banner
Breaking

କରୋନା ଯୋଦ୍ଧାଙ୍କୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍।

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନର ଉପାଦେୟତା ଏବେ ବି ଏକ ପ୍ରଶ୍ନ ହୋଇ ଉଭା ହୋଇଛି । ଆମେରିକା ଚିକିତ୍ସାବିତ୍ ଓ ଆମେରିକା ରାଷ୍ଟ୍ରପତି କରୋନା ସଂକ୍ରମଣକୁ ରୋକିବା ଏବଂ ଏଥିରୁ ସୁସ୍ଥ ହେବା ପାଇଁ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ଉପଯୁକ୍ତ…
Read More...

ଖୁବଶୀଘ୍ର ଚାଲିବ ବସ।

ଭୁବନେଶ୍ବର,୨୬/୫(ଓଡ଼ିଆ ନ୍ୟୁଜ): ଘରୋଇ ବସ୍ ଚଳାଚଳ ନେଇ ସୃଷ୍ଟି ଅଚଳାବସ୍ଥା କିଛି ପରିମାଣରେ ଦୂରହୋଇଛି । ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ପରେ ଆସନ୍ତାକାଲି ଏ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । ସରକାର ସବୁଜ ସଙ୍କେତ ଦେବା ସତ୍ତ୍ବେ…
Read More...

ଓଡିଶାରେ ୧୫ ଦିନ କରାଯିବ ବ୍ୟାପକ ସଚେତନତା।

ଭୁବନେଶ୍ୱର,୨୬/୫(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ଟେଷ୍ଟିଂ ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ରାଜ୍ୟରେ କୋଭିଡ୍ ସଂପର୍କରେ ୧୫ ଦିନ ଧରି କରାଯିବ ବ୍ୟାପକ ସଚେତନତା। ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ତଥ୍ୟ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ନୂଆ ଗାଇଡଲାଇନ୍ ଅନୁସାରେ…
Read More...

କେନ୍ଦ୍ରାପଡାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତ ସବୁ ସଙ୍ଗରୋଧରୁ

କେନ୍ଦ୍ରାପଡା,୨୬ା୫(ବ୍ୟୁରୋ): କେନ୍ଦ୍ରାପଡା ଜିଲା ଡେରାବିଶ, ମହାକାଳପଡା ବ୍ଲକ ଅଞ୍ଚଳରୁ ମଙ୍ଗଳବାର ନୂତନ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ତେବେ ସେମାନଙ୍କ ମଧ୍ୟରୁ ୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ…
Read More...

ପଞ୍ଚାୟତ ସ୍ତରରେ ହେବ ଜୋନ୍ ବ୍ୟବସ୍ଥା।

ଭୁବନେଶ୍ୱର,୨୬।୫(ଓଡ଼ିଆ ନ୍ୟୁଜ): କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ୪ର୍ଥ ପର୍ଯ୍ୟାୟ ଜାରି ରହିଛି। ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହେବାକୁ ନେଇ ଜିଲାଗୁଡ଼ିକୁ ରେଡ୍‌, ଅରେଞ୍ଜ, ଗ୍ରୀନ୍‌ ଜୋନ ଘୋଷଣା କରାଯାଉଥିଲା। ହେଲେ ଏଭଳି କରାଯିବା ଫଳରେ ଅର୍ଥନୈତିକ କାରବାର ଉପରେ ରୋକ…
Read More...

ରାଜ୍ୟରେ ପୁଣି ୭୯ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୫୧୭ କୁ ବୃଦ୍ଧି। ୨୯ ଜିଲ୍ଲାରେ ପହଞ୍ଚିଲା କରୋନା।

ଭୁବନେଶ୍ୱର,୨୬/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟଙ୍କ ମଧ୍ୟରୁ ୭୧ଜଣ…
Read More...

ଖୋର୍ଦ୍ଧାରେ ୫ ପଜିଟିଭ ଚିହ୍ନଟ।

ଖୋର୍ଦ୍ଧା ,୨୫।୫(ବ୍ୟୁରୋ ) : ଖୋର୍ଦ୍ଧା ଜିଲାରେ ସୋମବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳର ଜଣେ ରହିଥିବା ବେଳେ ଶିଶୁପାଳଗଡ଼ର ଜଣେ ଓ…
Read More...

ଲିଙ୍ଗରାଜଙ୍କ ଶୀତଳଷଷ୍ଠୀକୁ ମିଳିଲା ଅନୁମତି।

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଲାଗି ସୋମବାର ଅନୁମତି ମିଳିଛି। ଏ ନେଇ ବିଏମସି କମିଶନରଙ୍କ ପକ୍ଷରୁ କେତେକ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ନିର୍ଦ୍ଦିଷ୍ଟ କଟକଣା ସହ ଶିବ ବିବାହ ନୀତି ପାଳନ ହେବ। ବିନା ଶୋଭାଯାତ୍ରା ଓ ସାଜ ସଜ୍ଜାରେ ଶିବ ବିବାହ ସମ୍ପନ୍ନ ହେବ…
Read More...

ଆସନ୍ତାକାଲି ଚାଲିବ ମୋ ଵସ୍।

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ ୭ଟାରୁ ସା ୭ଟା ଯାଏ ବସ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି। ଏୟାରପୋର୍ଟ-ସିଡିଏ, ନନ୍ଦନକାନନ-ଲିଙ୍ଗିପୁର ରୁଟରେ ବସ…
Read More...

ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ।

ଭୁବନେଶ୍ବର ,୨୫/୫(ଓଡ଼ିଆ ନ୍ୟୂଜ) : ରାଜ୍ୟ ପାଇଁ ଖୁସି ଖବର।  ସୋମବାର ରାଜ୍ୟରେ ଆଉ ୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ହୋଇଛି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ  ବାଲେଶ୍ବର-୩୪, ଗଞ୍ଜାମ- ୧୫, ଯାଜପୁର- ୧୩ ,…
Read More...