banner
Breaking
Browsing Category

ରାଜ୍ୟ

ନଦୀକୁ ଡେଇଁଥିବା ଯୁବକର ଶବ ଉଦ୍ଧାର।

ତ୍ରିଶୁଳିଆ, ୨୩।୧୦ (ଓଡ଼ିଆ ନ୍ୟୁଜ): ତ୍ରିଶୁଳିଆ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ୧୮ ଘଣ୍ଟା ପରେ ତାଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ ଯୁବକଙ୍କ ନାମ ଦେବବ୍ରତ…
Read More...

ଦୀପାବଳି ଧୋଇଦେଇ ପାରେ ବର୍ଷା। ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା।

ଭୁବନେଶ୍ୱର,୨୨/୧୦ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛ। ଘୂର୍ଣ୍ଣିବଳୟ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ…
Read More...

ଓଡ଼ିଶାର ଶୌର୍ଯ୍ୟ ତଥା ପରାକ୍ରମର ଗାଥା ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବ ଭେଟେରାନ୍ସ କ୍ଲବ। ଦ୍ବିତୀୟ ବାର୍ଷିକ…

ଭୁବନେଶ୍ୱର, ୨୨/୧୦ : ଭୁବନେଶ୍ୱର ଶହୀଦନଗର ସ୍ଥିତ ଏମ୍ପାୟାର୍ସ ହୋଟେଲ ପରିସରରେ ଭେଟେରାନ୍ସ କ୍ଲବ ଓଡ଼ିଶାର ଦ୍ୱିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭେଟେରାନ୍ ନିତାଇଗୌର ଧଳଙ୍କ ପୌରୋହିତ୍ୟ ତଥା କ୍ଲବ ସଭାପତି ଭେଟେରାନ୍ ବିଦ୍ୟାଧର ନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି…
Read More...

ସୃଷ୍ଟିହେଲା ଘୁର୍ଣ୍ଣିବଳୟ ବର୍ଷା ସମ୍ଭାବନା। ଏହି ଜିଲ୍ଲାକୁ ଅଧିକ

ଭୁବନେଶ୍ୱର,୨୧/୧୦:ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏନେଇ  ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ…
Read More...

ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ।

ଭୁବନେଶ୍ବର,୨୧/୧୦(ଓଡ଼ିଆ ନ୍ୟୁଜ):ଉତ୍କଳ ମ୍ୟାନେଜମଣ୍ଟ ଆଲୁମ୍ନାଇ ଆସୋସିଏସନ ପୁରାତନ ଛାତ୍ର ସଂଘ (ଉମା) ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ର ବ୍ୟବସାୟ ପ୍ରସାଶନ ବିଭାଗର ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ର ମୁଖ୍ୟ…
Read More...

ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରକଳ୍ପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧ା୧୦(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ସେହି ବୈଠକରେ ୧୦ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ମୋହର ଲାଗିଛି । ଅବଢ଼ା ଯୋଜନାରେ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ୧୫ଟି…
Read More...

ପ୍ରଜାପିତା ବ୍ରହ୍ମକୁମାରୀ ପଟିଆ ଶାଖା ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ।

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆ ପରିବହନ ନିୟମ ଓ ନୀତି ଲାଗୁ କରାଯିବା ପରେ ସେ ନେଇ ସର୍ବତ୍ର ଏହି ବିଷୟ ବସ୍ତୁ ଚର୍ଚ୍ଚର କେନ୍ଦ୍ର ବିନ୍ଦୁ ହୋଇଛି । ସାଂପ୍ରତିକ ଗଣମାଧ୍ୟମ ଗୁଡିକରେ ଏହି ନିୟମରେ ଏହି ବିଷୟରେ ଘଂଟା ଘଂଟା ଧରି ତର୍କବିତର୍କ ମଧ୍ୟ ଚାଲୁ ରହିଛି । ତେବେ ସଡକ…
Read More...

ନିଖିଳ ଓଡ଼ିଶା ଅଟୋ ମହାସଂଘ ପକ୍ଷରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୦/୧୦(ଓଡ଼ିଆ ନ୍ୟୁଜ) : ନିଖିଳ ଓଡ଼ିଶା ଅଟୋ ମହାସଂଘ ପକ୍ଷରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଖାରବେଳ ନଗରସ୍ଥିତ ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ…
Read More...

ନିଖିଳ ଓଡ଼ିଶା ଅଟୋ ମହାସଂଘ ପକ୍ଷରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୦/୧୦(ଓଡ଼ିଆ ନ୍ୟୁଜ) : ନିଖିଳ ଓଡ଼ିଶା ଅଟୋ ମହାସଂଘ ପକ୍ଷରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଖାରବେଳ ନଗରସ୍ଥିତ ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁରସ୍କୃତ ହେବେ ବ୍ଲକ।

ଭୁବନେଶ୍ୱର,୨୦ା୧୦(ଓଡ଼ିଆ ନ୍ୟୁଜ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ମଜୁରି ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ବ୍ଲକ ଗୁଡ଼ିକୁ ରାଜ୍ୟ ସରକାର ପୁରସ୍କାର ଦେବା ପୂର୍ବରୁ…
Read More...