍କ ପ୍ରେମିକକୁ ପୁଲିସ ଗିରଫ କରିଛି। ମମତାଙ୍କ ପ୍ରେମିକ ପିପିଲି ଥାନା କମାକନ୍ତିଆ ନିକଟବର୍ତ୍ତି କୁସିଦା ଗ୍ରାମର ଲକ୍ଷ୍ମଣ ମଲ୍ଲିକ…
Read More...

ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂରାଜୀ ପଢିବେ ଛାତ୍ରଛାତ୍ରୀ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟର ସମସ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ସ୍ପୋକନ ଇଂଲିଶ ଶିକ୍ଷା ଦିଆଯିବ। ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ବୃଦ୍ଧି ସକାଶେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଛାତ୍ରୀଛାତ୍ରମାନଙ୍କ ଆଧାର ସଂଯୋଗକୁ ମଧ୍ୟ ସୁନିଶ୍ଚିତ କରାଯିବ। ୩୦…
Read More...

ଦଶମ ଶ୍ରେଣୀ ପାଠରେ ସାମିଲ ହେବ ସଡକ ସୁରକ୍ଷା।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଛାତ୍ରୀଛାତ୍ରମାନେ ସଡ଼କ ସୁରକ୍ଷା ସମ୍ପର୍କିତ ବିଷୟ ପଢ଼ିବେ। ଆଗାମୀ ଶିକ୍ଷାବର୍ଷରୁ ୧୦ମ ପାଠ୍ୟକ୍ରମରେ ଏହା ରଖାଯିବ। ତେବେ ବିଷୟବସ୍ତୁ କିପରିି ହେବ, ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ବୁଧବାର ପରିବହନ…
Read More...