banner
Breaking
Browsing Category

ରାଜ୍ୟ

ଫେବୃଆରୀ ୧୮ରେ ବିଧାନସଭା, ୨୨ରେ ବଜେଟ।

ଭୁବନେଶ୍ୱର,୨।୨(ଓଡ଼ିଆ ନ୍ୟୁଜ): ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ଫେବୃୟାରୀ ୧୮ ତାରିଖ ପ୍ରଥମ ଦିବସ ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ୧୯ ଓ ୨୦ ଦୁଇଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ…
Read More...

ଥରୁଛି ଓଡିଶା , ଆହୁରି ଥରିବ।

ଭୁବନେଶ୍ୱର,୨।୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଛି। ଗତ ଦୁଇଦିନ ହେବ ପାରଦ ତଳମୁହାଁ ହୋଇଛି। ଆସନ୍ତା ୫ ତାରିଖ ଯାଏ ରାଜ୍ୟର କେତେକ ଭାଗରେ ଶୀତ ଥରେଇବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାର ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ,…
Read More...

ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି।

ଭୁବନେଶ୍ୱର,୧ା୨(ବ୍ୟୁରୋ): ୧୯୮୮ ବ୍ୟାଚ ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସତ୍ୟଜିତ ଏବେ ଅଗ୍ନିଶମ, ହୋମଗାର୍ଡ ଡିଜି ଭାବେ…
Read More...

୧୦ ରାଜ୍ୟରେ ବାର୍ଡଫ୍ଲୁ।

ନୂଆଦିଲ୍ଲୀ, ୩୧।୧: ଦେଶର ୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୧୩ ରାଜ୍ୟରେ କାଉ, ପ୍ରବାସୀ ଏବଂ ଜଙ୍ଗଲୀ ପକ୍ଷୀଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏସବୁ ରାଜ୍ୟରେ ସଂକ୍ରମଣ ଆରମ୍ଭ ହୋଇଥିବା ସୂଚନା ମିଳିଛି। କେରଳ,…
Read More...

ରାଜ୍ୟରେ ଆଜି ୧୧୪ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୩୧।୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ୧୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୦୭୨ରେ ପହଞ୍ଚିଥିବା…
Read More...

ରାଜ୍ୟରେ ୫ ଓ ୬ ରେ ବର୍ଷା ସମ୍ଭାବନା।

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଆସନ୍ତା ୫ ଓ ୬ ଦୁଇଦିନ ଧରି ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଟ୍ରପ୍‌ ଲାଇନ, ବଙ୍ଗୋପସାଗର ଏବଂ ଆରବସାଗର ପଟୁ ପ୍ରବାହିତ ବାୟୁ ରାଜ୍ୟରେ ବର୍ଷା କରାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ…
Read More...

ଫେବୃଆରୀ ମାସ ପାଇଁ ଜାରିହେଲା ନିର୍ଦ୍ଦେଶାବଳୀ।

ଭୁବନେଶ୍ୱର,୩୦।୧(ଓଡ଼ିଆ ନ୍ୟୁଜ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟ ସରକାର ଫେବୃଆରୀ ମାସ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନୂଆ ନିର୍ଦ୍ଦେଶାବଳୀ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ । ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ହାତ ଧୁଆ ଓ ଥର୍ମାଲ…
Read More...

ଓଡିଶାକୁ ମିଳିବ ୩୨୦ କୋଟି ବନ୍ୟା ସହାୟତା।

ନୂଆଦିଲ୍ଲୀ,୨୯ ।୧: ଓଡିଶାକୁ ୩୨୦ କୋଟି ୯୪ ଲକ୍ଷ ଟଙ୍କାର ବନ୍ୟା ସହାୟତା ମଞ୍ଜୁର କରିଛି କେନ୍ଦ୍ର । ଓଡିଶା ସହ ୫ଟି ରାଜ୍ୟକୁ ମୋଟ ୧୭୫୧ କୋଟିର ସହାୟତା ପାଇଁ ମଞ୍ଜୁରି ମିଳିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଏହି ମଞ୍ଜୁରି ଦିଆଯାଇଛି । ଓଡିଶା…
Read More...

ରାଜ୍ୟରେ ଆଜି ୭୦ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୯।୧(ଓଡ଼ିଆ ନ୍ୟୁଜ): ଆଜି ରାଜ୍ୟରେ ୭୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୮୫୦ରେ ପହଞ୍ଚିଥିବା…
Read More...

ରାଜ୍ୟରେ ଆଜି ୧୧୩ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୧୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୭୮୦ରେ ପହଞ୍ଚିଥିବା…
Read More...