banner
Breaking

କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ମହିଳା କୁଳପତି

ଭୁବନେଶ୍ୱର,୨୪ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରଫେସର ସସ୍ମିତା ସାମନ୍ତଙ୍କୁ…
Read More...

ରୋଜାଲିନ ପାଟ୍ଟଶାଣୀଙ୍କୁ ପ୍ରୋମିସିଂ ଇଣ୍ଡିଆନ୍ ଆୱାର୍ଡ

ଭୁବନେଶ୍ୱର: ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଡ. ରୋଜାଲିନ ପାଟ୍ଟଶାଣୀଙ୍କୁ ପ୍ରୋମିସିଂ ଇଣ୍ଡିଆନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ସାମାଜିକ ଉଦ୍ୟୋଗ ତଥା ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା । ନୂଆଦିଲ୍ଲୀଠାରେ ଆୟୋଜିତ ଏକ…
Read More...

କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ବର,(ବ୍ୟୁରୋ): ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୋଟ ୧୩ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିଥିବା ସୂଚନା ମିଳିଛି। ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ ଉପରେ ମୋହର ବାଜିଥିବାବଳେ ଲୋ…
Read More...

ଜେମ୍ସ ଓ୍ବେବ ପ୍ରେରଣ କରିବ ନାସା

ଓ୍ବାଶିଂଟନ,୨୪ା୧୨: ନାସା ଲଞ୍ଚ୍‌ କରିବା ପୂର୍ବରୁ ଜେମ୍ସ ଓ୍ବେବ୍‌ ଟେଲିସ୍କୋପର ଫଟୋ ପ୍ରକାଶ କରିଛି। ଏହି ଟେଲିସ୍କୋପ୍‌ ମହାକାଶରେ ସବୁଠାରୁ ଶକ୍ତିଶାଳୀ ହେବ ବୋଲି ତାଲିକାରେ ରହିଛି। ପାଣିପାଗ ଓ ପ୍ରଯୁକ୍ତି ବିଦ୍ୟା ହେତୁ ଲଞ୍ଚ୍‌ରେ ବିଳମ୍ବର ସମ୍ମୁଖୀନ ହେବା ପରେ ଜେମ୍ସ ଓ୍ବେବ୍‌…
Read More...

କ୍ରିକେଟରୁ ଅବର ନେଲେ ହରଭଜନ

ଚଣ୍ଡିଗଡ,୨୪।୧୨: ଭାରତର ତାରକା ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୪୧ ବର୍ଷୀୟ ହରଭଜନ ସିଂ ଭାରତ ପାଇଁ ୭୧୧ ଉଇକେଟ ନେଇଛନ୍ତି। ଟର୍ବାନେଟର ଭାବରେ ଜଣାଶୁଣା ହରଭଜନ ରାଜନୀତି କ୍ଷେତ୍ରରେ ନିଜର ନୂଆ ଇନିଂସ ଖେଳିପାରନ୍ତି। ନିକଟରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ…
Read More...

ଡିସେମ୍ବର ୨୫ ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ଲାଗିଲା କଟକଣା

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଓମିକ୍ରନକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ ହୋଇଛି। ଡିସେମ୍ବର ୨୫ ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କେବଳ ଚର୍ଚ୍ଚ ଭିତରେ ସୀମିତ ଲୋକରେ ବଡଦିନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବାଧିକ ୫୦ ଜଣଙ୍କୁ ନେଇ…
Read More...

ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଆସନ୍ତା ୨୭ ତାରିଖରୁ ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫର୍ମ…
Read More...

ଉଠା ଦୋକାନୀଙ୍କୁ ମିଳିବ ୩ ହଜାର ଟଙ୍କା

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): କରୋନା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ମହାମାରୀ ଦ୍ୱାରା ରାସ୍ତାକଡ଼ର ଉଠା ଦୋକାନୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କାର ସହାୟତା ରାଶି ସହାୟତା ପ୍ରଦାନ କରିବେ।…
Read More...

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଶୁକ୍ରବାର ପୂର୍ବାହ୍ନ ୯ଟା.୩୦ରେ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଆଜି ସକାଳୁ ସେ ହଠାତ୍‌ ତଳେ ପଡ଼ି ଯାଇଥିବା ବେଳେ ଘରେ ହିଁ…
Read More...

ଚଢା ଦରରେ ବିକ୍ରି ହେଉଛି ମଦ, ଏସଓପି ମାନୁ ନାହାନ୍ତି ଦୋକାନୀ

ଖୋର୍ଦ୍ଧା,୨୪ା୧୨: ଖୋର୍ଦ୍ଧା ଜିଲାରେ ମଦ ବିକ୍ରେତା ମାନୁନାହାନ୍ତି ଅବକାରୀ ବିଭାଗର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରେସିଡିଓର (ଏସ୍‌ଓପି)। ଧାର୍ଯ୍ୟ ଦରଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଦୋକାନ ଆଗରେ କୌଣସି ଦର ତାଲିକା ଝୁଲା ଯାଉନାହିଁ। ଗ୍ରାହକ ବିଲ୍‌ ମାଗିଲେ ଦିଆଯାଉନାହିଁ। ଜଟଣୀ…
Read More...