banner
Breaking

ବୀର ସୁରେନ୍ଦ୍ର ସାଏ ଯୁବ ବିକାଶ ପରିଷଦର କରୋନା ମୁକାବିଲା ପାଇଁ ଅଭିନବ ପ୍ରୟାସ।

ଭୂବନେଶ୍ବର,୮/୮(ଓଡ଼ିଆ ନ୍ୟୁଜ):କରୋନା ମହାମାରୀର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବଞ୍ଚିବାର ରାହାନେଇ ଲୋକମାନେ ଡହଳ ବିକଳ ହେଉଛନ୍ତି।ଏଭଳି ସଙ୍କଟମୟ ପରିସ୍ଥିତିରେ ନଦୀ ବଢିରେ କୁଟା କୁଟା ଖିଅ ଭଳି ଲକଡାଉନ ହେଉକି ସଟଡାଉନ୍ ସଦାସର୍ବଦା ଜନ ସାଧାରଣଙ୍କ ପାଖରେ ପହଞ୍ଚି ସାହାଯ୍ୟର…
Read More...

ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବ।

ଭୁବନେଶ୍ୱର,୮/୮(ଓଡ଼ିଆ ନ୍ୟୁଜ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ମଧ୍ୟ ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ…
Read More...

ରାଜ୍ୟରେ ଆଜି ପୁଣି ୧୬୪୩ ପଜିଟିଭ ଚିହ୍ନଟ ଓ ୧୨ ମୃତ।

ଭୁବନେଶ୍ଵର,୮/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୬୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧୮ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୨୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୧୯୩ ରେ…
Read More...

ପରିଚୟ ଫାଉଣ୍ଡେସନ୍‌ର ପ୍ରୟାସ -ବୁଣାକାରଙ୍କୁ ମାର୍କେଟିଂ ସୁବିଧା ଦେବ ‘ପରିଣୀତି’

ଭୁବନେଶ୍ୱର : ବୁଣାକାର, ହସ୍ତଶିଳ୍ପ କାରିଗରଙ୍କ ହାତର ଯାଦୁ ଦେଶ କାହିଁଁକି ବିଦେଶରେ ଚର୍ଚ୍ଚିତ । ସେ ମାଣିଆବନ୍ଧ ପାଟ ହେଉ କି ସୋନପୁରର ପଶାପଲ୍ଲୀ, ଇକ୍କତ, ସମ୍ବଲପୁରୀ ପାଟର ଚାହିଦା ଆକାଶଛୁଆଁ । କିନ୍ତୁ ଗ୍ରାମାଞ୍ଚଳର ଯେଉଁ ବୁଣାକାର ଏହାକୁ ତିଆରି କରୁଛି ସେ ଦୁର୍ଦ୍ଦିନରେ ଜୀବନ…
Read More...

କରଳରେ ବିମାନ ଦୁର୍ଘଟଣା ୧୪ ମୃତ ୧୨୩ ଆହତ।

କେରଳ,୭/୮(ବ୍ୟୁରୋ): କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ୧୨୩ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଦୁବାଇରୁ ଆସୁଥିବା ଆଇଏକ୍ସ-୧୩୪୪ ବିମାନଟି କୋଝିକୋଡ଼ ବିମାନବନ୍ଦରରେ ଓହ୍ଲାଇବା ବେଳେ ରନୱେରୁ…
Read More...

ପ୍ରକାଶ ତ୍ରିପାଠୀ ହେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ ସଂଯୋଜକ

ଭୁବନେଶ୍ୱର,୭/୮(ଓଡ଼ିଆ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ "ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ" କାର୍ଯ୍ୟକ୍ରମର ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବରେ ବାଣୀବିହାର ବିଶ୍ଵବିଦ୍ୟାଳୟର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀଙ୍କୁ…
Read More...

ଜଗତସିଂହପୁର ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଜଗତସିଂହପୁର,୭/୮(ଓଡ଼ିଆ ନ୍ୟୁଜ): ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୋଭିଡ ନିୟମାବଳୀ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର…
Read More...

ସୁନାମୀ ପ୍ରସ୍ତୁତିରେ ଜଗତସିଂହପୁର ଜିଲ୍ଲାକୁ ଆନ୍ତର୍ଜାତୀୟ ମାନ୍ୟତା

ଜଗତସିଂହପୁର,୭/୮(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଗଡ଼ହରିଶପୁର ଗ୍ରାମପଞ୍ଚାୟତର ନୋଳିଆସାହି ଗ୍ରାମକୁ ମିଳିତ ଜାତିସଂଘର ୟୁନେସ୍କୋ ଦ୍ଵାରା ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।ଏହି ଭଳି ଅନନ୍ୟ ମାନ୍ୟତା ପାଇବାରେ ନୋଳିଆସାହି କେବଳ…
Read More...

ରାଜ୍ୟରେ ଆଜି ପୁଣି ୧୮୩୩ ପଜିଟିଭ ଚିହ୍ନଟ ଓ ୧୨ ମୃତ।

ଭୁବନେଶ୍ଵର,୭/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧୮ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୭୧୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୫୫୦ ରେ…
Read More...

ରାମ ମନ୍ଦିର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭୁବନେଶ୍ୱର,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଭୂମି ପୂଜନ କରିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନେତୃବୃନ୍ଦ ଏକଶହଆଠ ହନୁମାନ ଚାଳିଶା ପାଠ ଓ ଦୀପ ପ୍ରଜ୍ୱଳନ କରିଛନ୍ତି। ରାଜ୍ୟ ସଭାପତି…
Read More...