banner
Breaking
Browsing Category

ରାଜ୍ୟ

ଓଡିଶା ଛୁଇଁଲା ଅମ୍ଫାନ। ଆରମ୍ଭ ହେଲା ବର୍ଷା, ପବନ

ଭୁବନେଶ୍ଵର,୧୮/୫(ଓଡ଼ିଆ ନ୍ୟୁଜ) ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡିଶା ଛୁଇଁଛି ଅମ୍ଫାନ। ମଙ୍ଗଳବାର ମଧ୍ୟାହ୍ନ ପରେ ଆମ୍ଫନର ଆଉଟର୍‌ ୱାଲ ବା ବହିଃର୍ଭାଗ ଓଡ଼ିଶା ଉପକୂଳକୁ ଛୁଇଁଛି। ଏହାର ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ଝିପି…
Read More...

ରାଜ୍ୟରେ ପୁଣି ୧୦୨ ପଜିଟିଭ୍ ଏବଂ ଜଣେ ମୃତ୍ୟୁ

ଭୁବନେଶ୍ୱର,୧୯/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଜି ପୁଣି ୧୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ ୫ଜଣଙ୍କୁ ଛାଡ଼ିଦେଲେ ଅନ୍ୟ…
Read More...

ଜଗତସିଂହପୁରରେ ପୁଣି ୨୦ ପଜିଟିଭ୍।

ଜଗତସିଂପୁର,୧୮/୫(ଓଡ଼ିଆ ନ୍ୟୁଜ): ଜଗତସିଂପୁର ପୁଣି ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୯ଜଣ ନାଉଗାଁ ଓ ଜଣେ କୁଜଙ୍ଗ ବ୍ଲକ ଅଂଚଳର ବୋଲି ଜଣାପଡିଛି । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଓ କ୍ୱାରେନଟାଇନ ସେଂଟରରେ ଅଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।…
Read More...

ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର,୧୮/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୪୮ଜଣ କେରାନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ଆଜି ସକାଳେ ୧୦ଟି…
Read More...

ସୁପରସାଇକ୍ଲୋନରେ ପରିଣତ ହେଲା ଅମ୍ଫାନ। ୨୬୦ କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ,୧୮/୫(ବ୍ୟୁରୋ) ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ଅମ୍ଫାନ। ୧୨ ଘଣ୍ଟା ମଧ୍ୟରେ ଅର୍ଥାତ ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ସୁପର ସାଇକ୍ଲୋନରେ ପରିଣତ ହେବାର ଆଶଙ୍କା ଅଛି ବୋଲି ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ  ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ । ମାତ୍ର ଏହା ଦିନ ୧୨ଟା…
Read More...

ରାଜ୍ୟରେ ପୁଣି ୬ପଜିଟିଭ। ଆକ୍ରାନ୍ତଙ୍କ ସ°ଖ୍ୟା ୮୩୪

ଭୁବନେଶ୍ୱର,୧୭/୫(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ।ସେଥିମଧ୍ୟରୁ ୨ ଜଣ ବଲାଙ୍ଗୀରର ହୋଇଥିଲା ବେଳେ ୪ ଜଣ ପୁରୀ ଜିଲ୍ଲାର। ପୁରୀରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ।ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନ୍‌ରେ…
Read More...

ଭୟଙ୍କର ହେଉଛି ବାତ୍ୟା ଅମ୍ଫାନ। ହାତିଆ-ଦୀଘା ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍।

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ଦକ୍ଷିଣରେ ୯୫୦ କି.ମି, ପଶ୍ଚିମବଙ୍ଗର ଦୀଘାଠାରୁ ୧୧୨୦ କି.ମି ଏବଂ ବାଂଲାଦେଶର ଖେପୁରାଠାରୁ ୧୨୩୦ କି.ମି ଦୂରରେ…
Read More...

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ୧୪ ଦିନ ଅର୍ଥାତ ମେ ୩୧ ଯାଏ ବୃଦ୍ଧି। କୋହଳ ହୋଇପାରେ କିଛି ନିୟମ।

ଭୁବନେଶ୍ୱର,୧୭/୫(ଓଡ଼ିଆ ନ୍ୟୁଜ) : କରୋନା ମହାମାରୀ ପ୍ରଭାବକୁ ଆଖି ଆଗରେ ରଖି ଚତୁର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ୍ ଅବଧି ମେ’ ୩୧ ଯାଏଁ ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଦେଶର ଅର୍ଥନୈତିକ…
Read More...

ଖୁସି ଖବର ରାଜ୍ୟରେ ପୁଣି ୨୪ ସୁସ୍ଥ। ମୃତ୍ୟୁ ୫ ନୁହେଁ ଚାରି।

ଭୁବନେଶ୍ଵର,୧୭/୫(ଓଡ଼ିଆ ନ୍ୟୁଜ) : ଖୁସି ଖବର ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୨୪ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୯, ବାଲେଶ୍ଵର ୨ ଏବଂ ଯାଜପୁରରୁ ୩ ଜଣ ରହିଛନ୍ତି । ସୁସ୍ଥ ହୋଇଥିବା ଏହି ୨୪ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୨୨୦ କରୋନା ଆକ୍ରାନ୍ତ…
Read More...

ରାଜ୍ୟରେ ପୁଣି ୯୧ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୮୨୮ କୁ ବୃଦ୍ଧି। ପୁଣି ୨ ମୃତ୍ୟୁ।

ଭୁବନେଶ୍ଵର,୧୭/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଜି ପୁଣି ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗତକାଲି ୨ଜଣ ଚିହ୍ନଟ ହୋଇଥିଲା ବେଳେ ଆଜି ୮୯ ଜଣ ଅଟନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
Read More...