banner
Breaking

୨୫% ସ୍କୁଲ ଫି ଛାଡହେଲା।

ଅହମଦାବାଦ,୩୦।୯-ଏଣିକି ଗୁଜୁରାଟରେ ସ୍କୁଲ ଫି ବାବଦରେ ୨୫% ଛାଡ କରାଯିବ। ‘ସିବିଏସଇ’ ସ୍କୁଲ ସମେତ ଗୁଜରାଟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ। ଏ ନେଇ ବୁଧବାର ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦାସାମା କହିଛନ୍ତି, ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ୨୫% ସ୍କୁଲ ଫି’ ଛାଡ…
Read More...

୨୦ ବର୍ଷରେ ଲୁଣ ଫ୍ୟାକ୍ଟ୍ରିଟିଏ ଖୋଲି ପାରିଲେନି ସରକାର।

ଭୁବନେଶ୍ୱର,୩୦/୯(ବ୍ୟୁରୋ):ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିି ନାହିଁ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଛନ୍ତି। ଆଜି ବିଧାନସଭାର ପ୍ରଥମ ଅଧିବେଶନରେ ଶ୍ରୀ ନାୟକ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ କରୋନା ମହାମାରୀ ବେଳେ ବାହାବା ନେବାପାଇଁ ସରକାର ପଡୋଶୀ ରାଜ୍ୟରୁ ଦାଦନ…
Read More...

ଅନଲକ୍ ୫ରେ କଣ ଖୋଲିବ ଜାଣନ୍ତୁ।

ନୂଆଦିଲ୍ଲୀ,୩୦।୯- କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୫ ଗାଇଡଲାଇନ ଜାରି କରିଛନ୍ତି। ସ୍କୁଲ ଖୋଲିବା ସମ୍ପର୍କରେ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି। ସେହିପରି ଅକ୍ଟୋବର ୧୫ରୁ ସିନେମା ହଲ ଓ ଥିଏଟର ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।…
Read More...

ରାଜ୍ୟର ସମସ୍ତ ଅଫିସ ଶନିବାର ବନ୍ଦ ରହିବ।

ଭୁବନେଶ୍ୱର,୩୦ା୯(ବ୍ୟୁରୋ)-ରାଜ୍ୟର ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ । ତେବେ ଅକ୍ଟୋବର ମାସରେ କଟକ ଓ ଭୁବନେଶ୍ୱର ଥିବା ସମସ୍ତ ସରକାରୀ ବିଭାଗ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ସରକାରୀ କାର୍ଯ୍ୟ ଯେପରି ପ୍ରଭାବିତ ନ ହେବ ସେ ନେଇ ବିଭାଗଗୁଡିକ…
Read More...

ରାଜ୍ୟରେ ଆଜି ପୁଣି ୩୪୪୩ ପଜିଟିଭ ଚିହ୍ନଟ ଓ ୧୪ ମୃତ।

ଭୁବନେଶ୍ୱର,୩୦।୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୩୪୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୧୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୨୬ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ…
Read More...

ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ।

ଚାନ୍ଦିପୁର,୩୦/୯(ଓଡ଼ିଆ ନ୍ୟୁଜ): ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ବୁଧବାର ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି। ସକାଳ ୧୦ଟା ୨୭ରେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଡିଆରଡିଓ ପକ୍ଷରୁ…
Read More...

୨୮ ବର୍ଷ ପରେ ପ୍ରକାଶ ପାଇଲା ବାବ୍ରୀ ମସଜିଦ ରାୟ। ଏହା କୌଣସି ଷଡଯନ୍ତ୍ର ନଥିଲା।

ନୂଆଦିଲ୍ଲୀ, ୩୦।୯: ଗତ ୨୮ ବର୍ଷ ତଳେ ଘଟିଥିବା ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା କ୍ରୋଧ ଯୋଗୁ ଏଭଳି ହୋଇଥିଲା, ଏହାର ଫଇସଲା ସିବିଆର ସ୍ବତନ୍ତ୍ର କୋର୍ଟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବହୁତ ଦିନହେଲା ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ। କର୍ମକ୍ଷେତ୍ର, ରାଜନୀତି, ସଭାସମିତି ଓ କଳା, କ୍ରୀଡା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକମାନଙ୍କୁ ଦାୟୀ…
Read More...

ବାଜିଲା ନିର୍ବାଚନ ଘଣ୍ଟି। ତିର୍ତ୍ତୋଲ ବିଜେଡି ଦୁର୍ଗ ରକ୍ଷା ହେବ ତ?

ଭୁବନେଶ୍ଵର,୨୯/୯(ବ୍ୟୁରୋ):ବାଜିଲା ଉପ ନିର୍ବାଚନ ଘଣ୍ଟି । ତିର୍ତ୍ତୋଲ ଓ ବାଲେଶ୍ଵର ବିଧାନସଭା ଉପନିର୍ବାଚନ ନିମନ୍ତେ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା । ନଭେମ୍ବର ୩ ତାରିଖରେ ଭୋଟ ହେବ ଏବଂ ୧୦ ତାରିଖରେ ଗଣତି । ଏହିକ୍ରମରେ ସକ୍ରିୟ ହୋଇଛନ୍ତି ୩ ରାଜନୈତିକ ଦଳ । ଗତ ପ୍ରାୟ ୨ ଦଶନ୍ଧି…
Read More...

ଅକ୍ଟୋବର ୨ରୁ ବିଜେଡିର ଜନ ସଚେତନତା କାର୍ଯ୍ୟକ୍ରମ।

ଭୁବନେଶ୍ୱର,୨୯/୯(ଓଡ଼ିଆ ନ୍ୟୁଜ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତିବର୍ଷ ରାଜନୈତିକ ଆଭିମୁଖ୍ୟ ନେଇ ଚାଲୁଥିବା ଏହି ମାସାଧିକ କାଳ କାର୍ଯ୍ୟକ୍ରମ ଚଳିତ ବର୍ଷ କୋବିଡ଼ ସଂକ୍ରାନ୍ତରେ ହେବ ଏବଂ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ…
Read More...