banner
Breaking
Browsing Category

ଅପରାଧ

କ୍ରାଇମବ୍ରାଞ୍ଚର ଜେରା ଆରମ୍ଭ।

ଭୁବନେଶ୍ୱର,୩୧ା୭(ଓଡ଼ିଆ ନ୍ୟୁଜ): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛି ଦିନ ବିତିଗଲାଣି । କିନ୍ତୁ ଏହି ମାମଲାର ପର୍ଦ୍ଦାଫାସ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ତେଣୁ ଗତକାଲି ପୋଲିସ ଡିଜି ଅଭୟ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଜି ଆଦିତ୍ୟଙ୍କ ମୃତ୍ୟୁ…
Read More...

ସୁଶାନ୍ତ ସି° ରାଜପୁତଙ୍କ ମୃତ୍ୟୁ ମମଲାରେ ନୂଆ ମୋଡ।

ମୁମ୍ବଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଧାରଣ କରିଛି। ସଦ୍ୟତମ ଖବର ଅନୁଯାୟୀ, ସୁଶାନ୍ତଙ୍କ ପିତା  ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାୟର କରିଛନ୍ତି।  ସୁଶାନ୍ତଙ୍କ ପିତା ଏଫଆଇଆରରେ…
Read More...

ପରିବା ଦୋକାନରେ ରଶି ଲଗାଇ ଝୁଲିଲେ ଯୁବକ।

ଜଗତସିଂହପୁର,(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ସଅଁରା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଅଁରା ଗ୍ରାମର ଧନେଶ୍ୱର ମହାନ୍ତିଙ୍କର ସାନ ପୁଅ ଅଜୟ କୁମାର ମହାନ୍ତି ସଅଁରା ବଜାରଠାରେ ଥିବା ନିଜ ପରିବା ଦୋକାନରେ ବେକରେ ରଶି ଲଗାଇ ଝୁଲି…
Read More...

କାଲିଠାରୁ ନିୟମ କଡାକଡି। ରହିବ ନାହିଁ ସଟଡାଉନ।

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ୪ଜିଲା ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗତଥର ଅପେକ୍ଷା ଏହି ଲକ୍‌ଡ଼ାଉନ୍‌ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍‌ କରି ସୂଚନା…
Read More...

ମାଓପ୍ରବଣ ତାଲିକାରୁ ୫ଟି ଜିଲ୍ଲା ବାଦ ପଡିଲା।

ଭୁବନେଶ୍ବର,୧୦/୭(ବ୍ୟୁରୋ) : ରାଜ୍ୟ ସରକାର ଶୁକ୍ରବାର ୫ଟି ଜିଲାକୁ ମାଓବାଦୀ ହିଂସା ମୁକ୍ତ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲା ସମେତ ଦେବଗଡ଼ ଓ ବୌଦ୍ଧ ଏବଂ ନୟାଗଡ଼ ଓ ଅନୁଗୋଳ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ନିରାପତ୍ତା ସଂପର୍କୀତ ଖର୍ଚ୍ଚ (ଏସଆରଇ) ସ୍କିମ…
Read More...

ଆଦିତ୍ୟ ଦାସଙ୍କ ମୃତ୍ୟୁ ନେଲା ନୂଆ ମୋଡ

ଭୁବନେଶ୍ୱର,୯।୭(ବ୍ୟୁରୋ): ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଗୁରୁବାର ଜିଆର୍‌ପି ଥାନାରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କ ସଂଗଠନ ‘ପିପୁଲ୍‌ସ ଫର୍‌ ସେବା’ର…
Read More...

କୁଆଡେ ଗଲେ ବାଲେଶ୍ବର ଥାନା ଅଧିକାରିଣୀ।

ବାଲେଶର ,୪।୭: ବାଲେଶ୍ୱର ଟାଉନ ଥାନା ଅଧିକାରିଣୀ ସରୋଜିନୀ ନାୟକ ଗତ ୧ରୁ ଫେରାର ଥିବା ଅଭିଯୋଗ ହୋଇଛି। ତାଙ୍କୁ ଫୋନ କଲେ ଫୋନ ଉଠାଉନାହାନ୍ତି। ଏପରିକି ଅନେକ ସମୟରେ ତାଙ୍କ ମୋବାଇଲ ବନ୍ଦ ଥିବା ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି। କିନ୍ତୁ ଶୁକ୍ରବାର ମଧ୍ୟାହ୍ନ ୧ଟାରୁ…
Read More...

ନକଲି ସାମ୍ବାଦିକଙ୍କ ଅଭିନେତ୍ରୀଙ୍କୁ ବ୍ଲାକମେଲ।

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ନକଲି ସାମ୍ବାଦିକଙ୍କ ଅଭିନେତ୍ରୀଙ୍କୁ ବ୍ଲାକମେଲ।। ଗତ ସପ୍ତାହରେ କଟକର ଜଣେ ଯୁବକ ଓଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ଫେସ୍‌ବୁକ୍‌ରେ ଯୋଗାଯୋଗ କରି ନିଜକୁ ଫିଲ୍ମ ରିପୋର୍ଟର ପରିଚୟ ଦେଇଥିଲେ। ଅଭିନେତ୍ରୀଙ୍କ ଏକ ଇଣ୍ଟରଭ୍ୟୁ ନେବା ପାଇଁ ତାଙ୍କ ଫୋନ୍‌ ନମ୍ବର…
Read More...

ଜଗତସିଂହପୁରରେ ଟିକ୍ ଟକ୍ କରି ନଦୀରେ ବୁଡିଗଲେ ଛାତ୍ରୀ।

ଜଗତସିଂହପୁର,୨୩/୬(ବ୍ୟୁରୋ): ଚୀନ୍ ମୋବାଇଲ୍ ଆପ୍ ଟିକ୍ ଟକ୍ ବ୍ୟବହାର ନ କରିବା ପାଇଁ ଅନେକ ଦାବି ହେଉଛି ତଥାପି ଯୁବପିଢ଼ି ଚେତୁ ନାହାନ୍ତି । ଟିକ୍ ଟକ୍ ଭିଡ଼ିଓ ସୁଟିଂ କରିବା ବେଳେ ଜଗତସିଂହପୁର ଜିଲାର ଜଣେ ଛାତ୍ରୀ ଆଜି ନଦୀକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି । ଘଟଣାଟି ଘଟିଛି ମାଛଗାଁ…
Read More...

ଖୋର୍ଦ୍ଧାରେ ଫୁଟିଲା ଗୁଳି।

ଖୋର୍ଦ୍ଧା,୧୪/୬(ବ୍ୟୁରୋ) ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆର ଆଦିବାସୀ ସାହିରେ ଫୁଟିଛି ଗୁଳି। ଗୁଳିମାଡ଼ରେ ମାନ ପ୍ରଧାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବ୍ରାଉନ ସୁଗାର ବ୍ୟବସାୟୀ ମାନ ପ୍ରଧାନକୁ ଆଜି ସକାଳୁ…
Read More...