ଫେବୃଆରୀ ୬ରୁ ସର୍ବକ୍ଷମାରେ ଅର୍ନ୍ତଭୁକ୍ତ ହୋଇନଥିବା ଘର ଭଙ୍ଗା ହେବ। ବିଡିଏ
ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ୨୦୧୮ରୁ କାର୍ଯ୍ୟକାରୀ ହୋଇଛି ‘ସର୍ବକ୍ଷମା’ ଯୋଜନା। ଏହା ମାଧ୍ୟମରେ ବେଆଇନ ନିର୍ମାଣକୁ ନିୟମିତ ତଥା ସ୍ବୀକୃତ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଇତିମଧ୍ୟରେ ଏହା ୨ଥର ସଂଶୋଧନ କରାଯାଇ ଲୋକଙ୍କୁ ୬ ମାସ ଲେଖାଏ ମହଲତ ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟର…
Read More...
Read More...