banner
Breaking

ମା କାଳୀ କୁ ହରାଇ ସହିଦନଗର ଚମ୍ପିୟାନ। ଅଜିତ ମେମୋରୀଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

ଭୁବନେଶ୍ୱର,୧୬/୧୨(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁରର ବିଡିଏ କଲୋନୀ ଠାରେ ଅନୁଷ୍ଠିତ ଅଜିତ ମେମୋରୀଆଲ ଦିବାରାତ୍ର ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବରଗଡ ମା କାଳୀ କ୍ରିକେଟ ଟିମକୁ ହରାଇ ସହିଦନଗର ଚମ୍ପିୟାନ ହୋଇଛି। ବିଡିଏ ୟୁଥକ୍ଲବ ପକ୍ଷରୁ ଶନିବାର ଠାରୁ ଏହି…
Read More...

ପାନ-ଆଧାର ସ°ଯୋଗ ବାଧ୍ୟତାମୂଳକ।

ନୂଆଦିଲ୍ଲୀ,୧୬/୧୨: ଚଳିତ ବର୍ଷ ଶେଷ ସୁଦ୍ଧା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌)ର ଆଧାର ସହ ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ରବିବାର ଆୟକର ବିଭାଗ ପକ୍ଷରୁ ଏ ନେଇ ଏକ ନୋଟିସ ଜାରି କରାଯାଇଛି। ଏକ ଉନ୍ନତ ଭବିଷ୍ୟତ ଗଠନ ସହ ନିରନ୍ତର ସେବା ଗ୍ରହଣ ଲାଗି ୩୧ ଡିସେମ୍ବର ପୂର୍ବରୁ ସଂଯୋଗ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସ୍ବଗୃହୀ ଚନ୍ଦ୍ର ଯୋଗୁ କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକମାନଙ୍କୁ ଦାୟୀ କରିବେ। ମାତ୍ରାଧିକ ଭ୍ରମଣ, ଆପୋସ ଆଲୋଚନା ଦ୍ୱାରା…
Read More...

ପୂର୍ବତନ କର୍ପୋରେଟର ରଂଜନ ଜେନାଙ୍କ ସ୍ମୃତିଚାରଣ ସଭା

ଭୁବନେଶ୍ୱର,୧୪/୧୨ ନୀଳାଦ୍ରି ବିହାରର ପୂର୍ବତନ କର୍ପୋରେଟର ତଥା ସମାଜସେବୀ ସ୍ୱର୍ଗତ ରଂଜନ କୁମାର ଜେନାଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା ନୀଳାଦ୍ରି ବିହାର ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁଧାଂଶୁ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ…
Read More...

ବ୍ରିଜ ଅଫ ହୋପ ପକ୍ଷରୁ ଆଗୁଆ ଯୀଶୁଙ୍କ ଜନ୍ମଦିନ ପାଳନ ଓ କମ୍ବଳ ବଣ୍ଟନ।

ଭୁବନେଶ୍ୱର,୧୫ା୧୨(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ବିଡିଏ କଲୋନି ସ୍ଥିତ ସିୟନ ଶ୍ରମିକ ବସ୍ତି ଠାରେ ବ୍ରିଜ ଅପ ହୋଫ ତରଫରୁ ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନ ଆଗୁଆ ପାଳନ କରାଯାଇଛି । ଆଜି ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ ଓ ପରିବେଷ ବିଭାଗର ଉପ ସଚିବ ଭାସ୍କର ଚନ୍ଦ୍ର…
Read More...

ବ୍ରହ୍ମାକୁମାରୀଜ୍ ପଟିଆ ସେବା କେନ୍ଦ୍ରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୫/୧୨(ଓଡ଼ିଆ ନ୍ୟୁଜ) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପଟିଆ ସେବା କେନ୍ଦ୍ରର ୧୧ତମ ବାର୍ଷିକ ଉତ୍ସବ ସହ ନବ ଯୁଗ ପରିବର୍ତକ ଶିଳ୍ପୀକା ପୂଜ୍ୟ ପିତାଶ୍ରୀ ବ୍ରହ୍ମା ବାବାଙ୍କର ୧୪୩ତମ ଜନ୍ମ ଦିବସ (ସାକାର ବାବା ଅବତରଣ ଦିବସ) ପଟିଆ ସେବା କେନ୍ଦ୍ର ପରିସରରେ…
Read More...

ସୈନିକସ୍କୁଲ ଓ ଓଡିଶା ଖଣିନିଗମ ମିଳିତ ସହଯୋଗରେ ବିଜୁ ସ୍ମୃତି ତଥା ଫିଟ୍ ଇଂଡ଼ିଆ ଗଣଦୌଡ଼ ଅନୁଷ୍ଠିତ ।

ଭୁବନେଶ୍ୱର,୧୫/୧୩(ଓଡ଼ିଆ ନ୍ୟୁଜ) ଓଡିଶାର ପ୍ରବାଦ ପୁରୁଷ ଏବଂ ସୈନିକସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସୈନିକସ୍କୁଲ ପୁରାତନ ଛାତ୍ର ସଂସଦ ଏବଂ ଓଡିଶା ଖଣି ନିଗମର ମିଳିତ ସହଯୋଗରେ ସୈନିକସ୍କୁଲ ଠାରେ ଆଜି ସକାଳ ୬.୩୦ରେ ଫିଟ୍…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସ୍ବଗୃହୀ ଚନ୍ଦ୍ରଙ୍କ ପ୍ରଭାବରେ ପ୍ରତ୍ୟୁଷ ଯାତ୍ରା, ଆନୁଷ୍ଠାନିକ କାମ, ପାର୍ଟି ପିକ୍‌ନିକ୍‌ କ୍ଷେତ୍ରରୁ ଆନନ୍ଦ ପାଇପାରନ୍ତି। ସାମାଜିକ ସ୍ତରରେ କର୍ତ୍ତବ୍ୟନିଷ୍ଠା, ସହଯୋଗ ମନୋବୃତ୍ତିଜନିତ ପରୋକ୍ଷ ପ୍ରଶଂସା ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ ଏବଂ ସଭାସମିତି…
Read More...

ଅଜିତ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାାଟିତ

ଭୁବନେଶ୍ୱର,୧୪/୧୨(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ବିଡିଏ ୟୁଥ୍ ଆସୋସିଏସନ୍ ପକ୍ଷରୁ ଅଜିତ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ…
Read More...

କଟକ ବାଲିଯାତ୍ରା ପଠା ହେବ ଆକର୍ଷଣୀୟ ସ୍ଥଳ।

କଟକ, ୧୪ା୧୨(ଓଡ଼ିଆ ନ୍ୟୁଜ): କଟକର ବାଲିଯାତ୍ରା ପଠାରେ ଦେଖିବାକୁ ମିଳିବ ଗୁଜରାଟର ସାବରମତି ରିଭରଫ୍ରଣ୍ଟ ଭଳି ପ୍ରକଳ୍ପ। ବାଲିଯାତ୍ରା ତଳପଡ଼ିଆରୁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ସାମ୍ନା ପର୍ଯ୍ୟନ୍ତ ମହାନଦୀ ପଠାର ୪୦୦ ଏକର ପରିମିତ ଜାଗାକୁ ଚିହ୍ନଟ କରାଯାଇଛି। ଏଠାରେ ସ୍ପୋଟର୍‌ସ…
Read More...