banner
Breaking

କେନ୍ଦ୍ରାପଡାରେ କରୋନା ପଜିଟିଭ୍ ବହାରିବା ପରେ ୧୨ ଗାଁ ସିଲ୍।

0

କେନ୍ଦ୍ରାପଡ଼ା, ୭ା୪(ଓଡ଼ିଆ ନ୍ୟୁଜ): କେନ୍ଦ୍ରାପଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ଆଳି ବ୍ଲକର ୧୨ଟି ଗାଁକୁ ସିଲ୍ କରାଯାଇଛି । ପ୍ରଶାସନ ପକ୍ଷରୁ ଗାଁକୁ ଯିବା ଆସିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଠାରେ ୩୨ବର୍ଷିୟ ଯୁବକଙ୍କ ରିପୋର୍ଟରେ କରୋନା ପଜିଟିଭ ବାହାରିଥିଲା । ସେ ୨୪ମାର୍ଚ୍ଚରେ ଦୁବାଇରୁ ଫେରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.