banner
Breaking
Browsing Category

ଦେଶ ବିଦେଶ

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ।

ନୂଆଦିଲ୍ଲୀ,୪।୪: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କରୋନା ବୃଦ୍ଧି ଏବଂ ଟିକାକରଣ ଅଭିଯାନ ସହ ଜଡିତ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରାଯାଇଥିଲା। ପରିସ୍ଥିତି ଉପରେ…
Read More...

ଭାରତ ପାଇଁ ବିପଦ ଆଣିପାରେ କରୋନା ନୂଆ ଷ୍ଟ୍ରେନ।

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ଷ୍ଟ୍ରେନ୍‌ ଯୋଗୁ ଆଗାମୀ ଦିନରେ ଭାରତ ଉପରେ ବିପଦ ମାଡ଼ି ଆସୁଛି। ନୂଆ ଷ୍ଟ୍ରେନ୍‌ ୩ ଗୁଣା ଭୟଙ୍କର। ଏହା ଅତି କମ୍‌ ସମୟରେ ଅଧିକ ଲୋକଙ୍କୁ କରୋନାରେ ଆକ୍ରାନ୍ତ କରିବାର ଆଶଙ୍କା ରହିଥିବା ଜନ୍‌ ହାପଙ୍କିସ୍‌…
Read More...

ଓଡିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି।

ଭୁବନେଶ୍ୱର,୨।୪(ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ରାଜଭବନ ଯାଇଛନ୍ତି। ସେଠାରେ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୪.୪୫ ମିନିଟ୍‌ରେ ରାଜଭବନରୁ…
Read More...

ଦୁଇଟି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ।

ନୂଆଦିଲ୍ଲୀ,୧।୪: ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଥିବା ନିର୍ବାଚନ ଆୟୋଗ (ଇସି) ପକ୍ଷରୁ କୁହାଯାଇଛି। ଦୁଇଟି ରାଜ୍ୟରେ ୬୯ଟି ଆସନ ପାଇଁ ୨୧,୧୧୨ ବୁଥ୍‌ରେ ଗୁରୁବାର ଚାଲିଛି ମତଦାନ। ସନ୍ଧ୍ୟା ୫ଟା.୩୦ ସୁଦ୍ଧା…
Read More...

ହସ୍ପିଟାଲରେ ଲାଗିଲା ଭୀଷଣ ନିଆଁ ।

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ବୁଧବାର ସକାଳେ ଭୀଷଣ ନିଆଁ ଲାଗିଛି। ଆଇସିୟୁ ୱାର୍ଡରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ହସ୍ପିଟାଲରେ ଥିବା ସମସ୍ତ ୬୦ ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ୱାର୍ଡକୁ…
Read More...

ରାଷ୍ଟ୍ରପତିଙ୍କ ଆଶୁ ଆରୋଗ୍ୟ କାମନାକଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୩୦/୩ : ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ବାଇପାସ୍‌ ଅପରେସନ୍‌ କରିଥିବା ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପ୍ରାର୍ଥନା କରିଛନ୍ତି।
Read More...

କାମ୍‌ସ ଚାରିଟିର ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ରଙ୍ଗ ବରଷେ । ଓଡ଼ିଶାର ଲୋକକଳାକୁ ବିଶ୍ବବିଦିତ କରିବାର ଅଭିନବ ପ୍ରୟାସ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଆମେରିକାରେ ଥିବା ସ୍ୱେଚ୍ଛାସେବୀ ଓଡିଆ ଅନୁଷ୍ଠାନ କାମ୍‌ସ ଚାରିଟି ପକ୍ଷରୁ ବିଶ୍ୱସ୍ତରୀୟ ସଂଗୀତ କାର୍ଯ୍ୟକ୍ରମ ରଙ୍ଗ ବରଷେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କାମ୍‌ସ ଚାରିଟିର ପ୍ରତିଷ୍ଠାତ୍ରୀ ଅପରାଜିତା ପରିଡା ସ୍ୱାଇଁ (ଜୁଲି) ଏହି ଐତିହାସିକ…
Read More...

ଯାତ୍ରୀମାନଙ୍କୁ ରଙ୍ଗ ନ ମାରିବାକୁ ରେଳ ବିଭାଗର ଅନୁରୋଧ।

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ପ୍ରଭାବ ବଢ଼ିବାରେ ଲାଗିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଅନୁରୋଧ କରାଯାଇଛି। ଦୟାକରି ଯାତ୍ରୀମାନଙ୍କ ଉପରକୁ କେହି ରଙ୍ଗ କିମ୍ବା ବେଲୁନ ପକାନ୍ତୁ ନାହିଁ। ଏହାଦ୍ୱାରା ସେମାନଙ୍କୁ ଆଘାତ ଲାଗିବ ବୋଲି ପଶ୍ଚିମ ରେଳ ବିଭାଗ…
Read More...

ଜାରିହେଲା କରୋନା ଗାଇଡଲାଇନ୍।

ଭୁବନେଶ୍ୱର,୨୩।୩(ଓଡ଼ିଆ ନ୍ୟୁଜ): କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ପୂର୍ବରୁ ବିବାହ ଉତ୍ସବରେ ସର୍ବାଧିକ ଲୋକସଂଖ୍ୟା ୫୦୦ ଥିବା ବେଳେ ଏବେ ଏହାକୁ କମାଇ ୨୦୦ କରାଯାଇଛି। ସେହିଭଳି ଦଶାହ ଏବଂ ଶୁଦ୍ଧିକ୍ରିୟାରେ ୫୦୦ ବଦଳରେ ୫୦ଜଣ ସାମିଲ ହେବାକୁ…
Read More...

୪୫ ବର୍ଷରୁ ଅଧିକ ବ୍ୟକ୍ତି ନେବେ କରୋନା ଟିକା। ଅପ୍ରେଲ ୧ରୁ ପଞ୍ଜିକରଣ ଆରମ୍ଭ।

ନୂଆଦିଲ୍ଲୀ,୨୩।୩: ଆସନ୍ତା ଏପ୍ରିଲ ୧ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୪୫ ଓ ତା’ଠାରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କୁ ଟିକା ଦିଆଯିବ। ଏ ନେଇ କେନ୍ଦ୍ର ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ଯେଉଁମାନଙ୍କ ବୟସ ୪୫ କିମ୍ବା…
Read More...