banner
Breaking

ଶୁକ୍ରବାର ଦିନ କଟକ ଷ୍ଟେସନ ଯିବନାହିଁ ଟ୍ରେନ।

ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ଗୁରୁଡ଼ିଝାଟିଆ ରେଳ ଷ୍ଟେଶନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଶୁକ୍ରବାର ୪ଟି ଟ୍ରେନ ନରାଜ ଷ୍ଟେଶନ ଦେଇ ଚଳାଚଳ କରିବ। ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ, ୧୨୮୩୨ ଭୁବନେଶ୍ୱର-ଧାନବାଦ ଗରିବ ରଥ ଏକ୍ସପ୍ରେସ, ୧୮୪୫୨ ପୁରୀ-ହାଟିଆ ତପସ୍ବିନୀ…
Read More...

ଓଡିଶାରେ ହେବ ନୂତନ ଆଇଟି ହବ୍। ଅଣ୍ଟା ଭିଡିଲେ ଯୁବସେବା ମନ୍ତ୍ରୀ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ଓଡ଼ିଶାକୁ ସୂଚନା ପ୍ରଯୁକ୍ତି ବିଦ୍ୟା(ଆଇଟି) ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ବିଭିନ୍ନ ଦେଶୀ ଏବଂ ବିଦେଶୀ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ ଓ ଉତ୍ସାହିତ କରାଯାଉଛି। ଏହି କ୍ରମରେ ରାଜ୍ୟ ଇଲେକ୍‌ଟ୍ରୋନିକ୍ସ ଏବଂ…
Read More...

ନୂଆ ମୋଟରଯାନ ଆଇନ ଲାଗୁପରେ କମିଛି ଦୁର୍ଘଟଣା।

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ମୋଟର ଯାନ ଆଇନ କଡାକଡି ହେବା ପରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୪.୭ ପ୍ରତିଶତ କମିଛି। ମୃତ୍ୟୁହାର ୧୨% କମିଛି। ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରୁ ଏହି ସୂଚନା…
Read More...

ଓଡିଶାକୁ ଅଧିକ ଆନ୍ତର୍ଜାତିକ ବିମାନ ଚଳାଯାଉ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ସଂଯୋଗ ଓ ଘରୋଇ ବିମାନ ଚଳାଚଳକୁ ଆହୁରି ବ୍ୟାପକ କରିବା ପାଇଁ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଅନ୍ତର୍ଜାତୀୟ ବିମାନ ସେବା ପାଇଁ…
Read More...

ଡିସେମ୍ବର ୨୬ ରେ ସୂର୍ଯ୍ୟ ପରାଗ। କେତେବେଳେ କଣ ପଢନ୍ତୁ।

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖ ଗୁରୁବାର ଦିନ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବ। ପୌଷମାସର କୃଷ୍ଣ ଅମାବାସ୍ୟା ତିଥିରେ ପଡୁଥିବା ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ। ଏଥର ପୂର୍ଣ୍ଣଗ୍ରାସ ହେବ ନାହିଁ ଆଂଶିକ ସୂର୍ଯ୍ୟପରାଗ ହେବ। ଭାରତରେ ସୂର୍ଯ୍ୟପରାଗ ଲାଗିବା ପୂର୍ବରୁ ପାକ ନିଷିଦ୍ଧ…
Read More...

ଶିଶୁ ବଳତ୍କାରୀକୁ ମିଳିଲା ଫାଶୀ ଦଣ୍ଡ।

କେନ୍ଦୁଝର: ଶିଶୁ ବଳତ୍କାରୀଙ୍କୁ ମିଳିଲା ଫାଶୀ ଦଣ୍ଡ। ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସୁନୀଲ ନାଏକକୁ ଗୁରୁବାର ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଛି। ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‍ ଲୋକନାଥ ସାହୁ ଏହି ଦଣ୍ଡାଦେଶ ଦେଇଛନ୍ତି। ପୋକ୍ସୋ ଆଇନ୍‍ ଆଧାରରେ ୨୮ ଜଣ…
Read More...

ଉଛେଦ ହେଲା ବିଜୁବାବୁଙ୍କ ସ୍ମୃତିସ୍ଥଳୀ।

ପୁରୀ,୧୯ ।୧୨(ଓଡ଼ିଆ ନ୍ୟୁଜ): ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ବାବୁଙ୍କ ସ୍ମୃତିସ୍ଥଳ । କାଲି ରାତିରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା । ସ୍ୱର୍ଗଦ୍ୱାରର ଉନ୍ନତିକରଣ କାର୍ଯ୍ୟ ପାଇଁ ବିଜୁ ସ୍ମୃତିସ୍ଥଳ ଉଚ୍ଛେଦ କରାଯାଇଛି। ପୂର୍ବରୁ ସ୍ମୃତିସ୍ଥଳ…
Read More...

ଓଡିଶାରେ ପହଞ୍ଚିଲେ ଉଭୟ କ୍ରିକେଟ ଟିମ୍। ବାରବାଟୀ ମ୍ୟାଚ ପାଇଁ କଡା ସୁରକ୍ଷା-ଅନୁପ ସାହୁ। ଚାଲିଛି ଟିକେଟ ବିକ୍ରି।

ଭୁବେନଶ୍ୱର,୧୯।୧୨(ଓଡ଼ିଆ ନ୍ୟୁଜ) ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏନେଇ ଉଭୟ ଦଳର ଖେଳାଳିମାନେ ଗୁରୁବାର ଅପରାହ୍ନ ୧୨.୫୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଦେବଗୁରୁଙ୍କ ଶୁଭଦୃଷ୍ଟିରୁ ଆଜିର ଆଲୋଚନା ଫଳପ୍ରଦ ହେବା ସହ କୌଣସି ସିଦ୍ଧାନ୍ତ ନେବାରେ ସମର୍ଥ ହେବେ । ପଡୋଶୀଙ୍କ ଅସହିଷ୍ଣୁ ମନୋଭାବରୁ ଟିକିଏ ଟିକିଏ କଥାରୁ କଳହ ଲାଗିବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା,…
Read More...

ଭାରତର ବୃହତ ବିଜୟ। କୁଲଦୀପଙ୍କ ହାଟ୍ରିକ।

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଭିସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କରିଛି। ଚାଇନା ମ୍ୟାନ ବୋଲର କୁଳଦୀପ ଯାଦବଙ୍କ ହାଟ୍ରିକ ୱିକେଟ…
Read More...