banner
Breaking

ଓଡିଶାକୁ ମିଳିବ ୩୨୦ କୋଟି ବନ୍ୟା ସହାୟତା।

0

ନୂଆଦିଲ୍ଲୀ,୨୯ ।୧: ଓଡିଶାକୁ ୩୨୦ କୋଟି ୯୪ ଲକ୍ଷ ଟଙ୍କାର ବନ୍ୟା ସହାୟତା ମଞ୍ଜୁର କରିଛି କେନ୍ଦ୍ର । ଓଡିଶା ସହ ୫ଟି ରାଜ୍ୟକୁ ମୋଟ ୧୭୫୧ କୋଟିର ସହାୟତା ପାଇଁ ମଞ୍ଜୁରି ମିଳିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଏହି ମଞ୍ଜୁରି ଦିଆଯାଇଛି । ଓଡିଶା ସହ ଆସାମ, ଅରୁଣାଚଳପ୍ରଦେଶ, ତେଲେଙ୍ଗାନା, ୟୁପିକୁ ସହାୟତା ରାଶି ପାଇଁ ମଞ୍ଜୁରି ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.