banner
Breaking
Browsing Category

ରାଜନୀତି

ନଭେମ୍ବର ୧୩ ରୁ ବିଧାନସଭା ଶୀତ ଅଧିବେଶନ।

ଭୁବନେଶ୍ୱର,୨୫/୧୦(ଓଡ଼ିଆ ନ୍ୟୁଜ): ଆସନ୍ତା ନଭେମ୍ବର ୧୩ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ଏହି ବିଧାନସଭା ଅଧିବେଶନ ଡିସେମ୍ବର ୧୯ ଯାଏ ଚାଲିବ । ତେବେ ଶୀତ ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି ।
Read More...

ନଵୀନଙ୍କ ଲୋକପ୍ରିୟତାର ପ୍ରମାଣ ବିଜେପୁର। ରୀତା ସାହୁ ଭାଙ୍ଗିବେ ରେକର୍ଡ।

ବରଗଡ଼ ,୨୪।୧୦(ଓଡ଼ିଆ ନ୍ୟୁଜ):ବିଜେଡି ନେତ୍ରୀ ରୀତା ସାହୁ ସମସ୍ତଙ୍କ ରେକର୍ଡ ଭାଙ୍ଗିବେ। ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍‌ସି ଗୋଦାମ ପରିସରରେ ଚାଲିଥିବା ଗଣତିର ୧୧ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୫୬.୧୨୬ ଭୋଟରେ ଆଗୁଆ…
Read More...

ବିଜେପୁର ଭୋଟ ଗଣତି, ବହୁ ଆଗରେ ରୀତା ସାହୁ।

ବରଗଡ଼ ,୨୪।୧୦: ବହୁ ଆଗରେ ରୀତା ସାହୁ। ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍‌ସି ଗୋଦାମ ପରିସରରେ ଚାଲିଥିବା ଗଣତିର ପଞ୍ଚମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୨୮,୩୦୮ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ୩୮.୩୧୮ ଖଣ୍ଡ ଭୋଟ ମିଳିଥିବା…
Read More...

ବର୍ଷାକୁ ଖାତିର କଲେ ନାହିଁ ନେତା ଓ କର୍ମୀ । ଚନ୍ଦ୍ରଶେଖରପୁରରେ ବିଜେଡିର ଜନ ସଂପର୍କ ପଦଯାତ୍ରା

ଭୁବନେଶ୍ୱର, ୨୩/୧୦(ଓଡ଼ିଆ ନ୍ୟୁଜ) ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଓ ଉତ୍ତର ବିଧାୟକ ଏବଂ ୮ନଂ ୱାଡର କର୍ପୋରେଟର ମୋନାଲିସା ସାହୁଙ୍କ ସାଙ୍ଗଠନିକ ଦକ୍ଷତା ଆଗରେ ହାର ମାନିଲା ବର୍ଷା, ଯୋଗ ଦେଲେ ହଜାର ହଜାର ନେତା ଓ କର୍ମୀ । ଯେତେ ଯୋର ବର୍ଷା ସେତେ ଜୋର ଶୁଭୁଥିଲା ଜୟ ନବୀନ,…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକଙ୍କ ସହିତ ରୁହ,ପିଲାଙ୍କ ସହିତ ଖାଅ। ମନ୍ତ୍ରୀ ମାନେ ରାଜକୀୟ ଖାଦ୍ୟ ଛାଡି ଖାଇବେ ଭାତ…

ଭୁବନେଶ୍ୱର, ୨୩/୧୦(ଓଡ଼ିଆ ନ୍ୟୁଜ): ମନ୍ତ୍ରୀମାନେ ଜିଲ୍ଲା ଗ୍ରସ୍ତ ସମୟରେ ଖାଇପାରିବେ ନାହିଁ ରାଜକୀୟ ଖାଦ୍ୟ।ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସମୟରେ ଅଲଗା ଅଲଗା କାର୍ଯ୍ୟରେ ମନ୍ତ୍ରୀମାନେ ଜିଲା ଗସ୍ତ କରିବା ସମୟରେ ବାହାରେ…
Read More...

୪ଟି ଜିଲ୍ଲା ପରିଷଦ ଆସନ ପାଇଁ ନଭେମ୍ବର୨୭ରେ ହେବ ଉପନିର୍ବାଚନ।

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ୪ ଜିଲା ପରିଷଦ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଛତ୍ରପୁର, ଦାନଗଦି, ପଟ୍ଟାଙ୍ଗୀ ଏବଂ ଦଶରଥପୁର ପାଇଁ ଏହି ଉପନିର୍ବାଚନ ହେବ। ସେହିପରି ୧୭ ସରପଞ୍ଚ, ୨୧ ସମିତିସଭ୍ୟ, ୩୦୩ ଓ୍ବାର୍ଡମେମ୍ବର ପାଇଁ ମଧ୍ୟ ଉପନିର୍ବାଚନ କରାଯିବ। ନଭେମ୍ବର ୨୭ରେ…
Read More...

ବିଜେପୁରରେ ଚାଲିଛି ଜୋରଦାର ମତଦାନ। ସନତ ଦେଲେ ଭୋଟ।

ବିଜେପୁର, ୨୧।୧୦(ଓଡ଼ିଆ ନ୍ୟୁଜ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ମତଦାନ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୫୬.୫% ମତଦାନ…
Read More...

ବିଜେପୁର ଉପନିର୍ବାଚନ,ରୀତା ସାହୁ ଦେଲେ ଭୋଟ। ୯ଟା ସୁଦ୍ଧା ୧୧% ମତଦାନ

ବରଗଡ଼ ,୨୧।୧୦(ଓଡ଼ିଆ ନ୍ୟୁଜ): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବିଜେଡି ପ୍ରାର୍ଥିନୀ ରୀତା ସାହୁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବରପାଲି ସମଲେଶ୍ବରୀ ୟୁଜିୟୁପି ସ୍କୁଲର ବୁଥ୍‌ ନଂ.୨୧କ ଯାଇ ସେ ମତଦାନ କରିଛନ୍ତି। ବିଜେଡି ପ୍ରତି ବିଜେପୁର ନିର୍ବାଚନ…
Read More...

ଅସ୍ତ୍ର ବିରତି ଉଲ୍ଲଂଘନର କଡା ଜବାବ ଦେଲା ଭାରତୀୟ ସେନା। ନିର୍ବାଚନ ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ ହୁଏ- କ°ଗ୍ରେସ

ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ ଦିଆଯାଇଛି। ଭାରତୀୟ ସେନା ପାକ ଅଧିକୃତ କାଶ୍ମୀର(ପିଓକେ) ଉପରେ ଆକ୍ରମଣ କରି ୩ଟି ଆତଙ୍କବାଦୀ କ୍ୟାମ୍ପକୁ ଉଡାଇ ଦେଇଛି ବୋଲି ସେନାଧ୍ୟକ୍ଷ ବିପିନ ରାଓ୍ବତ…
Read More...

ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକଲା କ°ଗ୍ରେସ।

ଭୁବନେଶ୍ବର,୧୮/୧୦(ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ…
Read More...