banner
Breaking

ନିର୍ବାଚନ ପାଇଁ ୨୨ ରୁ ୨୪ ପରୀକ୍ଷା ବନ୍ଦ

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଗାମୀ ୨୪ ତାରିଖରେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ହେବ। ତେବେ ଏ ନେଇ ୨୨ରୁ ୨୪ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟଗୁଡିକରେ ପରୀକ୍ଷା ବନ୍ଦ ରହିବ। ଏଥିଲାଗି କୁଳପତି ଓ କଲେଜ ଅଧ୍ୟକ୍ଷଙ୍କଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ…
Read More...

ହଲିଉଡରେ ଏଣ୍ଟ୍ରି ମାରିବେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆଲିଆ ‘ଗାଙ୍ଗବାଇ କାଠିଆଓ୍ବାଡି’ରେ ଦମ୍‌ଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ନିକଟରେ ଆଲିଆ ଫିଲ୍ମ‘ଗଙ୍ଗୁବାଇ କାଠିଆୱାଡି’ ରିଲିଜ ହୋଇଥିଲା, ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ତେବେ ଏବେ…
Read More...

ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ମେୟର

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଗାମୀ ୨୪ ତାରିଖରେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ହେବ। ସୋମବାର ନାମାଙ୍କନର ଶେଷ ହୋଇଥିବାବେଳେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ । ୧୪ରେ ଇଚ୍ଛୁକ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ତେବେ ଆଜିଠାରୁ ପ୍ରଚାର ମଇଦାନ ସରଗରମ ହୋଇଛି। ଭୁବନେଶ୍ୱର…
Read More...

୨୫ରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର,୮।୩(ବ୍ୟୁରୋ): ବିଧାନସଭା ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ୭ ଦିନିଆ ବିଧାନସଭା ଅଧିବେଶନରେ ମାତ୍ର ୬ଟି କାର୍ଯ୍ୟ ଦିବସ ରହିଛି। ତେବେ ୨୫ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚରେ ଅଧିବେଶନ ଶେଷ ହେବ। ମାର୍ଚ୍ଚ ୩୦ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ ଅଧିବେଶନ ଉପସ୍ଥାପନ ହେବ…
Read More...

ଆନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ…
Read More...

ତମାଖୁ: ହୃଦଘାତର ସଙ୍କଟ କାରକ ବିଶେଷଜ୍ଞଙ୍କ ଚେତାବନୀ

ଟେଲିଭିଜନ, ଚଳଚ୍ଚିତ୍ର ଏବଂ ପ୍ରେସ ସମେତ ବିଭିନ୍ନ ଗଣମାଧ୍ୟମରେ କର୍କଟ ରୋଗୀଙ୍କ ଦୁର୍ଦଶାର ପ୍ରଭାବଶାଳୀ ଚିତ୍ରଗୁଡିକ ଭାରତରେ ଧୂମପାନ ଏବଂ କର୍କଟ ମଧ୍ୟରେ ସମ୍ପର୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା ସୃଷ୍ଟି କରିଛି । କିନ୍ତୁ ଅଧିକାଂଶ ଭାରତୀୟ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି ଯେ…
Read More...

ବିଏମସି ନିର୍ବାଚନ ପାଇଁ ୧୨ ମେୟର ଓ ୩୬୦ କର୍ପୋରେଟରଙ୍କ ପ୍ରାର୍ଥୀପତ୍ର ଦାଖଲ।

ଭୁବନେଶ୍ବର,୮/୩(ଓଡ଼ିଆ ନ୍ୟୁଜ) ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ମେୟର ପାଇଁ ସର୍ବମୋଟ ୧୨ ଓ କର୍ପୋରେଟର ପାଇଁ ୩୬୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ।
Read More...

ପଟ୍ଟାମୁଣ୍ଡାଇ ପୌର ନିର୍ବାଚନ ପାଇଁ କ°ଗ୍ରେସର ପ୍ରାର୍ଥୀପତ୍ର ଘୋଷଣା

ପଟ୍ଟାମୁଣ୍ଡାଇ, ୫ା୩ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମଣ୍ଡାଇ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଚାଲିବ। ହେଲେ ଦୁଇଦିନ ହେଲା କେହି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଚଳିତଥର କାଉନସିଲର ସହ…
Read More...

ଟିକେଟ ଘୋଷଣାକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା, ୫ା୩: ପୌର ନିର୍ବାଚନ ପାଇଁ ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ଧାର୍ଯ୍ୟ ହୋଇଛି। ଇତିମଧ୍ୟରେ ୩ ଦିନ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଜଣେ ହେଲେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ପୌରାଞ୍ଚଳରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଆଲୋଚନା ଜାରି ରହିଛି।…
Read More...

ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଶେନ୍ ଓ୍ବାର୍ନ

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍‌ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିଚାଳନା କମ୍ପାନୀ ପକ୍ଷରୁ ଶୁକ୍ରବାର ସଂକ୍ଷିପ୍ତ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।…
Read More...