Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
ଖୋଲିଲା ଭିତରକନିକା।
କେନ୍ଦ୍ରାପଡ଼ା : ଆଜି ଠାରୁ କେନ୍ଦ୍ରାପଡ଼ା ସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ମିଳିବ ନାହିଁ। କୋଭିଡ଼ କଟକଣା ଓ ଗାଇଡ଼ଲାଇନ ସଠିକ ଓ କଡାକଡି ଭାବେ ପାଳନ କରାଯିବ। ବର୍ତ୍ତମାନ କେବଳ କଟେଜରେ ରାତ୍ରୀଯାପନ…
Read More...
Read More...
ତିର୍ତ୍ତୋଲ ଛାତ୍ର ବିଜେଡିର ବିଜୟଙ୍କୁ ବିପୁଳ ସମର୍ଥନ।
ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ ତିର୍ତ୍ତୋଲର ରାଜନୈତିକ ପାଣିପାଗ ଉଷ୍ମ ହୋଇଉଠିଛି।ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ତଥା ଜିଲ୍ଲା ଛାତ୍ର ବିଜେଡିର ସାଧାରଣ ସଂପାଦକ ବିଜୟ ଶଙ୍କର ଦାସଙ୍କୁ ଏଠାରେ ପାର୍ଥୀ କରାଯିବ ବୋଲି ଆଭାସ ମିଳିଛି,ଏଣେ…
Read More...
Read More...
ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ବରିଷ୍ଠ ସମ୍ବାଦିକ ସ୍ୱର୍ଗତଃ ବିଜୟ ପଟ୍ଟନାୟକଙ୍କୁ ଭାବବିହ୍ୱଳ…
ଭୁବନେଶ୍ୱର:–ବରିଷ୍ଠ ସାମ୍ବାଦିକ, ଭଗବତପ୍ରେମୀ, ପରୋପକାରୀ, ଦୟାଶୀଳ ଭାବନା ସରଳଜୀବନ ଶୈଳୀ, କର୍ମଚାରୀ ବତ୍ସଳ ଅଧିକାରୀ ତଥା ରାଜ୍ୟର ଅଗ୍ରଣୀ ଓଡିଆ ସମ୍ବାଦପତ୍ର ଦୈନିକ ସମ୍ବାଦର ମୁଦ୍ରକାର, ପ୍ରକାଶକ ସ୍ୱର୍ଗତଃ ବିଜୟ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ…
Read More...
Read More...
ନଭେମ୍ବର ୩ରେ ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ।
ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏ ନେଇ ତାରିଖ ଘୋଷଣା କରାଯାଇଛି।
ଅକ୍ଟୋବର ୯ ତାରିଖରେ ଉପ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୬…
Read More...
Read More...
ବିଦ୍ୟୁତ ବିଲ୍ ବୃଦ୍ଧି ପାଇଁ ଯୁବ କ୍କ°ଗ୍ରେସର ବିକ୍ଷୋଭ।
ଭୁବନେଶ୍ୱର,୨୯/୯(ଓଡ଼ିଆ ନ୍ୟୁଜ): ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦ ଓ ଫ୍ରାଞ୍ଚାଇଜି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡ ସମ୍ମୁଖରେ ସମସ୍ତ କୋଭିଡ୍ ନିୟମର ପାଳନ ପୂର୍ବକ…
Read More...
Read More...
ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରେଖା ଲୋହାନୀ।
ଭୁବନେଶ୍ୱର,୨୯।୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ୧୯୯୭ ବ୍ୟାଚ୍ର ଆଇପିଏସ୍ ଅଫିସର ରେଖା ଲୋହାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ ସେବା ଭବନରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...
Read More...
ଭୁବନେଶ୍ୱରରେ ଆଜି ୩୪୨ ପଜିଟିଭ ଚିହ୍ନଟ ଓ ୩୨୧ ସୁସ୍ଥ।
ଭୁବନେଶ୍ୱର, ୨୮।୯(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩୪୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩୧ ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସୂଚନା…
Read More...
Read More...
କୁଆଖାଇ ବ୍ରୀଜରେ ୬ ଦିନ ଯାତାୟତ ବନ୍ଦ।
ଭୁବନେଶ୍ବର,୨୨/୯(ଓଡ଼ିଆ ନ୍ୟୁଜ): ଜାତୀୟ ରାଜପଥ ନଂ-୧୬ର ଦ୍ବୖେତନଗରୀରେ ଭୁବନେଶ୍ବରରୁ କଟକ ଯିବା ବେଳେ କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍ ଏବଂ ମହାନଦୀର ମଝି ବ୍ରିଜ୍ରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ୟ୍ୟ କରାଯିବାକୁ…
Read More...
Read More...
ସତ୍ୟନଗର ଲେଡିଜଫୋରମ୍ ପକ୍ଷରୁ ମାସ୍କ ବଣ୍ଟନ।
ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ସ୍ଥାନୀୟ ଫୁଟପାଥ୍ ବ୍ୟବସାୟୀଙ୍କୁ ମାସ୍କ ଓ ସାବୁନ୍ ବଣ୍ଟନ କରାଯାଇଛି। ଫୋରମର ସମ୍ପାଦିକା ଅନୁରାଧା ଦାଶଙ୍କ ନେତୃତ୍ୱରେ ଏହି ସେବା କାର୍ଯ୍ୟରେ ଅନେକ ସ୍ବେଚ୍ଛାସେବୀ ଯୋଗଦେଇଥିଲେ। କରୋନା ମହାମାରୀ ଆରମ୍ଭରୁ ଲେଡିଜ୍…
Read More...
Read More...
ଭୁବନେଶ୍ୱର ସ୍ଥିତି ଅତି ଗମ୍ଭୀର। ମାଳମାଳ ଲକ୍ଷଣଯୁକ୍ତ
ଭୁବନେଶ୍ୱରରେ ଏବେ ଦିନକୁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ, ପ୍ରକୃତ ଚିତ୍ର ସମ୍ଭବତଃ ସେଇଆ ନୁହେଁ । କାରଣ ଆକ୍ରାନ୍ତ ଯେତିକି, ସନ୍ଦିଗ୍ଧଙ୍କ ସଂଖ୍ୟା ତା’ଠାରୁ ଢେର ଅଧିକ । ପ୍ରାୟତଃ ଘରେ ଘରେ ଏବେ ଜ୍ୱର, କାଶ ରୋଗୀ । ମାଳମାଳ ଲୋକଙ୍କଠାରେ କରୋନା ଲକ୍ଷଣ ବାହାରୁଛି ।…
Read More...
Read More...