Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଦେଶ ବିଦେଶ
ଭାରତରେ ପହଞ୍ଚିଲା ରୁଷିଆ କୋଭିଡ ଟୀକା ।
ପୁଣେ: ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାରତରେ ପହଞ୍ଚିଲା ରୁଷ ପ୍ରସ୍ତୁତ କୋଭିଡ଼ ଟୀକା ସ୍ପୁଟନିକ୍ ଭି । ଏହି ଟୀକାକୁ ଚଳିତ ମାସରେ ରୁଷର ଜନସାଧାରଣଙ୍କ ନିମନ୍ତେ ଗଣ ଟୀକାକରଣ କରାଯିବାକୁ ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି । ମାତ୍ର ଭାରତରେ ଏହି ଟୀକା କେତେ କାର୍ଯ୍ୟକ୍ଷମ ହେବ ସେ…
Read More...
Read More...
ଟୀକା ବିତରଣ କ୍ଷେତ୍ରରେ ଧନୀ ଗରିବ ନରହିବା ଉଚିତ : ହୁ
ଜେନେଭା, ୫।୧୨: ଏବେ ପୃଥିବୀ କରୋନା ମହାମାରୀ କବଳରୁ ମୁକ୍ତି ପାଇବାର ସମୟ ପାଖେଇ ଆସୁଛି। ଆଉ କରୋନାକୁ ଭୟ କରିବା ଅନାବଶ୍ୟକ। କରୋନାରୁ ମୁକ୍ତି ସ୍ବପ୍ନ ଖୁବ୍ ଶୀଘ୍ର ସତ୍ୟରେ ପରିଣତ ହେବାକୁ ଯାଉଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। କରୋନା ଟିକା ଆସିବା ଦ୍ୱାରା ଏହା…
Read More...
Read More...
ଆଉ କିଛି ସପ୍ତାହ ପରେ ଆସିବ କରୋନା ଟୀକା : ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ : କରେନା ଟିକା ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟିକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଉ କିଛି ସପ୍ତାହ ମଧ୍ୟରେ ଆସି ଯିବ କରୋନା ଟିକା। ଥରେ ଟିକା ପ୍ରସ୍ତୁତ ହୋଇଯିବା ପରେ ଏହାକୁ…
Read More...
Read More...
ଭାରତରେ ଜାନୁଆରୀ ସୁଦ୍ଧା ମିଳିବ କରୋନା ଟୀକା।
ନୂଆଦିଲ୍ଲୀ,୩।୧୨: ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି। ଜାନୁୟାରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସ୍ର ନିର୍ଦ୍ଦେଶକ ଡ.ରଣଦୀପ୍ ଗୁଲେରିଆ ସୂଚନା ଦେଇଛନ୍ତି। ସମ୍ପ୍ରତି ଦେଶରେ କରୋନା ଟିକାର ଅନ୍ତିମ ପର୍ଯ୍ୟାୟ…
Read More...
Read More...
ଡିସେମ୍ବର ୨୧ ରୁ କରୋନା ଟୀକା।
ନୂଆଦିଲ୍ଲୀ: ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ମଡେର୍ଣ୍ଣା ଦ୍ବାରା ପ୍ରସ୍ତୁତ କରୋନା ଟିକା ୯୪.୧% ସଫଳ ରହିଛି। ସୋମବାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଫଳ ଆଧାରରେ ଟିକାର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ମଡେର୍ଣ୍ଣାର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ତାଲ ଜାକ୍ସ କହିଛନ୍ତି…
Read More...
Read More...
ଆସନ୍ତାକାଲି ଦେଶରେ ଉପଚ୍ଛାୟା ଚନ୍ଦ୍ର ଗ୍ରହଣ।
ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ ନାହିଁ। ତେବେ ଉପଛାୟା ଗ୍ରହଣ ଯୋଗୁ କୌଣସି ସୂତକ ପାଳନ କରାଯିବ ନାହିଁ। ଗ୍ରହଣ ନଭେମ୍ବର ୩୦ ଅପରାହ୍ନ ୧ଟା ୪ରୁ…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା।
ଭୁବେନଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ବୈଠକରେ ଓଡ଼ିଶା ସମେତ ୧୦ ରାଜ୍ୟର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏଥିରେ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଅଗ୍ରଗତି, ବିଭିନ୍ନ ରାଜ୍ୟର ରେଳ ଓ ଶକ୍ତି ପ୍ରକଳ୍ପ, ରାଜପଥ ଆଦି…
Read More...
Read More...
ଭାରତ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଟୀକା ୯୦℅ ଫଳପ୍ରଦ ହେବ।
ନୂଆଦିଲ୍ଲୀ, ୨୪।୧୧(ଵ୍ୟୁରୋ): ଅକ୍ସଫୋର୍ଡ ଟିକା ପାଖାପାଖି ୯୦ ପ୍ରତିଶତ ଫଳପ୍ରଦ ହୋଇପାରିବ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ବ୍ରିଟେନ କମ୍ପାନୀ ଅଷ୍ଟ୍ରାଜେନିକା ସୋମବାର ଘୋଷଣା କରିଛି। ବିଶ୍ୱରୁ କରୋନା ମହାମାରୀକୁ ରୋକିବାରେ ଏହା ଆଉ ଏକ ସଫଳତା ବୋଲି କୁହାଯାଉଛି। ଏହି…
Read More...
Read More...
ମଡ଼ର୍ଣା କରୋନା ଟୀକା ୯୪% ଫଳପ୍ରଦ ବୋଲି ଦାବିକଲା କମ୍ପାନୀ।
ଆମେରିକା : ଆମେରିକାର ଔଷଧ ନିର୍ମାତା ସଂସ୍ଥା ’ମଡ଼ର୍ଣା’ ଦ୍ବାରା ପ୍ରସ୍ତୁତ କୋଭିଡ଼ ଟୀକା ୯୪.୫% ପ୍ରଭାବଶାଳୀ ବୋଲି ଦାବି କରିଛି କମ୍ପାନୀ । କମ୍ପାନୀର ଏହି ଘୋଷଣା ଟୀକା ଆଶାକୁ ବଢ଼ାଇ ଦେଇଛି ଏବଂ ଖୁବ୍ ଶୀଘ୍ର ଏହି ଟୀକା ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ସମ୍ବାଦ…
Read More...
Read More...
ଗଣମାଧ୍ୟମର କଣ୍ଠରୋଧ କରାଯାଉଛି।
ନୂଆଦିଲ୍ଲୀ,୧୬।୧୧: ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ସ୍ବତନ୍ତ୍ରତାରେ ବାଧା ଦେଉଥିବା ତଥା କଣ୍ଠରୋଧକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ବିରୋଧ କରୁଛନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ପ୍ରେସ୍ ଦିବସ ଅବସରରେ ସୋମବାର କହିଛନ୍ତି। ଶାହା…
Read More...
Read More...