ସରପଞ୍ଚଙ୍କ ନାମରେ ମିଥ୍ୟା ଅଭିଯୋଗ ନେଇ ଡିସିପି ଅଫିସ ଘେରାଉ କଲେ ମହିଳା
ଭୁବନେଶ୍ୱର, (ବ୍ୟୁରୋ): ରଘୁନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପବିତ୍ର ପାତ୍ରଙ୍କ ନାମରେ ହୋଇଥିବା ମିଥ୍ୟା ଅଭିଯୋଗକୁ ବିରୋଧ କରି ଶତାଧିକ ମହିଳା ଡିସିପି ଅଫିସ ଘେରାଉ କରିଛନ୍ତି । ପଞ୍ଚାୟତର ସମିତିସଭ୍ୟା ଝୁନାରାଣୀ ରାଉତଙ୍କ ନେତୃତ୍ୱରେ ଆଜି ଦିନ ୧୨ଟା ସମୟରେ ଗ୍ରାମ ପଞ୍ଚାୟତର ୱାଡ…
Read More...
Read More...