୪୫ ବର୍ଷରୁ ଅଧିକ ବ୍ୟକ୍ତି ନେବେ କରୋନା ଟିକା। ଅପ୍ରେଲ ୧ରୁ ପଞ୍ଜିକରଣ ଆରମ୍ଭ।
ନୂଆଦିଲ୍ଲୀ,୨୩।୩: ଆସନ୍ତା ଏପ୍ରିଲ ୧ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୪୫ ଓ ତା’ଠାରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କୁ ଟିକା ଦିଆଯିବ। ଏ ନେଇ କେନ୍ଦ୍ର ସରକାର ମଙ୍ଗଳବାର ଘୋଷଣା କରିଛନ୍ତି। ଯେଉଁମାନଙ୍କ ବୟସ ୪୫ କିମ୍ବା…
Read More...
Read More...