ବିଜେପୁରରେ ବିଜେପିର ପ୍ରାର୍ଥୀ ହେବେ ବରିଷ୍ଠ ନେତା ।
ଭୁବନେଶ୍ୱର,(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଆସନ୍ତା ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ହେବା ନେଇ ଶନିବାର ଘୋଷଣା ହୋଇଛି। ଏହାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଭାଜପା ଉକ୍ତ ଆସନରେ ବାଜିମାତ୍ କରିବ…
Read More...
Read More...