banner
Breaking

କରୋନାରେ ପ୍ରଭାବିତ ହେବେ ଭାରତର ୪୦ କୋଟି।

ଜେନେଭା : କରୋନା ଯୋଗୁଁ ଭାରତ ଗୁରୁତର ପ୍ରଭାବିତ ହେବ । ଚଳିତ କ୍ୟାଲେଣ୍ଡର ବର୍ଷର ଦ୍ବିତୀୟ ତ୍ରୟମାସିକରେ ଏହି ଦେଶର ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନେ ଗୁରୁତର କ୍ଷତିଗ୍ରସ୍ତ ହେବେ । କେବଳ ଭାରତରେ ପ୍ରାୟ ୪୦ କୋଟି ଲୋକ ଏହାଦ୍ବାରା ପ୍ରଭାବିତ ହେବେ ବୋଲି…
Read More...

ହିନ୍ଦୁ ମହିଳାଙ୍କୁ ସଂସ୍କାର କଲେ ମୁସ୍‌ଲମାନ। ଭାଇଚାରାର ଜ୍ବଳନ୍ତ ନିଦର୍ଶନ।

ଇନ୍ଦୋର : ସାରା ଦେଶରେ କରୋନା ପ୍ରକୋପ ଜାରି ରହିଥିବାରୁ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଯେଉଁଠାରେ ଲୋକମାନେ ବାହାରକୁ ବାହାରି ପାରୁ ନାହାନ୍ତି ସେଠାରେ ସାହାଯ୍ୟ ତ ଦୂରର କଥା। କିନ୍ତୁ ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ଇନ୍ଦୋରରେ ମାନବିକତାର ପରିଚୟ…
Read More...

କରୋନା ଆଇ ପି ଏଲ୍ ମ୍ୟାଚ ନୁହେଁ କି ଦିନିକିଆ କ୍ରିକେଟ ନୁହେଁ। ସମାଜର ପ୍ରତିଟି ମଣିଷର ବ୍ୟକ୍ତିଗତ ଓ ସାମୂହିକ ଯୁଦ୍ଧ।…

ଭୁବନେଶ୍ୱର,୧୦ା୪(ଓଡ଼ିଆ ନ୍ୟୁଜ): କରୋନା ସାରା ପୃଥବୀକୁ କବଳିତ କରି ସାରିଲାଣି।ଏଥିରୁ ବାଦପଡିନି ଓଡ଼ିଶା।ସାରା ଓଡିଶା ଲକଡାଉନ୍। ସମସ୍ତ ଓଡିଶାବାସୀ ରାଜ୍ୟ ସରକାରଙ୍କୁ ବିନମ୍ରତାର ସହିତ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି।ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ…
Read More...

ଅପ୍ରେଲ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବଢିଲା। ମଣିଷ ଜୀବନ ମୁଲ୍ୟବାନ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀମାନେ ମୋର ନମସ୍କାର। ଆପଣମାନେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଉଁଭଳି ଭାବେ ସହଯୋଗ ଏବଂ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ…
Read More...

କରୋନା ମୁକାବିଲା ପାଇଁ ରାଜ୍ୟ ଆକସ୍ମିକ ପାଣ୍ଠି ୨୦୦୦ କୋଟିକୁ ବୃଦ୍ଧି-ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୯/୪(ଓଡ଼ିଆ ନ୍ୟୁଜ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠି ରାଶିକୁ ୧୪୦୦ କୋଟି ଟଙ୍କାରୁ ୨ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ…
Read More...

ଚୀନକୁ ଫେରିଲା କରୋନା, ଦିନକରେ ୬୩ ନୂଆ ଆକ୍ରାନ୍ତ

ବେଜିଂ: ଏପ୍ରିଲ ଶେଷ ଆଡକୁ ଚୀନକୁ ପୁଣି ଥରେ କରୋନା ଭୂତାଣୁ ଫେରିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଥିଲେ। ଏହା ପରେ ପ୍ରଥମ କରି ଚୀନରେ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ନାଗରିକ ହୋଇଥିବାବେଳେ ଅନ୍ୟ ୬୧ ଜଣ ବିଦେଶରୁ ଫେରିଥିବା ଚୀନ ନାଗରିକ…
Read More...

ଲକଡାଉନ୍ ସମୟରେ ଘରୋଇ ମନ୍ତ୍ର ଦେଲେ ବାଗଚୀ।

ଭୁବନେଶ୍ୱର,୯ା୪(ଓଡ଼ିଆ ନ୍ୟୁଜ) : ଓଡ଼ିଶାରେ ବୁଧବାର ସୁଦ୍ଧା ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ମୋଟ ୮ ଜିଲାରେ ସଂକ୍ରମିତ ଥିବା କେତେକ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ…
Read More...

ଆଜି କ୍ୟାବିନେଟ ବୈଠକ। ହୋଇପାରେ ବଡ ଘୋଷଣା।

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) : ଗୁରୁବାର ପୂର୍ବାହ୍ନ ୧୦.୪୫ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଆଉ କେତେକ ନିଷ୍ପତ୍ତି ଘୋଷଣା କରିବେ। ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଅନୁଷ୍ଠିତ ହେବ।…
Read More...

ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ। ୩୦୦ ବରିଷ୍ଠ ଡାକ୍ତର ଯୋଗାଇବେ ସେବା। ୧୪୪୧୦ ନୂଆ ନମ୍ବର

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ)- ଓଡିଶା ବାସୀଙ୍କ ହିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ଭାବ୍ୟ କୋଭିଡ୍‌ ରୋଗୀ ଯେଉଁମାନଙ୍କଠାରେ ଜ୍ୱର, କାଶ, ଥଣ୍ଡା, ଶ୍ୱାସଜନିତ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କୁ ସ୍ବାସ୍ଥ୍ୟ ପରାମର୍ଶ ଓ ସହାୟତା…
Read More...

ସତ୍ୟନଗର ସିଲ୍। ପୁଣି ବାହାରିଲେ ପଜିଟିଭ୍।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): କରୋନା ସ°କ୍ରମଣ ବଢ଼ିବାରେ ଲାଗିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ°ଙ୍ଗୀନ ସ୍ଥିତିରେ ରହିଛି। ସୂର୍ଯ୍ୟନଗର, ବିମିଖାଲ, ସୁନ୍ଦରପଦା, ଯଦୁପୁର ପରେ ଏବେ ରାଜଧାନୀର ସତ୍ୟନଗର ଅଂଚଳକୁ ସିଲ କରାଯାଇଛି । ସେହିପରି ୟୁନିଟ-୪ ଓ ମଧୁସୁଦନ ନଗରକୁ ମଧ୍ୟ ଆଶିଂକ…
Read More...