banner
Breaking
Browsing Category

ରାଜ୍ୟ

ରାଜ୍ୟରେ ବର୍ତ୍ତମାନ ୧୫୪୭ ଶଯ୍ୟା ବିଶିଷ୍ଟ ୭ଟି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛି- ସୁବ୍ରତୋ…

ଭୁବନେଶ୍ୱର,୬/୪(ଓଡ଼ିଆ ନ୍ୟୁଜ): ସୋମବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି ଯେ ଓଡ଼ିଶାରେ ତୃତୀୟ ସରକାରୀ କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟାରମ୍ଭ କରିଛି।…
Read More...

ଏଥର ସାମାଜିକ ଦୂରତା ରକ୍ଷା ନକଲେ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର,୬/୪(ଓଡ଼ିଆ ନ୍ୟୁଜ) : ରାଜଧାନୀ ଭୁବନେଶ୍ୱରରୁ ରବିବାର ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ଟ୍ବିଟ କରି ଜଣାଇବାସହ ସାମାଜିକ ଦୂରତାର ଉଲ୍ଲଂଘନକଲେ ଅପରାଧିକ କାଯ୍ୟକଳାପ ଭାବେ ଗ୍ରହଣ କରାଯାଇ ଦଣ୍ଡବିଧାନ…
Read More...

ଭୁବନେଶ୍ୱରରେ ସ°କ୍ରମିତଙ୍କର ପରିବାର ଲିଙ୍କ ରହିଛି। ଭୟଭୀତ ହେବା ନାହିଁ।

ଭୁବନେଶ୍ୱର, ୬।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ୩୯ରେ ପହଞ୍ଚିଛି। ଏଥିରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୩୦ଜଣ ରହିଛନ୍ତି। ଗତ ୩ଦିନ ମଧ୍ୟରେ…
Read More...

ଗୋଟିଏ ଦିନରେ ୧୮ ପଜିଟିଭ୍। ୧୫ ବମିଖାଲ ଅଞ୍ଚଳର

ଭୁବନେଶ୍ୱର, ୫।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଭୁବନେଶ୍ୱରର ଏଥି ମଧ୍ୟରୁ ୧୫ ଜଣ ବମିଖାଲ ଅଞ୍ଚଳର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଅଛି କି ନାହିଁ, ସେ ସମ୍ପର୍କରେ…
Read More...

ତିନି ଆକ୍ରାନ୍ତଙ୍କ ତଥ୍ୟ ଦେଲେ ବିଏମସି କମିଶନର-ପ୍ରେମଚାନ୍ଦ ଚୌଧୁରୀ

ଭୁବନେଶ୍ୱର,୫/୪(ଓଡ଼ିଆ ନ୍ୟୁଜ) ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା କୋଭିଡ୍-୧୯ ଆକ୍ରାନ୍ତ କେମିତି ଏହି ରୋଗରେ ଆକ୍ରାନ୍ତ ହେଲେ ତାହା ଆଜି ଜଣାପଡ଼ିଛି। ସେମାନଙ୍କର ବାହାର ରାଜ୍ୟ ସହିତ ଲିଙ୍କ୍ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି…
Read More...

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍।

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍‍ କରୋନା ପଜିଟିଭ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏହି ୨୯ ବର୍ଷ ବୟସ୍କ ଯୁବକଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ବାହରିନ୍‍ ଗସ୍ତ କରିଥିବା ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ଲଜ୍ଜା ଅଥବା ଭୟ କଲେ ପରିବାର ପରିଜନ ବୁଡିଯିବେ। ୧୦୪ କୁ କଲ କରନ୍ତୁ ସରକାର ମାଗଣାରେ ସମସ୍ତ ସେବା ଯୋଗାଇଦେବେ-ବାଗଚୀ

ଭୁବନେଶ୍ବର, ୪।୪(ଓଡ଼ିଆ ନ୍ୟୁଜ) : ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସାମାଜ ଆତଙ୍କିତ ଅବସ୍ଥାରେ ରହିଛି । ଏଣୁ ଦିଲ୍ଲୀ…
Read More...

ତିନୋଟି ସହର ପୁରା ଠପ୍। ଦିନରେ ରାତିର ନିରବତା। ପିପିଲିର ଦାନଗହିର ୧୦ ଦିନ ସଟଡାଉନ୍ ଘୋଷଣା।

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ) : ଦିନରେ ବି ଜଣାପଡୁଛି ରାତିର ନିରବତା ଭଳି। ରସ୍ତା ଘାଟ ଶୂନସାନ,ସମସ୍ତଙ୍କ ଘର କବାଟ ଓ ଦୋକାନ ବଜାର ବନ୍ଦ ରହିଛି। ଆମ୍ବୁଲାନ୍ସ ସମେତ କେତେକ ଜରୁରୀକାଳୀନ ସେବା ପାଇଁ କା°ଭା° ଗାଡି ଚଳାଚଳ କରୁଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ଗାଡି ପଇଁତରା ମାରୁଛି।…
Read More...

ଭୁବନେଶ୍ୱରରେ କେଉଁଠି ଔଷଧ ଦୋକାନ ଖୋଲାଅଛି ଜାଣନ୍ତୁ।

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ): ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ବନ୍ଦ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ । ଏହି ସ୍ୱତନ୍ତ୍ର ସଟଡାଉନ ବେଳେ ସମସ୍ତ ଜରୁରୀ ଦୋକାନ ବଜାର ବନ୍ଦ ରହିବ । ଭୁବନେଶ୍ୱରରେ ଜରୁରୀ କାଳୀନ ଔଷଧ ପାଇଁ କେତୋଟି ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଅନୁମତି ଦିଆଯାଇଛି।…
Read More...

ଗୋଟିଏ ଦିନରେ ୧୫ ଆକ୍ରାନ୍ତ। ୩ ଜଣ ନିଜାମୁଦ୍ଦିନରୁ ଫେରିଛନ୍ତି

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ କାଲି ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସୂର୍ଯ୍ୟନଗର ୫ମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତହୋଇଛନ୍ତି। ସେଥି ମଧ୍ୟରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ଭଡାରେ…
Read More...