banner
Breaking
Browsing Category

ଦେଶ ବିଦେଶ

ଚୀନକୁ ଭାରତର କଡା ଜବାବ।

ଲେହ, ୩।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସ୍ଥିତିର ସମୀକ୍ଷା ପାଇଁ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଲଦାଖର ଲେହରେ ପହଞ୍ଚିଛନ୍ତି। ସେ ଫିଲ୍ଡ କମାଣ୍ଡରଙ୍କ ସହିତ ଆଲୋଚନା କରିଛନ୍ତି। ଏଲ୍‌ଏସିରେ ଭାରତୀୟ ସେନାର ପ୍ରସ୍ତୁତି କାର୍ଯ୍ୟର ସେ…
Read More...

୨୦୧୯ ସଡକ ଦୁର୍ଘଟଣାରେ ମରିଛନ୍ତି ୧.୫ ଲକ୍ଷ ।

ନୂଆଦିଲ୍ଲୀ: ଗତ ୨୦୧୯ରେ ସାରା ଦେଶରେ ହୋଇଛି ୪୩୭୩୯୬ ଦୁର୍ଘଟଣା ଏବଂ ଏଥିରେ ୧୫୪୭୩୨ ଜଣ ମୃତ୍ୟୁବରଣ କରିଛନ୍ତି ଓ ୪୩୯୨୬୨ ଜଣ ଆହତ ହୋଇଛନ୍ତି । ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନସିଆରବି) ଦେଇଛି ଏହି ପରିସଂଖ୍ୟାନ । ସୂଚନା ଅନୁସାରେ ୫୯.୬% ଦୁର୍ଘଟଣା ଦ୍ରୁତଗତି ଗାଡ଼ି ଚାଳନା ଯୋଗୁଁ…
Read More...

ଦେଶରେ ବଢୁଛି ସୁସ୍ଥ ହାର।

ନୂଆଦିଲ୍ଲୀ: ଦେଶରେ ସୁସ୍ଥ ହାର ଦିନକୁ ଦିନ ବୃଦ୍ଧି ପାଉଛି । ଗତ  ୫ ଦିନ ଧରି ଦୈନିକ ୬୦ ହଜାରରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୫,୦୮୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮,୩୯,୮୮୨ରେ ପହଞ୍ଚିଥିବା ବେଳେ ସୁସ୍ଥତା…
Read More...

ଲିଭିଗଲା ପୂର୍ବ ଭାରତର ମହାଦୀପ। ଆଉ ନାହାନ୍ତି ପ୍ରଣବ ମୁଖାର୍ଜୀ।

ନୂଆଦିଲ୍ଲୀ,୩୧/୮(ଓଡ଼ିଆ ନ୍ୟୁଜ):ଲିଭିଗଲା ପୂର୍ବ ଭାରତର ମହାଦୀପ। ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି । କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ…
Read More...

ଭାରତରେ ୨୦୨୦ ଜନଗଣନା ବନ୍ଦ ହୋଇପାରେ।

ନୂଆଦିଲ୍ଲୀ, ୩୧।୮-: ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମେତ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ସଂଶୋଧନ କାର୍ଯ୍ୟ ଚଳିତ ବର୍ଷ ହେବାକୁ ସ୍ଥିର ହୋଇଥିଲା। ତେବେ କରୋନା ମହାମାରୀ ଯୋଗୁ ଏହା ବିଳମ୍ବିତ ହୋଇଛି। ମହାମାରୀ କମିବାର ନଁ। ନେଉ ନ ଥିବାରୁ ଉପରୋକ୍ତ କାର୍ଯ୍ୟ ଗୋଟିଏ ବର୍ଷ…
Read More...

ସେପ୍ଟେମ୍ବର ୧ରୁ ଅନ୍‌ଲାକ୍‌-୪: ଜାରି ହେଲା ଗାଇଡ୍‌ଲାଇନ୍‌।

ନୂଆଦିଲ୍ଲୀ,୨୯/୮(ଓଡ଼ିଆ ନ୍ୟୁଜ):ସେପ୍ଟେମ୍ବର ପହିଲାରୁ ଦେଶରେ ଅନ୍‌ଲକ୍‌-୪ ଲାଗୁ ହେବ। ଏଥିପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୪ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଚଳାଚଳ ପାଇଁ ଅନୁମତି ଦିଆଯାଇଥିବାବେଳେ ଏଥିପାଇଁ ଏସ୍‌ଓପି ଜାରି…
Read More...

ଲୋକଙ୍କୁ ମିଳିବ ମାଗଣା ଟୀକା।

ନୂଆଦିଲ୍ଲୀ, ୨୫।୮: ଦେଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କରୋନା ଲଢ଼େଇକୁ ଜୋର୍‌ଦାର କରିଛନ୍ତି। ଲୋକଙ୍କୁ ଶସ୍ତା ଦାମରେ କରୋନା ଟିକା ଦେବା ପାଇଁ ୩ ହଜାର କୋଟି ଟଙ୍କାର ପ୍ରସ୍ତାବ ଉପସ୍ଥାପନା କରାଯାଇଛି। ତେବେ ଆବଶ୍ୟକ ପଡ଼ିଲେ…
Read More...

ଟଙ୍କା ଉଠାଇବା ପାଇଁ ଘର ପାଖରେ ପହଞ୍ଚିବ ଏଟିଏମ ମେସିନ।

ବର୍ତ୍ତମାନ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ବ୍ୟାଙ୍କ୍‌ କିମ୍ବା ଏଟିଏମ୍‌କୁ ଯିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଆପଣଙ୍କ ଗୋଟିଏ ମେସେଜ୍‌ରେ ଏଟିଏମ୍‌ ଆପଣଙ୍କ ଦୁଆରମୁହଁରେ ପହଞ୍ଚିବ। ବର୍ତ୍ତମାନ ଗ୍ରାହକମାନଙ୍କୁ ଆଉ ଲମ୍ବା ଲାଇନରେ ଠିଆହେବାକୁ ପଡ଼ିବନି। ଏଥିରୁ ଗ୍ରାହକମାନଙ୍କୁ ଖୁବ୍‌ଶୀଘ୍ର…
Read More...

ଏନ୍ଆରଏ ହେବ ନୂଆ ଭାରତର ଗେମ୍ ଚେଞ୍ଜର-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,(ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍‍ ବୈଠକରେ ପାରିତ ହୋଇଥିବା ନ୍ୟାସନାଲ୍‍ ରିକ୍ୟୁରମେଣ୍ଟ୍‍ ଏଜେନ୍ସି ଗଠନ(ଏନ୍‍ଆର୍‍ଏ)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…
Read More...

ଭାରତ ନିର୍ମିତ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ।

ନୂଆଦିଲ୍ଲୀ: ଭାରତ ତିଆରି କରୁଥିବା କୋଭିଡ-୧୯ ଟୀକା ପାଇବାକୁ ହେଲେ ଲୋକଙ୍କୁ ଆହୁରି ଅନେକ ସମୟ ଅପେକ୍ଷା କରିବାକୁ ପଡିବ। ଟୀକା ​‌କେବେ​‌ ଆସିବ ତାହା କହିବା କଷ୍ଟକର ବୋଲି ​‌ସରକାର ସ୍ପଷ୍ଟ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଭି.କେ ପାଲ କହିଛନ୍ତି। ସେ ଆହୁରି କହିଛନ୍ତି…
Read More...