banner
Breaking

ରାଜ୍ୟ ସ୍ତରରେ ଚମ୍ପିଆନ୍ ହୋଇ ଜାତୀୟ ସ୍ତରକୁ ମନୋନୀତ ୧୪ ବର୍ଷରୁ କମ କବାଡି ପ୍ରତିଯୋଗୀତା

ଭୁବନେଶ୍ୱର : କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଓଡିଶା ଭୁବନେଶ୍ୱର ରିଜନରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୪ ବର୍ଷରୁ କମ୍ ମହିଳା କବାଡି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ପ୍ରତ୍ୟେକ କେନ୍ଦରୀୟ ବିଦ୍ୟାଳୟର ଟିମ୍ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୨…
Read More...

ଓଡିଶାକୁ ୧୦ ସ୍ୱର୍ଣ୍ଣ,୪ ରୌପ୍ୟ ଓ ୬ କାଂଶ୍ୟ ପଦକ ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ ଚମ୍ପିଆନସିପ୍‌

ଭୁବନେଶ୍ୱର: ଟୋଙ୍ଗ-ଇଲ୍‌-ମୁଁ-ଡୁ ଫେଡେରେସନ୍ ପକ୍ଷରୁ ଅନୁଷ୍ଠିତ ଅଷ୍ଟମ ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ ଚମ୍ପିଆନ୍‌ସିପରେ ଓଡିଶା ୧୦ଟି ସ୍ୱର୍ଣ୍ଣ ୪ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ଜିତି ଦ୍ୱିତୀୟ ସ୍ଥାନ ହାସଲ କରିଛି । ମହାରଷ୍ଟ୍ରର ଇଷ୍ଟିମେଡ୍ ଡିଭାଇନ୍ ସ୍ପୋର୍ଟସ କମ୍ପେ୍ଲକ୍ସ,…
Read More...

କମ୍ରେଡ କ୍ଷେତ୍ରବାସୀ ପ୍ରଧାନଙ୍କ ପରଲୋକ

କେନ୍ଦ୍ରାପଡା : ବରିଷ୍ଠ ରାଜନେତା କମ୍ରେଡ କ୍ଷେତ୍ରବାସୀ ପ୍ରଧାନଙ୍କର ୭୮ ବର୍ଷ ବୟସରେ କଟକ ଏସସିବି ହସ୍ପିଟାଲରେ ପରଲୋକ ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ଗ୍ରମ ପାୟତର ଚନ୍ଦନନଗର ନିବାସୀ ଶ୍ରୀଯୁକ୍ତ ପ୍ରଧାନ ଚାରିଦିନ ତଳେ ରାତିରେ ଖାଇପିଇ ସାରି ଶୋଇବାକୁ ଯିବା ସମୟରେ…
Read More...

ଡିଷ୍ଟ୍ରିକ୍ଟ ସେର ପୂଜା କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଡଷ୍ଟ୍ରିକ୍ଟ ସେର ପୂଜା କମିଟି ପକ୍ଷରୁ ଭସାଣି ମହୋତ୍ସବ ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ମହୋତ୍ସବ ଦୁର୍ଗା ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉର ଭୁବନେଶ୍ୱର ଭସାଣି ଉତ୍ସବରେ ଉର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଳରୁ ପ୍ରାୟ ୨୩ ଟି ମେଢ ଅଂଶଗ୍ରହଣ…
Read More...

ଉତ୍ତର ଭୁବନେଶ୍ୱରରେ ଭସାଣି ମହୋତ୍ସବ, ଭାଇଚାରାର ମନ୍ତ୍ରରେ ବିଦାୟ ନେଲେ “ମା”

ଭୁବନେଶ୍ୱର : ଓଡିଶାର ବଡପର୍ବ ଦଶହରା ଉତ୍ସାହର ସହ ଶେଷ ହୋଇଛି । ଦୁଇବର୍ଷ କରୋନା ମହାମାରୀ କାରଣରୁ ନିରାଡମ୍ବରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ମହାଆଡମ୍ବରରେ ପାଳିତ ହୋଇଛି । ଓଡିଶାର କୋଣ ଅନୁକୋଣରେ ଥିବା ପୂଜା ମଣ୍ଡପରେ ଷଷ୍ଠୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ପାଉଥିବା…
Read More...

ଅଷ୍ଟମ ଟୋଙ୍ଗ- ଇଲ୍‌- ମୁଁ -ଡୁ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ରେ ଓଡିଶାରୁ ୩୫ ଜଣଙ୍କ ଅଂଶଗ୍ରହଣ

ଭୁବନେଶ୍ୱର : ଟୋଙ୍ଗ-ଇଲ୍‌-ମୁଁ-ଡୁ ଫେଡେରେସନ୍ ପକ୍ଷରୁ ଅଷ୍ଟମ ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ ଚମ୍ପିଆନ୍‌ସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ମହାରଷ୍ଟ୍ରର ଇଷ୍ଟିମେଡ୍ ଡିଭାଇନ୍ ସ୍ପୋର୍ଟସ କମ୍ପେ୍ଲକ୍ସ, ମିନତାଇ ଠାକେର୍ ଷ୍ଟାଡିୟମ, ହିରାଓାଡି, ପଞ୍ଚବାଟି ଓ ନାସିକ ଷ୍ଟାଡିୟମ ଠାରେ ୮…
Read More...

ଆଇବିଏମ କନ୍ସଲ୍ଟିଂ ପକ୍ଷରୁ ଭୁବନେଶ୍ୱରରେ ନୂତନ କ୍ଲାଏଂଟ ଇନୋଭେଶନ ସେଂଟର ଖୋଲିଲା

ଭୁବନେଶ୍ୱର : ଆଇବିଏମ୍ (ଏନୱାଇଏସଇ: ଆଇବିଏମ) ଆଜି ଭାରତର ଭୁବନେଶ୍ୱରରେ ଏହାର ନୂତନ ଆଇବିଏମ କ୍ଲାଏଂଟ ଇନୋଭେଶନ ସେଂଟର (ସିଆଇସି) ଖୋଲିବାକୁ ଘୋଷଣା କରିଛି । ଦେଶର ଉଦୀୟମାନ ସହରଗୁଡିକରେ ଉପଲବ୍ଧ ବିବିଧ ତଥା ସମୃଦ୍ଧ ପ୍ରତିଭାଙ୍କ ନିକଟରେ ପହଂଚିବା ପାଇଁ ଆଇବିଏମ ପ୍ରୟାସ କରୁଛି ।…
Read More...

ଜୟ ଜଗନ୍ନାଥ ପରିବାର ପକ୍ଷରୁ ମହାପ୍ରସାଦ ବଣ୍ଟନ

ଭୁବନେଶ୍ୱର ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଲୋକଙ୍କ ପାଖରେ ପହଞ୍ଚେଇବାର ସଂକଳ୍ପ ନେଇ ଗଢି ଉଠିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ପରିବାର ପକ୍ଷରୁ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଅଷ୍ଟମୀ ଦିନ ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂ ବୋର୍ଡ କଲୋନୀ ଠାରେ…
Read More...

କର୍ପୋରେଟର ଜୟନ୍ତୀ ସାହୁଙ୍କ ସଫେଇ କର୍ମଚାରୀଙ୍କୁ ନିଆରା ଢଙ୍ଗରେ ପୁଜାଭେଟି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ସପ୍ତମ ବାଟାଲିୟନ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ୧୫୦ ଜଣ ସଫେଇ କର୍ମଚାରୀଙ୍କୁ…
Read More...

ଆଜି ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢ଼େ ୫ଟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗେ ଦେବେ। ଏହି ବୈଠକରେ କ୍ୟାବିନେଟର ୧୦ରୁ ଅଧିକ ପ୍ରସ୍ତାବକୁ ମଞ୍ଜୁରୀ…
Read More...