banner
Breaking
Browsing Category

ରାଜ୍ୟ

ରାଜ୍ୟରେ ଗୋଟିଏ ଦିନରେ ୧୫ ଆକ୍ରାନ୍ତ । ସ°କ୍ରମିତଙ୍କ ସ°ଖ୍ୟା ୨୦ କୁ ବୃଦ୍ଧି।

ଭୁବନେଶ୍ୱର : ରାଜ୍ୟରେ ଆଜି ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।
Read More...

ବମୀଖାଲ ଅଞ୍ଚଳ ସିଲ୍।

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱରର ବମିଖାଲରୁ ଶୁକ୍ରବାର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ବମିଖାଲ ଅଞ୍ଚଳକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସିଲ କରି ଦିଆଯାଇଛି। ଏକାମ୍ର ସିନେମା ହଲ ଛକ ଠାରୁ ଝାରପଡା କେନାଲ ରୋଡ଼, ଝାରପଡ଼ା କେନାଲରୁ ଝାରପଡ଼ା ଦୁର୍ଗା…
Read More...

ଷଷ୍ଠ କରୋନା ଆକ୍ରାନ୍ତ ନିଜାମୁଦ୍ଦିନରୁ ଫେରିଥିଲେ।

ଭୁବନେଶ୍ୱର, ୩ା୪(ଓଡ଼ିଆ ନ୍ୟୁଜ): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସମସ୍ତ ଖବର ଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା  ସୁବ୍ରତୋ ବାଗଚୀ । ସେ କହିଛନ୍ତିି ଆଜି ଚିହ୍ନଟ ହୋଇଥିବା ଷଷ୍ଠ କରୋନା ରୋଗୀ ନିଜାମୁଦ୍ଦିନରେ ସମାବେଶରେ ଯୋଗ ଦେଇଥିଲେ ।…
Read More...

ଭୁବନେଶ୍ୱରରୁ ଆଉ ତିନିଜଣ ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର,୩।୪(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ଆଉ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ବମୀଖାଲ ଅଞ୍ଚଳର। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
Read More...

କଟକରୁ ଷଷ୍ଠ ପଜେଟିଭ। କଟକ ୪୮ ଘଣ୍ଟା ସଟଡାଉନ।

ଭୁବନେଶ୍ୱର,୩।୪(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଶୁକ୍ରବାର ଚିହ୍ନଟ ହୋଇଛନ୍ତି। ସେ କଟକର ହୋଇଥିବା ବେଳେ ଦିଲ୍ଲୀ ଗସ୍ତ କରିଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏଥି ସହିତ କଟକକୁ ମଧ୍ୟ ଭୁବନେଶ୍ୱର ଭଦ୍ରକ ଭଳି…
Read More...

ଶୁକ୍ରବାର ରାତି ୮ ଟାରୁ ରବିବାର ରାତି ୮ଟା ଭୁବନେଶ୍ୱର ଓ ଭଦ୍ରକ ସପୂର୍ଣ୍ଣ ଲକଡାଉନ୍। ଅତ୍ୟାବଶ୍ୟକ ଦୋକାନ ବି…

ଭୁବନେଶ୍ଵର, ୩/୪(ଓଡ଼ିଆ ନ୍ୟୁଜ) : ସମୂହ ସ°କ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ଵର ଏବଂ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍‌ ଭୁବନେଶ୍ଵର ସହର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ସଟ୍‌ଡାଉନ କରାଯାଇଛି। ଏହି ନିୟମ ଶୁକ୍ରବାର ରାତି ୮ଟାରୁ…
Read More...

ସାତଦିନ ମଧ୍ୟରେ ଦେଶର ପ୍ରଥମ କରୋନା ହସ୍ପିଟାଲ

ଭୁବନେଶ୍ୱର,୨।୪(ବ୍ୟୁରୋ)-ଓଡିଶା ସରକାରଙ୍କ ବଡ ପଦକ୍ଷେପ ସ୍ବରୂପ ମାତ୍ର ସପ୍ତାହକ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସ୍ବତନ୍ତ୍ର ଚିକିତ୍ସା ପାଇଁ ୬୫୦ ଶଯ୍ୟା ବିଶିଷ୍ଟ ୨ଟି ହସ୍ପିଟାଲ ପ୍ରସ୍ତୁତ ହୋଇଛି। ଦେଶର ପ୍ରଥମ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉର୍ଦ୍ଦିଷ୍ଟ ହସ୍ପିଟାଲ…
Read More...

ଜନହିତ ଦୃଷ୍ଟିରୁ ପଞ୍ଚମ ଆକ୍ରାନ୍ତଙ୍କ ନାମ ପ୍ରକାଶ କଲା ବିଏମସି। ଭୟ ନକରି ମୁକାବିଲା କରିବାକୁ କହିଲେ…

ଭୁବନେଶ୍ୱର, ୨ା୪(ଓଡ଼ିଆ ନ୍ୟୁଜ): ଓଡିଶାରେ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନାମ ଗୋପନ ରହିଥିବା ବେଳେ ଭୁବନେଶ୍ୱରରୁ ଚିହ୍ନଟ ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ଲୋକଲୋଚନକୁ ଆଣିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ତାଙ୍କ ନାମ ପ୍ରଦୀପ୍ତ ଦଳ ବେହେରା(୬୦)। ଘର ଭୁବନେଶ୍ୱର…
Read More...

ଲୋକଙ୍କ ପାଖରେ ସୁରୁଖୁରୁରେ ଜିନିଷପତ୍ର ପହଞ୍ଚାଇବା ପାଇଁ ସୁବନ୍ଦୋବସ୍ଥ କରାଯାଇଛି-ସୁରେନ୍ଦ୍ର କୁମାର

ଭୁବନେଶ୍ୱର,(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଲକ୍‌ଡାଉନ୍‌ ସ୍ଥିତିରେ ସାରା ଓଡ଼ିଶାର ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ଏ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଗଠନ…
Read More...

ଉତ୍କଳ ଦିବସର ଅଭିନନ୍ଦନ ସହ କରୋନା ଯୁଦ୍ଧ ଜିତିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧।୪(ଓଡ଼ିଆ ନ୍ୟୁଜ): ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ବାଭିମାନୀପଣିଆ ପାଇଁ…
Read More...