Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଅପରାଧ
ଛାତରୁ ପଡି ମୃତ୍ୟୁ।
ଭୁବନେଶ୍ୱର,୪।୫(ବ୍ୟୁରୋ): ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ଚନ୍ଦ୍ରମା ଆପାଟମେଣ୍ଟର ୮ ମହଲାରୁ ଡେଇଁ ସୋମବାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିୟୁସି ମୋହନ ମିଶ୍ର(୫୬)।
ମିଳିଥିବା ସୂଚନାନୁଯାୟୀ, ପିୟୁସି ଖାରବେଳନଗର ଥାନା ଅଞ୍ଚଳରେ ରହୁଥିଲେ। ତେବେ କୌଣସି କାରଣକୁ…
Read More...
Read More...
କୋଣାର୍କ ବୋମାମାଡ ଘଟଣାରେ ୬ ଗିରଫ।
ପୁରୀ ,୨୯ା୪(ବ୍ୟୁରୋ ) : ଓଟିଭି ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍ଏସି ୪ ନଂ. ୱାର୍ଡ ବାଲିସାହିସ୍ଥିତ ବାସଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଜଣେ ସରପଞ୍ଚଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ୍, ଗୋଟିଏ ୯ଏମ୍ଏମ୍ ପିସ୍ତଲ ଓ ୨ରାଉଣ୍ଡ…
Read More...
Read More...
ଆଇପିଏସ ପରେ ନକଲି ଆଇଆଇସି ଗିରଫ। ଯୁବତୀଙ୍କୁ ପ୍ରେମ ନିବେଦନ କାଳହେଲା।
ଭୁବନେଶ୍ୱର,୨୫/୪ (ଓଡ଼ିଆ ନ୍ୟୁଜ): ରାଜଧାନୀରେ ଏବେ ନକଲି ପୁଲିସର ମାତ୍ରା ବଢିବାରେ ଲାଗିଛି । ଜଣେ ନକଲି ଲେଡି ଆଇପିଏସ ଅଫିସର ଧରାପଡିବାର ମାତ୍ର କେଇଘଣ୍ଟା ବିତିନି, ଏବେ ଜଣେ ପୁଲିସ ଇନସ୍ପେକ୍ଟର ଓ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି । ଯାହା କମିଶନରେଟ ପୁଲିସ ପାଇଁ ଚିନ୍ତାର ବିଷୟ…
Read More...
Read More...
ରାଜଧାନୀରୁ ମଦ ଜବତ।ବେପାରୀ ଗିରଫ
ଭୁବନେଶ୍ୱର,୨୪/୪(ବ୍ୟୁରୋ): କରୋନା ପାଇଁ ଲକ୍ ଡାଉନ୍ରେ ସମସ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ରାଜଧାନୀରେ ଚାଲିଛି ଖୋଲାଖୋଲି ମଦ ବେପାର । ଭିନ୍ନ ଭିନ୍ନ ଉପାୟରେ ମଦବେପାରୀ ଚଳାଇଛନ୍ତି ବେଧଡ଼କ କାରବାର । ନୂଆପଲ୍ଲୀ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ଆଇଆରସି ଭିଲେଜସ୍ଥିତ ଏକ ଘରେ ଚଢ଼ଉ…
Read More...
Read More...
ଏଥର ସାମାଜିକ ଦୂରତା ରକ୍ଷା ନକଲେ କାର୍ଯ୍ୟାନୁଷ୍ଠାନ।
ଭୁବନେଶ୍ୱର,୬/୪(ଓଡ଼ିଆ ନ୍ୟୁଜ) : ରାଜଧାନୀ ଭୁବନେଶ୍ୱରରୁ ରବିବାର ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ଟ୍ବିଟ କରି ଜଣାଇବାସହ ସାମାଜିକ ଦୂରତାର ଉଲ୍ଲଂଘନକଲେ ଅପରାଧିକ କାଯ୍ୟକଳାପ ଭାବେ ଗ୍ରହଣ କରାଯାଇ ଦଣ୍ଡବିଧାନ…
Read More...
Read More...
ପଶ୍ଚିମେଶ୍ବର ମନ୍ଦିର ପରିସରରେ ଚିକେନ ରାନ୍ଧି ପୂଜକ ଗିରଫ।
ତାଳଚେର,୩୦।୩(ବ୍ୟୁରୋ): ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩ ଜଣ ପୂଜକଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଳଚେର ଥାନାରେ କେସ୍ ନଂ୧୧୭/୨୦ରେ ଏକ ମାମଲା ରୁଜୁ…
Read More...
Read More...
ରାଜଧାନୀରେ ବେଲଗାମ ଅପରାଧୀ।
ଭୁବନେଶ୍ୱର, ୪/୩ (ଓଡ଼ିଆ ନ୍ୟୁଜ) ରାଜଧାନୀରେ ବେପରୁଆ ଅପରାଧୀ। ଉଇ କେୟାର ଉଇ ଡେୟାର ନାରା ଦେଉଥିବା କମିଶନରେଟ ପୋଲିସକୁ ଦିନ ଦିପହରେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। ଗତ କିଛିଦିନ ତଳେ ଇମ୍ଫୋସିସ ଥାନା ଅଧିନରେ ଯୁବତୀଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଲୋକଙ୍କ ମନରୁ ଲିଭି ନାହିଁ।…
Read More...
Read More...
ବାଙ୍କୀ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଗିରଫ।
ବାଙ୍କୀ : :ବାଙ୍କୀ ନିଆଗାଁ ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମି ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ହତ୍ୟା ଘଟଣାରେ ବାଙ୍କୀ ପୁଲିସ୍ ଇତି ମଧ୍ୟରେ ୪ ଜଣଙ୍କୁ ଗିରଫ କରିଥିବାବେଳେ ଗତ କାଲି ଅନ୍ୟତମ ଅଭିଯୁକ୍ତ ବୋଲି କୁହାଯାଉଥିବା ଖଜୁରିପଦା…
Read More...
Read More...
ଜଘନ୍ୟ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ।
ଭୁବନେଶ୍ୱର,୨୫|୦୨: ବହୁଚର୍ଚ୍ଚିତ ନୟାପଲ୍ଲୀ ଆଇଆରସି ଭିଲେଜ ଉଷଶ୍ରୀ ହତ୍ୟା ଘଟଣାରେ ଆଜି ଖୋର୍ଧା କୋର୍ଟ ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୨୦୧୩ରେ ସୋମନାଥ ନିଜ ପତ୍ନୀ ଉଷଶ୍ରୀଙ୍କୁ ହତ୍ୟା କରିବା ପରେ ପ୍ରାୟ ୩୦୦ ଖଣ୍ଡ କରି ଟିଫିନରେ ରଖିଥିଲେ।…
Read More...
Read More...
ପ୍ରେମ ଫାସରେ ପୋଲିସ ନା ବିଲଡ଼ର।
ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଯୁବତୀଙ୍କୁ ବଳାତ୍କାର କରି ଏହାର ଭିଡିଓ ଦେଖାଇ ବ୍ଲାକ୍ମେଲ୍ କରିବା ଓ ୨୦ଲକ୍ଷ ଠକିନେବା ଅଭିଯୋଗରେ ସୋମବାର ଗିରଫ ହୋଇଛନ୍ତି ବିଏସ୍ଏଫ୍ ଡିଏସ୍ପି ମନୋଜ କୁମାର ମହାକୁଡ଼। ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ…
Read More...
Read More...