banner
Breaking

କମିଶନରେଟ ପୋଲିସର ନୂତନ ପଦକ୍ଷେପ। ସାବାଡ ହେବେ ଅମାନିଆ।

ଭୁବନେଶ୍ୱର,୧।୮(ଓଡ଼ିଆ ନ୍ୟୁଜ): ଚିନ୍ତା ବଢାଇଛି ଭୁବନେଶ୍ୱର ସ°କ୍ରମଣ। ପ୍ରଶାସନିକ ତତ୍ପରତା ଭିତରେ ବି ବଢିଚାଲିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଅମାନିଆଙ୍କ ପାଇଁ ହୁହୁ ବଢୁଛି କରୋନା। ରାଜଧାନୀରେ କୋଭିଡ କଟକଣାକୁ ନ ମାନି ବୁଲୁଥିବା ଆମାନିଆଙ୍କୁ ସାବାଡ କରିବା ପାଇଁ ଶନିବାର ନୂଆ ତରିକା…
Read More...

ଓଡିଶାରେ ୫ ପ୍ରକାରର କରୋନା ଭୂତାଣୁ ଚିହ୍ନଟ।

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭୂତାଣୁ। ସେଗୁଡ଼ିକ ହେଲା ୧୯ଏ, ୧୯ବି, ୨୦ଏ, ୨୦ବି, ୨୦ସି। ସବୁଠାରୁ ଅଧିକ ୨୦ଏ, ୨୦ବି ଭାଇରସ୍‌ ଠାବ ହୋଇଛି। ଏନେଇ ଆର୍‌ଏମ୍‌ଆର୍‌ସି ଓ ଆଇଏଲ୍‌ଏସ୍‌ ପକ୍ଷରୁ ଶନିବାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଜଙ୍ଗଲୀ ମହାବୀରଙ୍କ ପରିସରରୁ ଗଲା ମାଟି ।

ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ସାରା ବିଶ୍ୱରେ ଏକ ଅଦ୍ଭୁତ ଉତ୍ସାହ ଉଦ୍ଦୀପନା ଅନୁଭୂତ ହେଉଥିବାବେଳେ ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ମଠ ମନ୍ଦିର ତଥା ସାଂସ୍କୃତିକ…
Read More...

ପ୍ରବାସୀ ଓଡିଆ କୁଶଳୀ ଶ୍ରମିକଙ୍କ କର୍ମନିଯୁକ୍ତି ଦେବା ପାଇଁ ସାଂସଦ ଅମର ପନାୟକଙ୍କ ପ୍ରୟାସ।

ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସମୟରେ ଅନେକ ପ୍ରବାସୀ ଓଡିଆ ଜୀବିକା ହରାଇ ରାଜ୍ୟକୁ ଫେରି ଆସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ କର୍ମସଂସ୍ଥାନ ସନ୍ଧାନରେ ପୁନର୍ବାର ଯିବା ନିମନ୍ତେ ଯୋଜନା କଲେଣି । ତେଣୁ ଏହି ଭଳି ପ୍ରବାସୀ କୁଶଳୀ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ପ୍ରଦାନ…
Read More...

ରାଜ୍ୟରେ ଆଜି ପୁଣି ୧୬୦୨ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ଵର ,୧/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜି ସ୍ବାସ୍ଥ୍ୟରେ ଉନ୍ନତି, ନୂତନ କର୍ମାରମ୍ଭରେ କାର୍ଯ୍ୟସିଦ୍ଧି ହେବ। ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ମନରେ ଅସ୍ଥିରତା ସୃଷ୍ଟି ହେଲେ ସୁଦ୍ଧା କାମକୁ ପୂରାଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ବୃଷ:- ଆଜି…
Read More...

ରାଜ୍ୟରେ ଜାରିହେଲା ଅନଲକ୍-୩ ଗାଇଡଲାଇନ୍।

ଭୁବନେଶ୍ୱର,୩୧/୭(ଓଡ଼ିଆ ନ୍ୟୁଜ): ରାଜ୍ୟର ଅନଲକ୍ ୩ ସମ୍ପର୍କ ରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସକ୍ରିୟ ହାର କମ୍ ଅଛି । ସୁସ୍ଥ ହାର ଅଧିକ ରହିଛି । ପ୍ରାୟ ସାଢେ ୪ ମାସ ହେଲା କରୋନା ମୁକାବିଲାରେ ଭଲ ଫଳ ମିଳିଛି । ବର୍ତ୍ତମାନ…
Read More...

କ୍ରାଇମବ୍ରାଞ୍ଚର ଜେରା ଆରମ୍ଭ।

ଭୁବନେଶ୍ୱର,୩୧ା୭(ଓଡ଼ିଆ ନ୍ୟୁଜ): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛି ଦିନ ବିତିଗଲାଣି । କିନ୍ତୁ ଏହି ମାମଲାର ପର୍ଦ୍ଦାଫାସ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ତେଣୁ ଗତକାଲି ପୋଲିସ ଡିଜି ଅଭୟ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଜି ଆଦିତ୍ୟଙ୍କ ମୃତ୍ୟୁ…
Read More...

ରାଜ୍ୟରେ ଆଜି ପୁଣି ୧୪୯୯ ପଜିଟିଭ ଚିହ୍ନଟ ଓ ୮ ମୃତ।

ଭୁବନେଶ୍ୱର,୩୧ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୪୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୫୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସମ୍ପର୍କୀୟ ଭାଇ, ବନ୍ଧୁ, ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ଆନୁଷ୍ଠାନିକ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟ ମାନଙ୍କ ପ୍ରଶଂସାର ପାତ୍ର ହେବେ। ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ…
Read More...