banner
Breaking

ରାଜ୍ୟରେ ପୁଣି ୪୮ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୬୭୨ କୁ ବୃଦ୍ଧି।

ଭୁବନେଶ୍ୱର, ୧୪।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରୁ ୧୨ ,ବାଲେଶ୍ବର-୧୨,ଯାଜପୁର-୨,ଭଦ୍ରକ-୬,ନୟାଗଡ଼-୩, ପୁରୀ-୧୦,କଟକ,ଦେବଗଡ଼ ଓ ସୁନ୍ଦରଗଡରୁ ଜଣେ ଜଣେ ବୋଲି ଜଣା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ମିତ୍ରତା ସୃଷ୍ଟିହେବ। ଅଟକିରହି ଯାଇଥିବା ଫାଇଲ କାମଟିକୁ ଆଜିହିଁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝାମେଲାର ସମାଧାନ ହେବାର ଆଶାରହିଛି। ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ବୃଷ:-ଆଜି…
Read More...

ସମୁଦ୍ରରେ ବାତ୍ୟା ଗୋଟାଉଛି ବଳ। ହୋଇପାରେ ଭୟଙ୍କର

ଭୁବନେଶ୍ୱର, ୧୪ା୫(ବ୍ୟୁରୋ)- ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହେବ । ସମୁଦ୍ର ମଧ୍ୟରେ ଅଧିକ ସମୟ ରହୁଥିବାରୁ ବାତ୍ୟା ଆହୁରି ଅଧିକ ବଳ ଗୋଟାଇ…
Read More...

ପ୍ରବାସୀ ସତର୍କ ରହିଲେ କରୋନା ବ୍ୟାପିବ ନାହିଁ।

ଭୁବନେଶ୍ୱର, ୧୩ା୫(ଓଡ଼ିଆ ନ୍ୟୁଜ): ବାହାର ରାଜ୍ୟ ବା ଦେଶରୁ ଫେରୁଥିବା ପ୍ରବାସୀମାନେ ସମସ୍ତେ କରୋନା ପଜିଟିଭ୍‌ ନୁହନ୍ତି। ଯଦି ସେମାନେ ସଙ୍ଗରୋଧରେ ରହିବେ ଓ ସମସ୍ତ ସତର୍କତା ଅବଲମ୍ବନ କରିବେ ତେବେ ସଂକ୍ରମିତ ହେବ ନାହିଁ। ଠିକ୍‌ ଭାବେ ସରକାରଙ୍କ ନିୟମ ମାନି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ…
Read More...

ବିଶିଷ୍ଟ ସ୍ବାଧୀନତା ସ°ଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ।

ଭୁବନେଶ୍ବର,୧୪/୫(ଓଡ଼ିଆ ନ୍ୟୁଜ) : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ,ପ୍ରଚଣ୍ଡ ପ୍ରତିଭାଧାରୀ,ମେଳାପୀ, ମିଷ୍ଟଭାଷୀ, ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଉ ନାହାନ୍ତି । ୩ ଦିନ ତଳେ ନିଜର ୯୯ତମ ଜନ୍ମଦିବସ ପାଳନ କରିଥିବା ଭବାନୀଚରଣ ପଟ୍ଟନାୟକ ଆଜି କ୍ୟାପିଟାଲ ହସପିଟାଲରେ ଆଖି ବୁଜିଛନ୍ତି ।…
Read More...

୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ -ପାହାଡର ମୂଷିକ ପ୍ରସବ -ସ.ପା

ଭୁବନେଶ୍ୱର ,୧୪/୪(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତିର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅନ୍ୟ ଏକ ଧୂଁଆ ବାଣ l ଏହି ପ୍ୟାକେଜ" ପାହାଡ ର ମୂଷିକ ପ୍ରସବ" ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି l କେନ୍ଦ୍ର ସରକାର ଶିଳ୍ପପତି ମାନଙ୍କର ୬୮,୬୦୭…
Read More...

ଆଜିଠୁ ଗଡିଲା ମୋ ବସ।

ଭୁବନେଶ୍ଵର,୧୪/୪(ଓଡ଼ିଆ ନ୍ୟୁଜ) : ଓଡିଶା ବହାରୁ ଆସୁଥିବା ପ୍ରବାସୀଙ୍କ ସହାୟତା ପାଇଁ ଆଜିଠୁ ଗଡିଛି ମୋ ବସ । ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ଏବଂ ଭୁବନେଶ୍ଵର ରେଳ ଷ୍ଟେସନରୁ ମୋ ବସ ସେବା ଆରମ୍ଭ କରାଯାଇଛି । ଭୁବନେଶ୍ୱର…
Read More...

ଜୁନ ୩୦ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରନ ବାତିଲ।

ନୂଆଦିଲ୍ଲୀ,୧୪/୫(ବ୍ୟୁରୋ): ଜୁନ୍‌ ୩୦ ପର୍ଯ୍ୟନ୍ତ ବୁକିଂ ହୋଇଥିବା ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନ୍‌କୁ ରେଳ ବିଭାଗ ବାତିଲ କରିଛି। ଟିକେଟ୍‌ ବୁକିଂ କରିଥିବା ଯାତ୍ରୀମାନଙ୍କୁ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ଆଜି ଏହା କୁହାଯାଇଛି। ହେଲେ ଫସି…
Read More...

ଯୋଜନା ବୋର୍ଡ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୧୪/୫(ଓଡ଼ିଆ ନ୍ୟୁଜ) : ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ନିମନ୍ତେ  ଗୁରୁବାର  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସରକାର କରୋନା ମାହାମାରୀର ମୁକାବିଲା କରୁଥିବାବେଳେ…
Read More...

ପୁଣି ୧୩ ପଜିଟିଭ୍। ସମସ୍ତେ କେନ୍ଦ୍ରାପଡା ଜିଲ୍ଲାର।

କେନ୍ଦ୍ରାପଡ଼ା,୧୪/୪(ଓଡ଼ିଆ ନ୍ୟୁଜ) କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫଳରେ କେନ୍ଦ୍ରାପଡ଼ା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବାବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ…
Read More...