banner
Breaking

ଅଟୋ ଚାଳକ ମାନଙ୍କୁ ଆର୍ଥିକ ସହୟତା ପ୍ରଦାନ ପାଇଁ ଅଟୋ ମହାସଂଘର ଦାବି।

ଭୁବନେଶ୍ୱର ,୩ା୫(ଓଡ଼ିଆ ନ୍ୟୁଜ):- ସାରା ରାଜ୍ୟ ଲକ ଡାଉନ୍‌ରେ ଥିବାରୁ ଅଧିକାଶଂ ଲୋକଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡିଛି । ବିଶେଶ କରି ଅଟୋ ଚଳାଇ ପରିବାର ଭରଣ ପୋଷଣ କରୁଥିବା ଅଟୋ ଚାଳକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକଡାଉନ୍ କାରଣରୁ ଅଟୋ ବନ୍ଦ ରହିଥିବା ବେଳେ…
Read More...

କୃଷିକୁ ଗୁରୁତ୍ୱ ଦେଲେ ମୋଦି।

ନୂଆଦିଲ୍ଲୀ,୩/୫(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି କ୍ଷେତ୍ରର ବିଭିନ୍ନ ସମସ୍ୟା ଏବଂ ଏଥିରେ ଆବଶ୍ୟକ ସୁଧାର ଆଣିବା ଲାଗି ବିଚାରବିମର୍ଷ କରିବା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କୃଷି ବିପଣନ, କୃଷି ଉତ୍ପାଦର ପରିଚାଳନା, କୃଷକ ନିକଟରେ ସଂସ୍ଥାଗତ ଋଣ…
Read More...

ରାଜ୍ୟରେ ପୁଣି ୩ ପଜିଟିଭ।୧୬ ଜିଲ୍ଲାରେ କରୋନା।ମୋଟ ୧୬୦

ଭୁବନେଶ୍ୱର,୩/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଗଞାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ପଜିଟିଭ୍ ଜଣଙ୍କ ଝାରସୁଗଡା ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥି ସହିତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କ କାମ ଗୁଡିକ ସୁବିଧାରେ ଓ ସୁରୁଖୁରୁରେ ହୋଇଯିବ। ଘରେ ନିଜ ପରିସରର ବନ୍ଧୁଙ୍କ ସହିତ ଖୁସିର ଆସର ଜମିପାରେ। ପ୍ରଶାସନ,ଆନୁଷ୍ଠାନିକ କା, ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ…
Read More...

ଭୁବନେଶ୍ୱରକୁ ଟପିଲା ଯାଜପୁର। ପୁଣି ୮ ପଜିଟିଭ୍। ରାଜ୍ୟରେ ଆକ୍ରାନ୍ତଙ୍କ ସ°ଖ୍ୟା ୧୫୭ରେ ପହଞ୍ଚିଲା।

ଭୁବନେଶ୍ୱର,୨ା୫(ଓଡ଼ିଆ ନ୍ୟୁଜ) : ଶନିବାର ସକାଳେ ଯାଜପୁର ଜିଲାରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର ବରୀ ବ୍ଲକ ଅଞ୍ଚଳରେ। ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୨ ବର୍ଷ। ସେ କୋଲକାତାରୁ ଫେରିଥିଲେ ବୋଲି…
Read More...

ଲକଡାଉନ୍ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି।

ନୂଆଦିଲ୍ଲୀ,୧/୫(ଓଡ଼ିଆ ନ୍ୟୁଜ : ଦେଶରେ ଲକହାଉନ ଅବଧିକୁ ଆଉ ୨ସପ୍ତାହ ବୃଦ୍ଧି କରାଯାଇଛି । ମେ’ ୪ ତାରିଖରୁ ଆଉ ଦୁଇ ସପ୍ତାହ ଲକ୍‌ଡାଉନ୍‌ ଜାରି ରହିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯିବା ସହ ବିଜ୍ଞପ୍ତି ଜାରି କରାଯାଇଛି। ବିଭିନ୍ନ ରାଜ୍ୟର…
Read More...

ରାଜ୍ୟରେ ପୁଣି ୭ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୧୪୯ ଛୁଇଁଲା।

ଭୁବନେଶ୍ବର,୧/୫ (ଓଡ଼ିଆ ନ୍ୟୁଜ): ଶୁକ୍ରବାର ଗୋଟିଏ ଦିନରେ ରାଜ୍ୟରେ ଆଉ ୭ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି ।  ସେଥି ମଧ୍ୟରୁ୯୩ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୫୫ଜଣ ସୁସ୍ଥ ହୋଇ ଘରକୁ…
Read More...

କେନ୍ଦ୍ରର ଜୋନ୍ ତାଲିକା ପ୍ରକାଶ। ରେଡ ଜୋନରୁ ବାଦ ପଡିଲା ଭୁବନେଶ୍ୱର।

ନୂଆଦିଲ୍ଲୀ,୧/୫(ଓଡ଼ିଆ ନ୍ୟୁଜ) : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେତେକ ରାଜ୍ୟର ଏହି ସ୍ଥିତିରେ ସୁଧାର ଆସିଛି । ଏହାରି ମଧ୍ୟରେ ମେ ୩ ତାରିଖରେ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ…
Read More...

ଆସନ୍ତାକାଲି ଠାରୁ ଟୁଇନସିଟିରେ ନୂଆ ନିୟମ।

ଭୁବନେଶ୍ବର,୩୦/୪ (ଓଡ଼ିଆ ନ୍ୟୁଜ): ଆସନ୍ତାକାଲିଠାରୁ ଟୁଇନସିଟିରେ ଜାରି ହେବାକୁ ଯାଉଛି ନୂଆ ନିୟମ। ‘ଦୁଇ ଗଜ ଦୂରତା’ ନିୟମ । ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତ୍ବକୁ ମାନିବାକୁ ବାଧ୍ୟ ଓ ବଜାର ଗଲେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଠାରୁ ଦୁଇ ଗଜ ଅର୍ଥାତ୍ ୬ ଫୁଟ ଦୂରରେ ଆତଯାତ ଓ…
Read More...

ରାଜ୍ୟରେ ପୁଣି ୧୪ ପଜିଟିଭ। ସମସ୍ତେ ଯାଜପୁରର। ୧୪୨ ଛୁଇଁଲା

ଭୁବନେଶ୍ବର,୩୦/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୧୪ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ଜଣାପଡିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ଗୁରୁବାର ସକାଳେ ଯାଜପୁରରୁ ୩ କରୋନା ପଜିଟିଭ୍​ ଚିହ୍ନଟ ହୋଇଥିବା…
Read More...