Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ଖେଳ
ଏଥର ନୂଆ ଫର୍ମାଟରେ ଖେଳାଯିବ ଆଇପିଏଲ
ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୫ଶ ସଂସ୍କରଣ ସମ୍ପୂର୍ଣ୍ଣ ଅଲଗା ହେବ। କାରଣ ଏହା ନୂଆ ଫର୍ମାଟରେ ଖେଳାଯିବ। ଏହି ଆଇପିଏଲ୍ରେ ୧୦ଟି ଟିମ ଭାଗ ନେବାକୁ ଥିବା ବେଳେ ସେଗୁଡ଼ିକୁ ଦୁଇ ଗ୍ରୁପ୍ରେ ଭାଗ କରାଯାଇଛି। ଏହାସତ୍ତ୍ୱେ ପ୍ରତ୍ୟେକ ଟିମ୍ ୧୪ ଲେଖାଏ ମ୍ୟାଚ…
Read More...
Read More...
ଆଜି ଆଇପିଏଲ ନିଲାମ
ନୂଆଦିଲ୍ଲୀ,୧୨/୨ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ହେବ। ୧୨ ତାରିଖ (ଶନିବାର) ପୂର୍ବାହ୍ଣ ୧୧ଟାରୁ ଏହି ନିଲାମ ଆରମ୍ଭ ହେବ। ନିଲାମରେ ଭାଗ ନେବାକୁ ଥିବା…
Read More...
Read More...
ସୀଗ୍ରାମ’ର ରୟାଲ ଷ୍ଟାଗ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳକୁ ସେମାନଙ୍କର ଭାରତ- ୨୦୨୨ ଗସ୍ତ ପାଇଁ ଗର୍ବର ସହିତ ପ୍ରାୟୋଜିତ…
ଚଳିତ ଭାରତ ଗସ୍ତ ପାଇଁ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ର ଅଫିସିଅଲ ପ୍ରାୟୋଜକ ଭାବରେ ସୀଗ୍ରାମ’ ର ରୟାଲ ଷ୍ଟାଗ ଏହାର ସହଯୋଗ ଘୋଷଣା କରି ଗର୍ବିତ । ପ୍ରାକୃତିକ କେରେବିଅନ ତାବଡତୋଡ ଦ୍ୱାରା ଉନ୍ନତ କାର୍ଯ୍ୟ ଦକ୍ଷତା ସହିତ ଟିମ ୱେଷ୍ଟଇଣ୍ଡିଜ ସମକକ୍ଷ ଏବଂ ଏହି ଶୈଳୀ ରୟାଲ ଷ୍ଟାଗ ବ୍ରାଣ୍ଡ ଦର୍ଶନ…
Read More...
Read More...
ଦ୍ବିତୀୟ ମ୍ୟାଚ ଜିତିଲା ଭାରତ
ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନ୍ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି।
ଭାରତ ୯ ଉଇକେଟ ହରାଇ ୨୩୭ ରନ୍…
Read More...
Read More...
୬ ଓ୍ବିକେଟରେ ଜିତିଲା ଭାରତ
ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍ରେ ଭାରତୀୟ ଦଳ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୧୦୦୦ତମ ଦିନିକିଆ ମ୍ୟାଚ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ…
Read More...
Read More...
ପୁଣି ଭାରତ ବିଶ୍ବକପ ଚମ୍ପିୟାନ
ଆଣ୍ଟିଗୁଆ, ୬|୨: ପୁଣି ଚମ୍ପିୟାନ ହେଲା ଭାରତ।ଭାରତୀୟ ଦଳ ହତେଇଛି ୧୯ ବର୍ଷରୁ କମ୍ ବିଶ୍ୱକପ୍। ଫାଇନାଲରେ ଭାରତ ୪ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଏହି ବୟସ ବର୍ଗରେ ଏହା ହେଉଛି ଭାରତୀୟ ଦଳ ପାଇଁ ୫ମ ଟ୍ରଫି। ପୁରା ଟୁର୍ନାମେଣ୍ଟ ଭଳି ଶନିବାର ଖେଳା ଯାଇଥିବା ମ୍ୟାଚରେ ଆରମ୍ଭରୁ ଶେଷ…
Read More...
Read More...
ଆଜି ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ ମ୍ୟାଚ
ଆଣ୍ଟିଗୁଆ : ୱେଷ୍ଟଇଣ୍ଡିଜ୍ରେ ଚାଲିଥିବା ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ ବିଶ୍ବକପ ଚର୍ତୁଦଶତମ ସଂସ୍କରଣର ଫାଇନାଲ ମ୍ୟାଚ ଶନିବାର ଦୁଇ ପୂର୍ବ ବିଜେତା ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଆଣ୍ଟିଗୁଆର ବାର୍ବୋଡାସ୍ଥିତ ସାର ଭିଭିଆନ ରିଚାଡର୍ସ ଷ୍ଟାଡ଼ିୟମରେ ଖେଳାଯିବ। ୪ଥର…
Read More...
Read More...
ବାରବାଟୀରେ ଖେଳାଯିବ ଟି ୨୦ ମ୍ୟାଚ
କଟକ ,୪।୨: ଆସନ୍ତା ଜୁନ୍ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବାରବାଟୀରେ ମ୍ୟାଚ କରାଇବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହୋଇଛି । ଓଡ଼ିଶା କ୍ରିକେଟ ଆସୋସିଏଶନର ଅନୁରୋଧକୁ…
Read More...
Read More...
ବିଶ୍ବକପ ଫାଇନାଲରେ ଭାରତ
ୱେଷ୍ଟଇଣ୍ଡିଜ୍ : ଚାରି ଥର ଚମ୍ପିଆନ୍ ତଥା ଗତଥରର ରନର୍ସଅପ୍ ଭାରତ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ର ଫାଇନାଲରେ ପ୍ରବେଶ କରିଛି । ବୁଧବାର ୨ୟ ସେମିଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରି ଭାରତ ଫାଇନାଲ ଖେଳିବା ଯୋଗ୍ୟତା ହାସଲ କରିଛି। ଅଧିନାୟକ ଯଶ ଧୁଲ୍ଙ୍କ…
Read More...
Read More...
ଆଇପିଏଲ ନିଲାମରେ ୫୯୦ ଖେଳାଳି
ବେଙ୍ଗାଲୁରୁ,୨।୨: ଆଇପିଏଲ୍ ୨୦୨୨ର ମେଗା ନିଲାମ ୧୨ ଏବଂ ୧୩ ଫେବୃୟାରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିରେ କେତେ ଖେଳାଳିଙ୍କୁ ନିଲାମ କରାଯିବ ତାହାର ଅନ୍ତିମ ତାଲିକା ପ୍ରକାଶ ପାଇଛି। ଏହି ନିଲାମରେ ମୋଟ ୫୯୦ ଖେଳାଳି ଅଂଶଗ୍ରହଣ କରିବେ। ସେଠାରେ ୨୨୮ କ୍ୟାପ୍ଡ ଖେଳାଳି, ୩୫୫…
Read More...
Read More...