ବିପଦରେ ଚନ୍ଦ୍ରଶେଖରପୁର ଅଞ୍ଚଳ।
ଭୁବନେଶ୍ୱର, ୭/୫(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱରର ବୃହତ୍ତମ ଅଞ୍ଚଳ ଚନ୍ଦ୍ରଶେଖରପୁରକୁ କରୋନା ବିପଦ ମାଡି ଆସୁଛି।କାରଣ ବହୁ କଲିକତା ଫେରନ୍ତା ଓ ହଟସ୍ପଟ ଅଞ୍ଚଳର ଲୋକ ଚନ୍ଦ୍ରଶେଖରପୁରର ବିଭିନ୍ନ ଅଞ୍ଚଳରେ ପହଞ୍ଚି ବିନଦାସରେ ବୁଲାବୁଲି କରୁଛନ୍ତି। ସୁଚନା ଅନୁସାରେ ନୀଳାଦ୍ରିବିହାର…
Read More...
Read More...