Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
Uncategorized
ବରିଷ୍ଠ ନାଗରିକ ମଞ୍ଚ ସ°କଳ୍ପ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ।
ଭୁବନେଶ୍ୱର, ୧୧/୫ (ଓଡ଼ିଆ ନ୍ୟୁଜ): କରୋନାକୁ ରୋକିବା ପାଇଁ ଲକଡାଉନ୍ ହେଉଛି ଏକମାତ୍ର ଅସ୍ତ୍ର। ଯାହା ୫୦ ଦିନ ଧରି ଚାଲୁରହିଛି।ଏହା ଫଳରେ ଗରିବ ଓ ଖଟିଖିଆଙ୍କ ଜୀବନ ଜୀବିକା ଉଜୁଡି ଯାଇଛି। କିଏ ଅନାହାରରେ ଦିନ କାଟୁଛିତ କିଏ ଖାଦ୍ୟ ମୁଠାଏ ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛି। ଏହି…
Read More...
Read More...
ଗଞ୍ଜାମ ସରପଞ୍ଚଙ୍କ ସହ କଥାହେଲେ ୫ ଟି ସଚିବ।
ଭୁବନେଶ୍ୱର : ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ…
Read More...
Read More...
ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବରରେ ୩ ଟି ସ୍କ୍ରିନି° ସେଣ୍ଟର।
ଭୁବନେଶ୍ବର,୧୦/୫(ଓଡ଼ିଆ ନ୍ୟୁଜ): ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବର ଆସିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଏମ୍ସି ପକ୍ଷରୁ ୩ଟି ସ୍କ୍ରିନିଂ ସେଣ୍ଟର କରାଯାଇଛି। ପ୍ରବାସୀଙ୍କୁ ରାଜଧାନୀରେ ୩ଟି ସ୍ଥାନରେ ସ୍ବାଗତ…
Read More...
Read More...
ଅସହାୟଙ୍କୁ ସହଯୋଗର ହାତ ବଢାଇଲା “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ।
କେନ୍ଦୁଝର,୯/୫(ବ୍ୟୁରୋ) ସ୍ବାମପାଟଣା,ଘଟଗାଁ ଗଦାଧରପୁର ଅଞ୍ଚଳର କିଛି ଶ୍ରମିକ ଯାଜପୁର,ବରୀ ବ୍ଲକର ବିଭିନ୍ନ ଗ୍ରାମରେ ପେଟପାଟଣା ସକାଶେ କାମଧନ୍ଦା କରବାକୁ ଯାଇଥିବା ବେଳେ କରୋନାମହାମାରୀର ତାଲାବନ୍ଦ ଯୋଗୁଁ ଫସି ଯାଇଥିଲେ ! ଏହି ଶ୍ରମିକ ମାନଙ୍କୁ ବରୀ ବିଡ଼ିଓ ଶ୍ରୀଯୁକ୍ତ ଶାଶ୍ୱତ…
Read More...
Read More...
କ୍ବାରେଣ୍ଟାଇନ ସେଣ୍ଟରରେ ମିଳିବ ଆଣ୍ଡା,ମାଛ,ଚିକେନ ଓ କ୍ଷୀର।
ଭଦ୍ରକ ,୫।୫(ଓଡ଼ିଆ ନ୍ୟୁଜ) : ଭଦ୍ରକ ଜିଲାରେ ସମସ୍ତ ସଙ୍ଗରୋଧ ଗୃହ ପାଇଁ ଏକ ଖାଦ୍ୟ ତାଲିକା ଜାରି କରିଛି ଜିଲା ପ୍ରଶାସନ।ସଙ୍ଗରୋଧ ଗୃହର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସେଠାରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ ତାଲିକାକୁ ଏକ ନିର୍ଦ୍ଦେଶନାମା ଜରିଆରେ ଜିଲାପାଳ ଜ୍ଞାନ ରଞ୍ଜନ…
Read More...
Read More...
କରୋନା ପୀଡ଼ିତଙ୍କୁ ‘ଫର୍ ୟୁ’ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ।
ଭୁବନେଶ୍ୱର, ୪/୫(ଓଡ଼ିଆ ନ୍ୟୁଜ) : ରାଜଧାନୀ ଭୁବନେଶ୍ୱରରେ କରୋନା ମହାମାରୀ ପୂର୍ବାପେକ୍ଷା ଅଧିକ ଆୟତ୍ତକୁ ଆସିଯାଇଥିଲେ ମଧ୍ୟ ଲକ୍ ଡାଉନ ଆଗଭଳି ବଳବତ୍ତର ରହିଛି ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ…
Read More...
Read More...
ଭୁବନେଶ୍ୱରରେ ନିୟମ କଡାକଡି କଲେ କମିଶନର-ସୁଧାଂଶୁ ଷଡ଼ଙ୍ଗୀ
ଭୁବନେଶ୍ୱର, ୪/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇ ଥିବାରୁ କରୋନା ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ବାହାର ରାଜ୍ୟରୁ ପ୍ରବାସୀ ଓଡିଆମାନେ ଫେରୁଛନ୍ତି। ସେ ଦୃଷ୍ଟିରୁ ସତର୍କତା…
Read More...
Read More...
ଅଟୋ ଚାଳକ ମାନଙ୍କୁ ଆର୍ଥିକ ସହୟତା ପ୍ରଦାନ ପାଇଁ ଅଟୋ ମହାସଂଘର ଦାବି।
ଭୁବନେଶ୍ୱର ,୩ା୫(ଓଡ଼ିଆ ନ୍ୟୁଜ):- ସାରା ରାଜ୍ୟ ଲକ ଡାଉନ୍ରେ ଥିବାରୁ ଅଧିକାଶଂ ଲୋକଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡିଛି । ବିଶେଶ କରି ଅଟୋ ଚଳାଇ ପରିବାର ଭରଣ ପୋଷଣ କରୁଥିବା ଅଟୋ ଚାଳକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକଡାଉନ୍ କାରଣରୁ ଅଟୋ ବନ୍ଦ ରହିଥିବା ବେଳେ…
Read More...
Read More...
ରାଜ୍ୟରେ ପୁଣି ୩ ପଜିଟିଭ।୧୬ ଜିଲ୍ଲାରେ କରୋନା।ମୋଟ ୧୬୦
ଭୁବନେଶ୍ୱର,୩/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଗଞାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ପଜିଟିଭ୍ ଜଣଙ୍କ ଝାରସୁଗଡା ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥି ସହିତ…
Read More...
Read More...
ଆସନ୍ତାକାଲି ଠାରୁ ଟୁଇନସିଟିରେ ନୂଆ ନିୟମ।
ଭୁବନେଶ୍ବର,୩୦/୪ (ଓଡ଼ିଆ ନ୍ୟୁଜ): ଆସନ୍ତାକାଲିଠାରୁ ଟୁଇନସିଟିରେ ଜାରି ହେବାକୁ ଯାଉଛି ନୂଆ ନିୟମ। ‘ଦୁଇ ଗଜ ଦୂରତା’ ନିୟମ । ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତ୍ବକୁ ମାନିବାକୁ ବାଧ୍ୟ ଓ ବଜାର ଗଲେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଠାରୁ ଦୁଇ ଗଜ ଅର୍ଥାତ୍ ୬ ଫୁଟ ଦୂରରେ ଆତଯାତ ଓ…
Read More...
Read More...