Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ବାଣିଜ୍ୟ
ନବୀନତମ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ:…
କରୋନା ମହାମାରୀ ଯୋଗୁ ବିଶ୍ୱବ୍ୟାପି ବ୍ୟବସାୟ ପ୍ରତିଷ୍ଠାନର କାରବାରରେ ବାଧା ସୃଷ୍ଟି ହୋଇଛି । ତେବେ ମାଇକ୍ରୋସଫ୍ଟ-ଆଇଡିସି ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ,ନବୀନତମ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ ହୋଇ ପାରିବେ ।…
Read More...
Read More...
ଟାଟା ମୋଟର୍ସର ଭାରତରେ ଦ୍ୱିତୀୟ ଦୀପାବଳି ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ବୃହତମ ବାଣିଜ୍ୟକ ଯାନ ନିର୍ମାତା ଟାଟା ମୋଟର୍ସ ଏହାର ଗ୍ରାହକମାନଙ୍କ ପାଇଁ ଖୁସି ଓ ପାର୍ବଣ ଦିଗୁଣିତ କରିବା ସହିତ ଅଖଣ୍ଡ ସମାରୋହକୁ ସମ୍ପ୍ରସାରିତ କରି ‘ଭାରତର ଦ୍ୱିତୀୟ ଦୀପାବଳି’ ଅଭିଯାନର ଘୋଷଣା କରିଛନ୍ତି । ବିଗତ ବର୍ଷର ବଡ ସଫଳତାର ଖୁସି ପରେ ପାର୍ବଣ ଖୁସିକୁ…
Read More...
Read More...
କିମସରେ ଖୋଲିଲା ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ
ଭୁବନେଶ୍ଵର, ୧୬। ୧୧: କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ…
Read More...
Read More...
ତୃତୀୟ ଥର ପାଇଁ ପୂର୍ବତଟ ରେଳପଥ ପାଇବ ସମ୍ମାନ ଜନକ ପୁରସ୍କାର।
ଭୁବନେଶ୍ୱର,୧୬।୧୧ (ବ୍ୟୁରୋ): ଭାରତୀୟ ରେଳପଥର ସବୁପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥକୁ ସମ୍ମାନଜନକ ‘ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ବେଷ୍ଟ ଜୋନାଲ ରେଲ୍ୱେ ସିଲ୍ଡ -୨୦୨୦’ ମିଳିବ। ଯେକୌଣସି ଜୋନାଲ ରେଳପଥ ପାଇଁ ଏହା ଅତ୍ୟନ୍ତ ସମ୍ମାନଜନକ ଓ…
Read More...
Read More...
ନଭେମ୍ବର ୨ରୁ ୧୭ ଟି ରୁଟରେ ଗଡିବ ମୋ ବସ୍।
ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ନଭେମ୍ବର ୨ରୁ ମୋ-ବସ୍ ୧୭ ରୁଟ୍ରେ ଗଡ଼ିବ। ରୁଟ୍ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୫, ୨୭, ୨୮, ୩୦, ୩୩, ୫୦ ଓ ୭୦ରେ ମୋ-ବସ୍ ଚଳାଚଳ କରିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ ରୁଟ୍ରେ ମୋ-ବସ୍ କେଉଁ…
Read More...
Read More...
ଋଣ ସୁଧ ଫେରାଇବ ବ୍ୟାଙ୍କ।
ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁ ଲୋକମାନେ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଦେଖାଦେବାରୁ ସରକାର ୬ ମାସର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ ଚକ୍ରବୃଦ୍ଧି ସୁଧ ଲଗାଇଥିବା ଦେଖାଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର କରାଯାଇଥିଲା। ଏହି…
Read More...
Read More...
ଗ୍ରାହକ ଅନୁଭୁତି ବର୍ଦ୍ଧନ କରିବା ପାଇଁ ଟାଟା ମୋଟର୍ସ ଲଂଚ କରିଛନ୍ତି ‘ଗ୍ରାହକ ସମ୍ବାଦ ୨୦୨୦’
ଗ୍ରାହକ ଅନୁଭୁତି ବର୍ଦ୍ଧନ କରିବାକୁ ଏବଂ ବିଶ୍ୱ ସ୍ତରୀୟ ଉତ୍ପାଦ ଅଫର କାରିବା ପାଇଁ ଏହାର ପ୍ରତିବଦ୍ଧତାକୁ ମଜଭୁତ କରି ଟାଟା ମୋଟର୍ସ ଭାରତର ବୃହତମ ବାଣିଜ୍ୟକ ଯାନ ନିର୍ମାତା କାରି ୨୩ ରୁ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଗ୍ରାହକ ସମ୍ବାଦ ୨୦୨୦ ଘୋଷଣା କରିଛନ୍ତି । ୧ ନଭେମ୍ବରରୁ…
Read More...
Read More...
ଫେବିଫିରାଭିର କେଉଁମାନେ ଖାଇବେ ଜାଣନ୍ତୁ।
ଭୁବନେଶ୍ୱର,୫ା୧୦(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରାମକ ରୂପ ଧାରଣ କରିଛି। ୮୦ ପ୍ରତିଶତ ଆଂଶିକ ଲକ୍ଷଣ ଥିବା କୋଭିଡ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପସନ୍ଦ କରୁଛନ୍ତି। ଏପରି ସ୍ଥଳେ ସେହି ରୋଗୀମାନଙ୍କୁ ରୋଗ ପ୍ରତିରୋଧ ପାଇଁ ଫାବିପିରାଭିର ଟାବଲେଟ ଖାଇବାକୁ…
Read More...
Read More...
ଏଣିକି ବ୍ୟାଙ୍କ ସୁଧ ଉପରେ ଆଉ ପଡିବନି କମ୍ପାଉଣ୍ଡ ସୁଧ।
ନୂଆଦିଲ୍ଲୀ,୩/୧୦(ବ୍ୟୁରୋ): କରୋନା ମହାମାରୀ ଭୟାବହତା ଭିତରେ ଆସିଲା ଖୁସି ଖବର । ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ପଡିବନି ସୁଧ । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର ।…
Read More...
Read More...
ରୋଷେଇ ଘରର ସାଥୀ ଅଗସ୍ତି ମସଲା ଲୋକାର୍ପିତ। ସ୍ବାସ୍ଥ୍ୟ ପାଇଁ ହିତକାରୀ ହେବ ଅଗସ୍ତି ମସଲା।
ଭୁବନେଶ୍ୱର :- ଜନସାଧାରଣଙ୍କ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ ପାଇଁ ବିଭିନ୍ନ ବୃକ୍ଷ ଲତାରୁ ମଞ୍ଜି,ଫଳ ଓ ମୂଳରୁ ପ୍ରସ୍ତୁତ ଗବେଷଣା ଭିତ୍ତିକ ଅଗସ୍ତି ମସଲା ଭୁବନେଶ୍ୱର ସ୍ଥିତ ନିଗମ କଳ୍ପତରୁ ଆଶ୍ରମରେ କୋଭିଡ ନିୟମକୁ ପାଳନ କରି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଯାଇଛି। ଏହି…
Read More...
Read More...