ରଣବୀରଙ୍କ ପାଇଁ ଜ୍ୟାକଲିନ୍ ଏବେ ପୁରା ଏକ୍ସସାଇଟେଡ।
ମୁମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ୍ ଫର୍ଣ୍ଣାଡିଜ ଏବେ ଖୁବ୍ ବ୍ୟସ୍ତ । ନିକଟରେ ସେ ଶୈଫ ଅଲି ଖାଁଙ୍କ ସହ ଫିଲ୍ମ ‘ଭୁତ ପୋଲିସ’ର ଶୁଟିଂ କରି ସାରିଛନ୍ତି। ଏବେ ସେ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ଅଭିନେତା ରଣବୀର ସିଂଙ୍କ ସହ କାମ କରିବାକୁ ଯାଉଛନ୍ତି । ଫିଲ୍ମ ‘ସର୍କସ’ରେ ଏମାନେ ଏକାଠି…
Read More...
Read More...