Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
Browsing Category
ଖେଳ
ଆଇପିଏଲ ନିଲାମରେ ଓଡ଼ିଶାର ୫ ଖେଳାଳି
ଭୁବନେଶ୍ୱର, ୨୩ା୧ ( ବ୍ୟୁରୋ)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ନିଲାମ ତାଲିକାରେ ଓଡ଼ିଶାର ୫ କ୍ରିକେଟର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି। ଏହି ଖେଳାଳିମାନେ ସୟଦ ମୁସ୍ତାକ ଅଲି ଓ ବିଜୟ ହଜାରେ…
Read More...
Read More...
ଦ୍ବିତୀୟ ମ୍ୟାଚ ହାରିଲା ଭାରତ
ପାର୍ଲ,୨୧/୧ : ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ୭ ୱିକେଟରେ ହାରିଲା ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତକୁ ହରାଇ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ଆଗୁଆ ରହିଛି। ଭାରତ ପକ୍ଷରୁ ବିଜୟ ପାଇଁ ୨୮୮ ରନ ରଖାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ମାତ୍ର ୩ ଓ୍ବିକେଟ ହରାଇ…
Read More...
Read More...
ଆଇପିଏଲ ନୂତନ ଫ୍ରାଞ୍ଚାଇଜ ଅହମଦାବାଦର ଦାୟିତ୍ୱ ସମ୍ଭାଳିବେ ହାର୍ଦ୍ଦିକ
ନୂଆଦିଲ୍ଲୀ,୨୧।୧: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ନୂଆ ଭାବେ ସାମିଲ ହୋଇଥିବା ଅହମ୍ମଦାବାଦ ଦଳର ନେତୃତ୍ୱ ସମ୍ଭାଳିବେ। ଏ ନେଇ ଖୁବ୍ ଶୀଘ୍ର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯିବ। ଏହା ପଛର ଉଦ୍ଦେଶ୍ୟ ଦଳକୁ ଗୁଜରାଟୀ ପରିଚୟ ଦେବା। ଗୁଜରାଟରେ ଜନ୍ମିତ ହର୍ଦ୍ଦିକଙ୍କ ବ୍ୟତୀତ…
Read More...
Read More...
ଆଇସିସି ଟେଷ୍ଟ ମାନ୍ୟତାରେ ତଳକୁ ଖସିଲା ଭାରତ
ଦୁବାଇ : ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଷ୍ଟ ଦଳଗତ ମାନ୍ୟତାରେ ଭାରତ ୩ୟ ସ୍ଥାନକୁ ଖସିଆସିଛି। ଗତ ପ୍ରକାଶିତ ମାନ୍ୟତାରେ ଭାରତ ୧ନଂ ଟେଷ୍ଟ ଦଳ ଭାବେ ରହିଥିଲା। ତେବେ ଆସେସ୍ ଶୃଙ୍ଖଳାରେ ଇଂଲଣ୍ଡ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାରକାରୀ ୪-୦ରେ…
Read More...
Read More...
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ
ପାର୍ଲ,୧୯/୧(ବ୍ୟୁରୋ): ସଂଘର୍ଷପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳାର ସମାପ୍ତି ପରେ ବୁଧବାରଠାରୁ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ବୋଲାଣ୍ଡ ପାର୍କରେ ଖେଳାଯିବ। ଟେଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକାର ବୋଲର ଦଳକୁ ଜିତାଇଥିଲେ। ପ୍ରଥମ ଟେଷ୍ଟରେ…
Read More...
Read More...
ଏମ୍କେସିଏ କ୍ୟାରମ୍: ଗୌତମ ଏକକ, ଦାଦୁ-ବାପି ଯୁଗଳ ବିଜେତା
ଭୁବନେଶ୍ବର, ୯ା୧: ମା' କାଳିଆଶନୀ କ୍ୟାରମ୍ ସଂଘ (ଏମ୍କେସିଏ) ଆନୁକୂଲ୍ୟରେ ଆୟୋଜିତ ଏମ୍କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି। ଏହି ତିନି ଦିନିଆ ପ୍ରତିଯୋଗିତାର ଏକକବର୍ଗରେ କଣାସର ଗୌତମପ୍ରସାଦ ଭୋଳ ବିଜେତା ହୋଇଥିଲା ବେଳେ ଗଙ୍ଗା ଯମୁନା ପୁରୁଣା…
Read More...
Read More...
ଦ୍ବିତୀୟ ଟେଷ୍ଟ ହାରିଲା ଭାରତ
ଜୋହାନ୍ସବର୍ଗ,୬।୧: ଯଶ୍ରପୀତ ବୁମରା, ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ତାରାକା ଖଚ୍ଚିତ ବୋଲରଙ୍କ ଉପସ୍ଥିତି ଭାରତକୁ ନ୍ୟୁ ଇୟର ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅଧିନାୟକ ଡିନ ଏଲଗାରଙ୍କ ଅପରାଜିତ ୯୬ ରନ୍ର ପାଳି ଯୋଗୁ ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ଦ୍ୱିତୀୟ…
Read More...
Read More...
ବାଙ୍ଗଲାଦେଶର ଐତିହାସିକ ବିଜୟ
ମାଉଣ୍ଟ ମାଙ୍ଗାନୁଇ : ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ଦଳ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ତାହାର ନିଜ ମାଟିରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି । ଏହି ଦୁଇଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ବାଂଲାଦେଶ ଦଳ ବିଶ୍ୱ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ…
Read More...
Read More...
ଭାରତର ପ୍ରଥମ ଇନି°ସ ୨୦୨ ରେ ସୀମିତ
ଜୋହାନସବର୍ଗ,୪/୧(ବ୍ୟୁରୋ) : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚ ଭଳି ଦ୍ବିତୀୟ ଟେଷ୍ଟରେ ବି ତାରକା ଖଚ୍ଚିତ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମାନେ ବିଫଳ ହୋଇଥିଲେ। ଜୋହାନସବର୍ଗର…
Read More...
Read More...
ଆଜିଠାରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ
ଜୋହାନସବର୍ଗ,୩/୧(ବ୍ୟୁରୋ) : ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଚଳିତ ଟେଷ୍ଟ ସିରିଜ୍ର ଦ୍ବିତୀୟ ଟେଷ୍ଟ ମ୍ୟାଚ ସୋମବାରଠାରୁ ଜୋହାନସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମ ଖେଳାଯିବ। ନୂତନ ବର୍ଷରେ ଏହା ଭାରତର ପ୍ରଥମ ଟେଷ୍ଟ ମ୍ୟାଚ ହେବ। ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ସେଞ୍ଚୁରିଅନରେ ଖେଳା…
Read More...
Read More...