banner
Breaking

ପ୍ରତାପ ପଲାଇ “ଓଡ଼ିଶା ମିରର୍” ପରିଚାଳନା ସମ୍ପାଦକ।

0

ଭୁବନେଶ୍ୱର:- ଓଡିଶାର ସର୍ବାଧିକ ପ୍ରସାରିତ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର”ଓଡ଼ିଶା ମିରର୍”ର ନୂତନ ପରିଚାଳନା ସମ୍ପାଦକ ଭାବେ ପ୍ରତାପ କୁମାର ପଲାଇଙ୍କୁ ନିଯୁକ୍ତି ମିଳିଛି। ଶ୍ରୀଯୁକ୍ତ ପଲାଇ ଜଣେ ଯୁବ ସମାଜସେବୀ ତଥା କର୍ପୋରେଟ ମ୍ୟାନେଜମେଣ୍ଟ ଅଧିକାରୀ ଭାବରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି।ତାଙ୍କର ନିଜସ୍ୱ ଏକ କର୍ପୋରେଟ ସଂସ୍ଥା ରହିଛି,ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଏହାର ଶାଖା କାର୍ଯ୍ୟକରୁଛି। ଶ୍ରୀଯୁକ୍ତ ପଲାଇଙ୍କ ଅଭିଜ୍ଞତା ଓ ପରିଚାଳନା ଦକ୍ଷତା ଓଡ଼ିଶା ମିରର୍ କୁ ସମୃଦ୍ଧି କରିବା ସହିତ ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚିପାରିବ ବୋଲି “ଓଡ଼ିଶା ମିରର୍”ସମ୍ପାଦକ ତଥା ପ୍ରକାଶକ ଦିଲ୍ଲିପ କୁମାର ବିଶ୍ଵାଳ ଆଶାବ୍ୟକ୍ତ କରିଛନ୍ତି, ଆଗାମୀ ଜାନୁଆରୀ ୧୦ ରେ ଏକ ସ୍ବତନ୍ତ୍ର ଉତ୍ସବ ରିପୋର୍ଟରସ ମିଟ-୨୦୨୧ ରେ ଶ୍ରୀଯୁକ୍ତ ପଲାଇଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି, ଓଡ଼ିଶା ମିରର୍ ଏଡ଼ିଟ ଇନ ଚିଫ ଦିଲ୍ଲିପ କୁମାର ବିଶ୍ଵାଳ ଏକ ପ୍ରେସ ବିବୃତିରେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.