ଆଜି ଗଞ୍ଜାମ ଯିବେ ୭ ଜଣିଆ ଡାକ୍ତରି ଦଳ।
ଭୁବନେଶ୍ବର,୧୧/୫(ଓଡ଼ିଆ ନ୍ୟୁଜ) : ରାଜ୍ୟବାସୀ ଓ ସରକାରଙ୍କ ଚିନ୍ତା ବଢାଇଦେଇଛି ଗଞ୍ଜାମ। ପ୍ରବାସୀ ଓଡ଼ିଆ ଫେରିବା ପରେ ହୁହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଗଞ୍ଜାମ ଜିଲାରେ ରବିବାର ସୁଦ୍ଧା ୧୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ସୋମବାର ସକାଳୁ ୧୨ ଜଣ ଚିହ୍ନଟ ହୋଇ…
Read More...
Read More...