ସାର୍ବଭୌମତ୍ବର ସୁରକ୍ଷା ଲାଗି ସତର୍କ ଭାରତ ସବୁବେଳେ ପ୍ରସ୍ତୁତ ଅଛି। ଚୀନକୁ ମୁହଁତୋଡ ଜବାବ ଦେଲା ଭାରତ।
ନୂଆଦିଲ୍ଲୀ : ଭାରତ ସବୁବେଳେ ଶାନ୍ତି ଚାହେଁ; ମାତ୍ର ଯଦି ପଡୋଶୀ ଯୁଦ୍ଧ ଆରମ୍ଭ କରେ ତେବେ ଏଥର ଭାରତୀୟ ସୌର୍ଯ୍ୟ ଓ ବୀରତ୍ବର ପରାକ୍ରମ ଦେଖିବ ଚୀନ୍। ଏହାର ପରିଣାମ ମଧ୍ୟ ଭୋଗିବ। ପୂର୍ବ ଲଦାଖର ଗଲୱାନ୍ ଘାଟିରୁ ଉତ୍ତେଜନା ଆରମ୍ଭ କରିଥିବା ଚୀନ୍କୁ ଏଭଳି ଆକ୍ରାମକ ଜବାବ ଦେଇଛି ଭାରତୀୟ…
Read More...
Read More...