banner
Breaking

ଭୁବନେଶ୍ୱର ଏବେ ଚୀନର ଉହାନ ନା ଆମେରିକାର ନିୟୁର୍କ।

ଭୁବନେଶ୍ଵର,୧୧/୭(ଓଡ଼ିଆ ନ୍ୟୁଜ): ଚୀନର ଉହାନ ଥିବା ଭୁବନେଶ୍ୱର ଆଜି ଆମେରିକାର ନିୟୁର୍କ ପାଲଟି ଯାଇଛି। ଏକଥା ବୁଦ୍ଧିଜୀବୀ ମାନେ କହିଛନ୍ତି। ସେମାନଙ୍କ ମତରେ ମାର୍ଚ୍ଚ ୧୫ ରେ ଭୁବନେଶ୍ୱରରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ପ୍ରଶାସନିକ ତତ୍ପରତାରେ ଲକଡାଉନ,ସଟଡାଉନ,କଣ୍ଟେନମେଣ୍ଟ…
Read More...

ରାଜ୍ୟରେ ଆଜି ପୁଣି ୫୭୦ ପଜିଟିଭ ଚିହ୍ନଟ ଓ ୫ ମୃତ।

ଭୁବନେଶ୍ବର,୧୧/୭(ଓଡ଼ିଆ ନ୍ୟୁଜ): ରାଜ୍ୟରୁ ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି। ଶନିବାର ଚିହ୍ନଟ ୫୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୧୮୬ ଜଣ ସ୍ଥାନୀୟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ହଠାତ୍‌ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଭୁଲ୍‌ ବୁଝାମଣାଜନିତ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ସମସ୍ୟା…
Read More...

ବିଜୁ ଛାତ୍ର ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୧୬୨ ୟୁନିଟ୍ ରକ୍ତ ସଂଗୃହୀତ।

ଭୁବନେଶ୍ୱର,୧୦।୭ (ଓଡ଼ିଆ ନ୍ୟୁଜ): ରାଜ୍ୟରେ ରକ୍ତର ଅଭାବ ଦୂର କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ମହାମାରୀ କନୋରା ସମୟରେ ସାମାଜିକ ଦୂରତା ବଜାୟ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ବସନ୍ତିଆଙ୍କ…
Read More...

ସ୍ବର୍ଗତ ବିଷ୍ଣୁ ଦାସଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ମନ୍ତ୍ରୀ

ଜଗତସିଂହପୁର,୧୦/୭(ଓଡ଼ିଆ ନ୍ୟୁଜ): ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଜଗତସିଂହପୁରରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ମନ୍ତ୍ରୀ, ବିଧାୟକ, ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ଏବଂ ବିଭିନ୍ନ ଲୋକମାନଙ୍କ ସୁଅ ଛୁଟିଛି। ଆଜି ଜଙ୍ଗଲ ଓ ପରିବେଶ…
Read More...

ବିଜୁ ଛାତ୍ର ଜନତାଦଳ ପକ୍ଷରୁ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି।

ଜଗତସିଂହପୁର,୧୦/୭( ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିଜୁ ଛାତ୍ର ଜନତା ଦଳ ତରଫରୁ ବ୍ଲକ ଛାତ୍ର ବିଜେଡି ସଭାପତି ଦେବିପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ସହ ନିରବ ପ୍ରାଥନା…
Read More...

ମାଓପ୍ରବଣ ତାଲିକାରୁ ୫ଟି ଜିଲ୍ଲା ବାଦ ପଡିଲା।

ଭୁବନେଶ୍ବର,୧୦/୭(ବ୍ୟୁରୋ) : ରାଜ୍ୟ ସରକାର ଶୁକ୍ରବାର ୫ଟି ଜିଲାକୁ ମାଓବାଦୀ ହିଂସା ମୁକ୍ତ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲା ସମେତ ଦେବଗଡ଼ ଓ ବୌଦ୍ଧ ଏବଂ ନୟାଗଡ଼ ଓ ଅନୁଗୋଳ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ନିରାପତ୍ତା ସଂପର୍କୀତ ଖର୍ଚ୍ଚ (ଏସଆରଇ) ସ୍କିମ…
Read More...

ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ।

ଭୁବନେଶ୍ବର,୧୦/୭(ଓଡ଼ିଆ ନ୍ୟୁଜ): କରୋନା ମହାମାରୀର ପ୍ରଭାବ ଭିତରେ ପରୀକ୍ଷା, ଖାତାଦେଖା ଓ ମୂଲ୍ୟାୟନ ସାରି ଶେଷରେ ଆଜି ଆଇସିଏସଇ (ଦଶମ) ଏବଂ ଆଇଏସସି ( ଦ୍ବାଦଶ) ପରୀକ୍ଷା ଫଳ ଘୋଷଣା କରାଯାଇଛି। ଅପରାହ୍ନ ୩ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିବା ‌ବେଳେ ଦେଶରେ ଆଇସିଏସଇର ପାସ ହାର…
Read More...

୨୦୧୫ ଓ ୨୦୧୬ ବର୍ଷପାଇଁ ସାହିତ୍ୟ ଏକାଡେମୀ ପୁରଷ୍କାର ଘୋଷଣା।

ଭୁବନେଶ୍ୱର, ୧୦।୭(ଓଡ଼ିଆ ନ୍ୟୁଜ): ଆଜି ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗରେ ବହୁ ପ୍ରତିଷ୍ଠିତ ଲେଖକ ତଥା ନାଟ୍ୟକାର, ଔପନ୍ୟାସିକଙ୍କୁ ଏକାଡେମୀ ପକ୍ଷରୁ ଚୟନ କରାଯାଇଛି। ଶୁକ୍ରବାର ଓଡ଼ିଶା ସାହିତ୍ୟ ଏକାଡେମୀର…
Read More...

ଟାଟା ସ୍କାଏ ବିଙ୍ଗ୍ ପ୍ଲସ୍ ଜି-୫ ଦ୍ୱାରା ଏହାର ଓଟିଟିକୁ ଆଣ୍ଡ୍ରଏଡ୍ ପାୱାର ସ୍ମାର୍ଟ ସେଟ୍‌-ଅପ୍ ବକ୍ସ ସହାୟତାରେ…

ଭୁବନେଶ୍ୱର,୧୦/୭(ଓଡ଼ିଆ ନ୍ୟୁଜ): ଅଗ୍ରଣୀ ଡିଟିଏଚ୍ କମ୍ପାନି ଟାଟା ସ୍କାଏ ବିଙ୍ଗ୍ ପ୍ଲସ୍ ପକ୍ଷରୁ ଏହାର ଗ୍ରାହକଙ୍କୁ ନବୀକରଣ ଅଭିଜ୍ଞତା ଦେବା ପାଇଁ ଜି-୫ ଦ୍ୱାରା ଏହାର ଓଟିଟିକୁ ଆଣ୍ଡ୍ରଏଡ୍ ପାୱାର ସ୍ମାର୍ଟ ସେଟ୍‌-ଅପ୍ ବକ୍ସ ସହାୟତାରେ ସୁଦୃଢ଼ କରାଇବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି…
Read More...