banner
Breaking
Browsing Category

ଦେଶ ବିଦେଶ

ମଦ ପାଇଁ ଠେଲାପେଲା। ୧୦୦୦ କୋଟି ପିଇଦେଲେ।

ନୂଆଦିଲ୍ଲୀ,୬।୫(ବ୍ୟୁରୋ) : ୪୦ ଦିନର ଲକ୍‌ଡାଉନ୍‌ ଯୋଗୁ ଦେଶରେ ଆର୍ଥିକ କାର୍ଯ୍ୟକଳାପ ଠପ୍‌ ହୋଇପଡ଼ିଛି । କଳାକାରଖାନା, ପରିବହନ, ଶିଳ୍ପ, ବିମାନ ଚଳାଚଳ, ରେଳ, ସଫ୍ଟୱେର, ରିଅଲ୍‌ ଇଷ୍ଟେଟ୍‌ ଆଦି କ୍ଷେତ୍ର ଅତ୍ୟନ୍ତ ପ୍ରଭାବିତ ହୋଇଛି । ଏଥିଯୋଗୁ ଘରୋଇ ଅର୍ଥନୀତି ସାଂଘାତିକ ଭାବେ ଖସିବ…
Read More...

ଭାରତରେ ୨୪ ଘଣ୍ଟାରେ ୧୯୫ ମୃତ୍ୟୁ ୩୯୦୦ ସ°କ୍ରମିତ।

ନୂଆଦିଲ୍ଲୀ,୫/୫(ଓଡ଼ିଆ ନ୍ୟୁଜ) ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାର ତଥ୍ୟ ଏହା ସୂଚାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୯୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ଦିନରେ…
Read More...

ପ୍ରବାସୀ ଶ୍ରମିକଙ୍କ ଫେରିବା ଖର୍ଚ୍ଚ ବହନ କରିବ କ°ଗ୍ରେସ-ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୪/୫(ଓଡ଼ିଆ ନ୍ୟୁଜ): ସମଗ୍ର ଦେଶ ଲକ୍ ଡାଉନ୍ କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଫଶିରହିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ।…
Read More...

କୃଷିକୁ ଗୁରୁତ୍ୱ ଦେଲେ ମୋଦି।

ନୂଆଦିଲ୍ଲୀ,୩/୫(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି କ୍ଷେତ୍ରର ବିଭିନ୍ନ ସମସ୍ୟା ଏବଂ ଏଥିରେ ଆବଶ୍ୟକ ସୁଧାର ଆଣିବା ଲାଗି ବିଚାରବିମର୍ଷ କରିବା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କୃଷି ବିପଣନ, କୃଷି ଉତ୍ପାଦର ପରିଚାଳନା, କୃଷକ ନିକଟରେ ସଂସ୍ଥାଗତ ଋଣ…
Read More...

ଲକଡାଉନ୍ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି।

ନୂଆଦିଲ୍ଲୀ,୧/୫(ଓଡ଼ିଆ ନ୍ୟୁଜ : ଦେଶରେ ଲକହାଉନ ଅବଧିକୁ ଆଉ ୨ସପ୍ତାହ ବୃଦ୍ଧି କରାଯାଇଛି । ମେ’ ୪ ତାରିଖରୁ ଆଉ ଦୁଇ ସପ୍ତାହ ଲକ୍‌ଡାଉନ୍‌ ଜାରି ରହିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯିବା ସହ ବିଜ୍ଞପ୍ତି ଜାରି କରାଯାଇଛି। ବିଭିନ୍ନ ରାଜ୍ୟର…
Read More...

କେନ୍ଦ୍ରର ଜୋନ୍ ତାଲିକା ପ୍ରକାଶ। ରେଡ ଜୋନରୁ ବାଦ ପଡିଲା ଭୁବନେଶ୍ୱର।

ନୂଆଦିଲ୍ଲୀ,୧/୫(ଓଡ଼ିଆ ନ୍ୟୁଜ) : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେତେକ ରାଜ୍ୟର ଏହି ସ୍ଥିତିରେ ସୁଧାର ଆସିଛି । ଏହାରି ମଧ୍ୟରେ ମେ ୩ ତାରିଖରେ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ…
Read More...

ଆମେରିକା ଚୀନ ଉପରେ କି ପଦକ୍ଷେପ ନେବ ଜାଣନ୍ତୁ।

ୱାଶିଂଟନ: କରୋନା ଭୂତାଣୁ ପ୍ରସଙ୍ଗରେ ଚୀନ ବିରୋଧରେ ଆମେରିକା କଠୋର ତଦନ୍ତ ଚଳାଇଛି। ଏହି ମହାମାରୀ ଭୂତାଣୁ କିପରି ସୃଷ୍ଟି ହୋଇଛି ତାହା ଉପରୁ ଖୁବଶୀଘ୍ର ପରଦା ଉଠିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହା ସହିତ ଆମେରିକା ଚୀନଠାରୁ ୧୨.୪୧ ଲକ୍ଷ କୋଟିରୁ ଅଧିକ…
Read More...

ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ।

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ଚିନ୍ତା ବଢି ଯାଇଛି। ଉକ୍ତ କର୍ମଚାରୀ ଜଣକ ଏପ୍ରିଲ ୧୬ରେ କୋର୍ଟ ଆସିଥିବା କୁହାଯାଉଛି। ତେଣୁ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ…
Read More...

ଆମେରିକାର ୪୫ ପ୍ରତିଶତ ଲୋକଙ୍କ ମାନସିକ ସ୍ଥିତିଭଲ ନାହିଁ

ଓ୍ବାଶିଂଟନ ,୨୮।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସାମାଜିକ ଦୂରତା, ମାସ୍କ୍‌ ବ୍ୟବହାର, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର ଆଦି ନେଇ ଲୋକଙ୍କ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ଭାରତରେ କରୋନା ଭୟ ଯୋଗୁ ୧୨ ପ୍ରତିଶତ ଲୋକଙ୍କ ଆଖିକୁ ନିଦ ନାହିଁ।…
Read More...

କେଉଁ କରୋନା ରୋଗୀ ଗୁରୁତର ହୁଅନ୍ତି ଜାଣନ୍ତୁ।

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ମଣିଷ ଶରୀରର ରୋଗପ୍ରତିରୋଧକ କ୍ଷମତା ମୁଖ୍ୟତଃ ନ୍ୟୁଟ୍ରୋଫିଲ୍‌ ଏବଂ…
Read More...