banner
Breaking

ଓଡ଼ିଶାର ଆଇଏଏସଙ୍କୁ କେନ୍ଦ୍ର ଦାୟିତ୍ୱ।

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ଦୁଇ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ ମିଳିଛି। ଏହି ଅଧିକାରୀମାନେ ହେଉଛନ୍ତି-୧୯୯୨ ବ୍ୟାଚ୍‌ର ଚନ୍ଦ୍ରଶେଖର କୁମାର ଏବଂ ୧୯୯୮ ବ୍ୟାଚ୍‌ର ବିଶାଲ ଗଗନ। କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା…
Read More...

ପଟିଆ କଲେଜର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ।

ଭୁବନେଶ୍ବର,୨୧/୧(ଓଡ଼ିଆ ନ୍ୟୁଜ) : ଭୁବନେଶ୍ବରର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ଉତ୍ସବ କଲେଜ ପରିସରରେ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କର୍ଣ୍ଣେଲ ଗୋବିନ୍ଦ ଚନ୍ଦ୍ର ରଥ, ସମ୍ମାନୀତ ଅତିଥିଭାବେ ଭୁବନେଶ୍ବର ଉତ୍ତର…
Read More...

ଏକ ନମ୍ବର ମାର୍କେଟ ସମ୍ମୁଖରେ ବାଇକ ପାର୍କିଂ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜଧାନୀର ଏକ ନମ୍ବର ହାଟ ବାହାରେ ଏକାଧିକ ଗାଡି ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ଟ୍ରାଫିକ ପୋଲିସର ମିଳିତ ଉଦ୍ୟମରେ ଏହି ସମସ୍ୟାର ସମାଧାନ ବାଟ ବାହାର କରାଯାଇଛି। ଏକ ନମ୍ବର ହାଟ ବାହାରେ ଆଉ…
Read More...

କମୁଛି ଶୀତ, ଫେବୃଆରୀ ମାସରୁ ତାତି।

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଶୀତର ପ୍ରକୋପ ହ୍ରାସ ପାଇ ଯାଇଛି। ସର୍ବନିମ୍ନ ତାପମାତ୍ରା ୧୨ରୁ ୧୮ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଜାନୁୟାରୀ ଶେଷ ନ ହେଉଣୁ ଗରମର ଆଭାସ ମିଳିଲାଣି। ଫେବୃୟାରୀ ମାସରୁ ପ୍ରବଳ ଖରା ହନ୍ତସନ୍ତ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଆଣ୍ଟି…
Read More...

ଜାତୀୟ ଉଠାଦୋକାନୀ ଦିବସ ପାଳିତ। ଖୁବ୍ ଶୀଘ୍ର ଉଠାଦୋକାନୀ ମାନଙ୍କ ସମସ୍ୟାର ସମାଧାନ ହେବ : ମନ୍ତ୍ରୀ ପ୍ରତାପ ଜେନା।

ଭୁବନେଶ୍ୱର : ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ୟୁନିଟ୍‌-୧ ଫଳ ଭେଣ୍ଡିଂଜୋନଠାରେ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରି କହିଲେ ଯେ, ନବୀନଙ୍କ…
Read More...

ଶିରିଡି ସାଇ ମନ୍ଦିର ବିବାଦ ତୁଟିଲା। ଆଉ ମନ୍ତବ୍ୟ ଦେବେନି ଉଦ୍ଧବ

ମୁମ୍ବାଇ,୨୦।୧: ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟଙ୍କ ସହ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଠାକରେ ତାଙ୍କର ସମସ୍ତ ଦାବି…
Read More...

ରଣବୀରଙ୍କ ସହିତ ଅଭିନୟ କରିବା ପାଇଁ ଶ୍ରଦ୍ଧା ଏକ୍ସାଇଟେଡ ଅଛନ୍ତି।

ମୁମ୍ବାଇ: ବଲିଉଡ୍‌ ବିୟୁଟି ଶ୍ରଦ୍ଧା କପୁର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି। ଏବେ କିନ୍ତୁ ସେ ରଣବୀର କପୁରଙ୍କ ସହ ଅଭିନୟ କରିବାକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡିଛି। ‘ପ୍ୟାର କା ପଞ୍ଚନାମା’ ଭଳି ହିଟ୍‌ ଫିଲ୍ମ ଭେଟି…
Read More...

ରେଟିଙ୍ଗସ୍ ଉଦ୍ଦେଶ୍ୟରେ ଅପ୍ରାସଙ୍ଗିକ ଖବରକୁ ଅଧିକ ଗୁରୁତ୍ବ ଦିଆଯାଉଛି। ମିଥ୍ୟା ଖବର ଆତଙ୍କ ଭାବେ ଉଭା ହୋଇଛି…

ନୂଆଦିଲ୍ଲୀ: ସାମ୍ବାଦିକତା ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଆଉ ଏପରି ସଙ୍କଟ ସମୟରେ ମିଥ୍ୟା ଖବର ଆତଙ୍କ ଭାବେ ଉଭା ହୋଇଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର କହିଛନ୍ତି। ରାମନାଥ ଗୋଏଁକା ଉତ୍କୃଷ୍ଟ ସାମ୍ବାଦିକତା ପୁରସ୍କାର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ମିଥ୍ୟା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। ମାଲିମକଦ୍ଦମାରେ ବାଇଦା ପଡ଼ିବାକୁ କେନ୍ଦ୍ରକରି ମନରେ ସଂଶୟ ଉତ୍ପନ୍ନ ହୋଇପାରେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଆର୍ଥିକ ସ୍ଥିତିରେ ଦ୍ରୁତ…
Read More...

ଜନସାଧାରଣଙ୍କ ଅର୍ଥ ବିଜ୍ଞାପନରେ ବ୍ୟବହାର କରିପାରିବେ ନାହିଁ ସରକାର।

ନୂଆଦିଲ୍ଲୀ, ୨୦।୧: ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଧନକୁ ବ୍ୟବହାର କରି ରାଜ୍ୟ ସରକାରଗୁଡ଼ିକ ବିଜ୍ଞାପନ ଜରିଆରେ ଆତ୍ମପ୍ରଚାର କରିପାରିବେ ନାହିଁ। ଶାସକ ଦଳର ନେତାମାନେ ରାଜକୋଷରୁ ଅର୍ଥ ଉଠାଇ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିବା ନେଇ ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ…
Read More...