Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ରାଜ୍ୟ
ଓଡିଶାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକମାନେ ୧୪ ଦିନ ସ°ଗରୋଧରେ ରୁହନ୍ତୁ।
ଭୁବନେଶ୍ୱର,୨୫।୩(ଓଡ଼ିଆ ନ୍ୟୁଜ): ଗତ କିଛି ଦିନ ମଧ୍ୟରେ ରାଜ୍ୟ ବାହାରୁ ପାଖାପାଖି ୭୮,୨୩୩ ଜଣ ବ୍ୟକ୍ତି ଫେରି ଆସିଛନ୍ତି। ପ୍ରାୟ ସମସ୍ତେ ଅନ୍ୟ ରାଜ୍ୟରେ ଥିଲେ। ସେମାନଙ୍କ ମଧ୍ୟରୁ ୩ଟି ଜିଲାକୁ ୫ଶହ ପାଖାପାଖି, ୨୭ଟି ଜିଲାକୁ ୧ହଜାରରୁ ଆରମ୍ଭ କରି ୧୧,୦୦୦ ହଜାର ପାଖାପାଖି ଆସିଛନ୍ତି।…
Read More...
Read More...
ଓଡ଼ିଶାର ୩୦ ଟି ଜିଲ୍ଲା ହେଲା ଲକଡାଉନ୍। ଆଜି ମୁଖ୍ୟମନ୍ତ୍ରୀ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା।
ଭୁବନେଶ୍ୱର,୨୪/୩(ଓଡ଼ିଆ ନ୍ୟୁଜ) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ସାରା ଓଡ଼ିଶା ଲକ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ୩୦ଟି ଜିଲ୍ଲାକୁ ଲକ୍ଡାଉନ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରାତ୍ରି…
Read More...
Read More...
କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି।
ଭୁବନେଶ୍ୱର,୨୩।୩(ଓଡ଼ିଆ ନ୍ୟୁଜ)- କରୋନା ଭୂତାଣୁ (କୋଭିଡ୍-୧୯)ର ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଦିନରାତି ଲାଗିପଡ଼ିଛନ୍ତି। ପ୍ରତିଦିନ ଏ ଦିଗରେ କିଛି ନା କିଛି ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଆଉ ଏକ ବଡ଼ କଟକଣା ଲଗାଇଛନ୍ତି ରାଜ୍ୟସରକାର।…
Read More...
Read More...
କାଲିଠାରୁ ଭୁବନେଶ୍ବରରେ ବିନା ପୋଲିସ ପାସରେ ଗଡିବନି ଗାଡି।
ଭୁବନେଶ୍ବର ,୨୩/୩ (ଓଡ଼ିଆ ନ୍ୟୁଜ): କମିସନରେଟ ପୁଲିସର ପାସ ବିନା ଭୁବନେଶ୍ବରରେ ଗଡ଼ିପାରିବନି କୌଣସି ଗାଡ଼ି । ଲକ୍ ଡାଉନ ସମୟରେ ଗାଡି ଚଳାଚଳ ଉପରେ କଟକଣା ଲଗାଇଛନ୍ତି କମିସନରେଟ ପୁଲିସ । ସୋମବାର ଲକ ଡାଉନ ସମୟରେ ଘରୋଇ ଗାଡି ଚଳାଚଳ ଉପରେ କଟକଣା ଲଗାଇବାସହ ଗାଡି ଚଳାଇବା ପାଇଁ ଥାନାରୁ…
Read More...
Read More...
ଦିଲ୍ଲୀ ପାଇଁ ମୁଖ୍ୟମନ୍ତ୍ରୀ କେଜିର ଓ୍ବାଲଙ୍କ ବଡ ଘୋଷଣା।
ନୂଆଦିଲ୍ଲୀ : ଭାରତରେ ମହାରାଷ୍ଟ୍ର ଏବଂ କେରଳ ପରେ ଦିଲ୍ଲୀରେ ସର୍ବାଧିକ ଲୋକ କରୋନା ସଂକ୍ରମିତ ଅଛନ୍ତି। ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ପ୍ରକୋପ ବଢୁଥିବାର ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Read More...
Read More...
କରୋନା ଭାଇରସକୁ ନକ୍ ଡାଉନ୍ ପାଇଁ ଲକ୍ ଡାଉନ୍ ।
ଭୁବନେଶ୍ୱର : ରାଜ୍ୟରେ କରୋନା ଭାଇରସକୁ ‘ନକ୍ ଡାଉନ୍’ (ଧୂଳି ଚଟାଇବା) ପାଇଁ ଏହି ‘ଲକ୍ ଡାଉନ୍’ (ତାଲା ବନ୍ଦ) ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଏହା କହିଛନ୍ତି। ସେ…
Read More...
Read More...
ଅଦିନିଆ ବର୍ଷା ନେଲା ୬ ଜୀବନ।
ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସ୍ଥାନାରେ ବଜ୍ରାଘାତରେ ବୁଧାବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲା ଧରୁଆଡିହି ଗାଁରେ ୨ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ସେମାନେ କେନ୍ଦୁପତ୍ର ତୋଳିବାକୁ ଯାଇ ବର୍ଷା ହେବାରୁ ଗଛମୂଳେ ଛିଡ଼ା ହୋଇଥିବା ସମୟରେ…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା।
ଭୁବନେଶ୍ୱର,୨୦ା୩(ବ୍ୟୁରୋ): ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ଉଦ୍ୟମ ଜାରି ରହିଛି। ଓଡ଼ିଶାରେ ମଧ୍ୟ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି। କରୋନା ମୁକାବିଲା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ…
Read More...
Read More...
କରୋନା ଭୂତାଣୁ ପାଇଁ ସତର୍କ,ସଜାଗ ଓ ସଚେତନ ରୁହନ୍ତୁ।
ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଛି କରୋନା। ସମସ୍ତେ
ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଥିପାଇଁ କେତେକ ସ୍ଥାନରେ ଅଘଟଣ ଘଟୁଥିବାର ପ୍ରଚାର ଓ ବିଭିନ୍ନ ପ୍ରକାରର ଗୁଜବ ସାମାଜିକ ଗଣମାଧ୍ୟମରେ ଏବଂ ତୁଣ୍ଡ ବାଇଦ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି। ଏହାକୁ ବିଶ୍ୱାସ କରନ୍ତୁ ନାହିଁ।…
Read More...
Read More...
ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ।
ଭୁବନେଶ୍ଵର,(ବ୍ୟୁରୋ) : ସାରା ବିଶ୍ଵରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭୂତାଣୁ ଓଡ଼ିଶାରେ ପହଞ୍ଚିଛି। ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ଘର ଭୁବନେଶ୍ଵରର ବଡ଼ଗଡ଼ ଅଞ୍ଚଳରେ। ଗତ ୬ ତାରିଖରେ ଇଟାଲୀରୁ ଦିଲ୍ଲୀ ଫେରିଥିଲେ। ପରେ ୧୨ ତାରିଖରେ ଟ୍ରେନ ଯୋଗେ…
Read More...
Read More...