banner
Breaking
Browsing Category

Uncategorized

ସମସ୍ତେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ।

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ସାରା ଦେଶରେ ପୁଣି ଥରେ କରୋନା ମହାମାରୀ ବ୍ୟାପୁଥିବା ବେଳେ ମାସ୍କ ବ୍ୟବହାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋମବାର ଟୁଇଟ୍‌ କରି କହିଛନ୍ତି, ସେ ସବୁବେଳେ ମାସ୍କ ବ୍ୟବହାର କରୁଛନ୍ତି। ଅନ୍ୟମାନେ…
Read More...

କରୋନାରେ ଯବ ଡାକ୍ତରଙ୍କ ମୃତ୍ୟୁ।

ଭୁବନେଶ୍ୱର, ୧୧ା୪ (ବ୍ୟୁରୋ): ରାଜ୍ୟର ବହୁ ଡାକ୍ତର ଏବେ ସଂକ୍ରମିତ। କେତେଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରବିବାର ଆଉଜଣଙ୍କ ଜୀବନ ନେଇଛି କରୋନା। ଭୁବନେଶ୍ୱରର ଏକ ଘରୋଇ ମେଡିକାଲର ଜଣେ ଯୁବ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଡାକ୍ତରଙ୍କ ନାମ ହୃଦାନନ୍ଦ ଭୂୟାଁ…
Read More...

ଆଧ୍ୟାତ୍ମିକତା ଜୀବନ, ଜୀବିକା ଗଢିବାର ମୂଳ ଉତ୍ସ। କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନର ବାର୍ଷିକ ଉତ୍ସବ

ଭୁବନେଶ୍ବର : ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍’ର ୭ମ ବାର୍ଷିକ ଉତ୍ସବ ୟୁନିଟ ନଅ ସ୍ଥିତ ଲୋହିଆ ଏକାଡ଼ମୀ ପରିସରରେ ଅନୁଷ୍ଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ଼ ସୁଶାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ…
Read More...

କିମସରେ ଆରମ୍ଭ ହେଲା ପିଡା ଉପସମ ସେବା କ୍ଲିନିକ।

ଭୁବନେଶ୍ୱର,୧୦/୨(ଓଡ଼ିଆ ନ୍ୟୁଜ): କିମ୍‍ସରେ ପୀଡ଼ା ଉପଶମ ସେବା କ୍ଲିନିକ୍‍ (ପାଲିଏଟିଭ୍‍ କେୟାର କ୍ଲିନିକ୍‍) ଆରମ୍ଭ ହୋଇଛି। ଏହି କ୍ଲିନିକ୍‍ରେ କର୍କଟ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯିବ। ଏହି କ୍ଲିନିକ୍‍ କର୍କଟ ରୋଗୀଙ୍କ ଚିକିତ୍ସା ସହ ସେମାନଙ୍କର ଶାରୀରିକ ଓ…
Read More...

ବକ୍ସି ଜଗବନ୍ଧୁ” ପାଇକ ଜାତିର କୂଳତିଳକ – ପାଇକ ମହାସଂଘ

ଭୁବନେଶ୍ୱର,୨୪/୧(ଓଡ଼ିଆ ନ୍ୟୁଜ)- ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ ବକ୍ସି ବୋଲି କୁହାଯାଏ ସେ ପାଇକ ଜାତିର କୂଳତିଳକ । ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ । ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ । ଭାରତବର୍ଷର…
Read More...

ମହାପ୍ରଭୁଙ୍କ ଦର୍ଶନ ପାଇଁ ହଟିବ ଆଉ ଏକ କଟକଣା।

ଭୁବନେଶ୍ୱର,୨୪।୧(ବ୍ୟୁରୋ): ମହାପ୍ରଭୁଙ୍କ ଦର୍ଶନରୁ ଆଉ ଏକ ବାଧାକୁ ହଟାଯିବ। ସେଠାରେ ଲଗାଯାଇଥିବା ବ୍ୟାରିକେଡକୁ ସୋମବାରଠାରୁ ହଟାଯିବା ନେଇ ପୁରୀ ଏସ୍‌ପି କନଓ୍ବର ବିଶାଲ ସିଂହ ରବିବାର ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ…
Read More...

ପ୍ରତାପ ପଲାଇ “ଓଡ଼ିଶା ମିରର୍” ପରିଚାଳନା ସମ୍ପାଦକ।

ଭୁବନେଶ୍ୱର:- ଓଡିଶାର ସର୍ବାଧିକ ପ୍ରସାରିତ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର"ଓଡ଼ିଶା ମିରର୍"ର ନୂତନ ପରିଚାଳନା ସମ୍ପାଦକ ଭାବେ ପ୍ରତାପ କୁମାର ପଲାଇଙ୍କୁ ନିଯୁକ୍ତି ମିଳିଛି। ଶ୍ରୀଯୁକ୍ତ ପଲାଇ ଜଣେ ଯୁବ ସମାଜସେବୀ ତଥା କର୍ପୋରେଟ ମ୍ୟାନେଜମେଣ୍ଟ ଅଧିକାରୀ ଭାବରେ ତାଙ୍କର ଦୀର୍ଘ ବର୍ଷର…
Read More...

କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପା ସହାୟତା ଯୋଗାଇଦେବେ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଛନ୍ତି । ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧା ମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିବା ସହିତ ସହିଦ୍‌ କୋଭିଡ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ସକାଳୁ ସକାଳୁ ଅର୍ଥ ଲାଭ ସଙ୍ଗକୁ କାର୍ଯ୍ୟସିଦ୍ଧି ଘଟିବ। ବନ୍ଧୁମାନଙ୍କ ସହ ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। କିନ୍ତୁ କୃତ୍ତିକା ନକ୍ଷତ୍ର ପାଇଁ ଗୃହ, ଭୂମି, ଗାଡିମୋଟର ପ୍ରଭୃତିକୁ କେନ୍ଦ୍ରକରି କଳହର…
Read More...

ଆରସିବିକୁ ୯୭ ରନରେ ହରାଇଲା ପଞ୍ଜାବ। ରାହୁଲଙ୍କ ପ୍ରଥମ ଶତକ।

ଦୁବାଇ : ଆଇପିଏଲ୍‍ର ୧୩ଶ ସଂସ୍କରଣରେ ପ୍ରଥମ ଶତକ ମାରିବାର କୃତିତ୍ୱ ହାସଲ କରିଛନ୍ତି କିଙ୍ଗ୍‍ସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ୍‍. ରାହୁଲ। ତାଙ୍କର ଏହି ଅପରାଜିତ ଶତକ ବଳରେ ଚଳିତ ସଂସ୍କରଣରେ ତା’ର ୨ୟ ମ୍ୟାଚରେ ପ୍ରଥମ ବିଜୟ ହାସଲ କରିଛି ପଞ୍ଜାବ। ଗୁରୁବାର ରୟାଲ୍‍ ଚ୍ୟାଲେଞ୍ଜର୍ସ…
Read More...