banner
Breaking
Browsing Category

ଦେଶ ବିଦେଶ

ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଲ ଏସି ଗ୍ରସ୍ତ ଓ ପୂଜାର୍ଚ୍ଚନା।

ନୂଆଦିଲ୍ଲୀ,୨୧।୧୦: ଚାଇନା ସୀମାରେ ନିୟୋଜିତ ଯବାନଙ୍କ ମନୋବଳ ବଢାଇବା ପାଇଁ ଏଥର ଦଶହରାରେ ବାସ୍ତବିକ ନିୟନ୍ତ୍ରଣ ରେଖ(ଏଲ୍‌ଏସି) ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ୨୩-୨୪ ଅକ୍ଟୋବରରେ ସିକ୍କିମ୍‌ ସେକ୍ଟରରେ ଏଲ୍‌ଏସି ଗସ୍ତ କରିବେ ଏବଂ ସେଠାରେ ଅସ୍ତ୍ର ପୂଜା କରିବେ।…
Read More...

କେନ୍ଦ୍ର ସରକାରଙ୍କ ପୂଜା ପାଇଁ ୧୦ ହଜାର ଟଙ୍କା ଭେଟି।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ଯୋଜନା ସମସ୍ତ କର୍ମଚାରୀଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିବା ନେଇ ଅର୍ଥମନ୍ତ୍ରୀ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କରୋନା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇଛି ଏବଂ ଚାହିଦା ବୃଦ୍ଧି ପାଇଁ ସେ ନୂତନ…
Read More...

ଲକ୍ଷଣ ହୀନ ଆକ୍ରାନ୍ତ ହେଉଛନ୍ତି ସାଇଲେଣ୍ଟ ସ୍ପ୍ରେଡର।

ଲଣ୍ଡନ, ୧୦।୧୦: କରୋନା ମହାମାରୀ ସଂକ୍ରମଣରେ ବିନା ଲକ୍ଷଣ ବ୍ୟକ୍ତି ‘ସାଇଲେଣ୍ଟ୍‌ ସ୍ପ୍ରେଡର’ ସାଜୁଛନ୍ତି। ଏନେଇ ବ୍ରିଟେନ୍‌ର ଲଣ୍ଡନ କଲେଜ ୟୁନିଭରସିଟିର ଗବେଷକଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରାୟ ୮୬.୧ ପ୍ରତିଶତ ଲୋକଙ୍କଠାରେ କରୋନାର ସାଧାରଣ ଲକ୍ଷଣ…
Read More...

ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୯ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍‌ଡିଓ) ପୁଣିଥରେ ଇତିହାସ ରଚିଛି । ଭାରତ ଶୁକ୍ରବାର ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରକୁ ଡିଆର୍‌ଡିଓ ଦ୍ୱାରା…
Read More...

ଲାଲୁଙ୍କୁ ମିଳିଲା ଜାମିନ।

ରାଞ୍ଚି,୯।୧୦: ଆଗକୁ ବିହାର ନିର୍ବାଚନ। ଏହାପୂର୍ବରୁ ଆରଜେଡି ପାଇଁ ଏକ ଖୁସି ଖବର ଆସିଛି। ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇଥବବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରି କ୍ରେସ୍‌ରେ ଜାମିନ ମିଳିଛି। ଏବେ କିନ୍ତୁ ଲାଲୁ ଜେଲ୍‌ରୁ ମୁକୁଳିବେ ନାହିଁ। କାରଣ ଦୁମକୋ…
Read More...

ଆଫଗାନିସ୍ତାନ ସହ ସମ୍ପର୍କ ଜୋଡିଲେ ମୋଦି।

ଆଫଗାନିସ୍ତାନ : ଆଫଗାନିସ୍ତାନ ରାଷ୍ଟ୍ରୀୟ ଉଚ୍ଚ ପରିଷଦ ଅଧ୍ୟକ୍ଷ ଡକ୍ଟର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ସମ୍ପର୍କକୁ ଆହୁରି…
Read More...

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା।

ଗୁୁରୁବାର ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ଆମେରିକୀୟ କବୟତ୍ରୀ ଲୁଇସ୍‌ ଗ୍ଲୁକ୍‌ ଚଳିତ ବର୍ଷ ସାହିତ୍ୟ(ଲିଟେରେଚର୍‌) ପାଇଁ ନୋବେଲ୍‌ ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି। ‘for her unmistakable poetic voice that with austere beauty makes…
Read More...

ଜବାହାରଲାଲ ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି।

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଗତ ୧୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟ ଓ ଦେଶର ମୁଖ୍ୟ ଭାବେ ସୁଶାସନ ପ୍ରଦାନ କରିବା ସହ ୨୦ ବର୍ଷରେ ପଦାର୍ପଣ କରିଛନ୍ତି। ଏ କ୍ଷେତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ…
Read More...

ଆଉ ଦୁଇମାସ ଭିତରେ ମିଳିବ କରୋନା ଟୀକା। ହୁ(who)

ଜେନେଭା,:- ସାରା ବିଶ୍ବ କରୋନା କବଳରେ ଘାଣ୍ଟି ଚକଟି ହେଉଥିବା ବେଳେ ଆସିଛି ଏକ ଆଶ୍ବସ୍ତିକର ଖବର।ଏ ବର୍ଷ ଶେଷ ସୁଦ୍ଧା ମିଳିପାରେ କରୋନା ଟୀକା। ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (ହୁ)ର ମୁଖ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।ମହାମାରୀ ଉପରେ କାର୍ଯ୍ୟନିର୍ବାହୀ ବୋର୍ଡର…
Read More...

କମ୍ ପାଣି ପିଇଲେ ଶରୀରରେ ଏହିସବୁ ଲକ୍ଷଣ ଦେଖାଯାଏ।

ନୂଆଦିଲ୍ଲୀ ୬।୧୦ : ପାଣି ଆମ ଶରୀର ପାଇଁ କେତେ ଜରୁରୀ, ଏହା ଜାଣିବା ବ୍ୟତୀତ ବହୁତ ଲୋକ ଉପଯୁକ୍ତ ମାତ୍ରାରେ ପାଣି ପିଅନ୍ତି ନାହିଁ। ଆବଶ୍ୟକ ମାତ୍ରାରେ ପାଣି ନପିଇବା ଦ୍ବାରା ଆମ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ବାଦ୍‌ ବହୁତ ପ୍ରକାରର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା…
Read More...